ଏସବୁ ଦେଶରେ ନାହିଁ ଲିଖିତ ସମ୍ବିଧାନ, ଏମିତି ଚାଲିଥାଏ ଶାସନ
ଆଜି ସମଗ୍ର ଭାରତବର୍ଷରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଆଇନ ପ୍ରଣୟନ କରାଯାଇଥିଲା। ୧୯୫୦ ଜାନୁୟାରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା। ଭାରତର ଲିଖିତ ସମ୍ବିଧାନ ଥିବାବେଳେ ଏମିତି କିଛି ଦେଶ…
ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି
ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର ଏହା ବଢ଼ିଛି। ଦ୍ୱିତୀୟ ଦିନରେ ଫିଲ୍ମ ୫.୬୧ କୋଟି ବ୍ୟବସାୟ କରିଛି। ଫଳରେ ଚଳଚ୍ଚିତ୍ରର…
ସିମନବାଡ଼ିରେ ଭାରତମାତା ପୂଜନ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,୨୬।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ନିଆରା ଢ଼ଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସକାଳୁ ଜାତୀୟ ପତକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୫ ତାରିଖରୁ…
ଏକାସାଙ୍ଗେ ନଜର ଆସିଲେ ‘୮୩’ର ଟିମ୍
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘୮୩’ ଚଳିତ ବର୍ଷ ଏପ୍ରିଲରେ ପରଦାକୁ ଆସିବ ବୋଲି କୁହାଯାଉଛି। ଏହା ପୂର୍ବରୁ ପ୍ରାୟ ପ୍ରତିଦିନ ଏହି ଫିଲ୍ମର କିଛି ନା କିଛି ପୋଷ୍ଟର ସାମ୍ନାକୁ ଆସୁଛି। ଶନିବାର ରଣବୀର ଫିଲ୍ମର…
ତୁରୁମୁଙ୍ଗାରେ ପତାକା ଉତ୍ତୋଳନ କଲେ ବିଧାୟକ, ଜଗନ୍ନାଥ ପାଟଣାରେ ବ୍ଲକ ଅଧ୍ୟକ୍ଷ
ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମ ଓ ତୁରୁମୁଙ୍ଗାସ୍ଥିତ ହାଇସ୍କୁଲ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତୁରୁମୁଙ୍ଗାଠାରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…
ପୁରୀରେ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ପୁରୀ ଅଫିସ,୨୬।୧: ଜିଲା ପ୍ରଶାସନ ଆନୁକୂଲ୍ୟରେ ତାଲବଣିଆସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ…
ସଲମାନଙ୍କ ପରେ ଆମିରଙ୍କ ଲୁକ୍କୁ କପି କଲେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଅନେକ ସମୟରେ ସେ ତାଙ୍କର ବିଭିନ୍ନ ଷ୍ଟାଇଲର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସି ଥାଆନ୍ତି। କିଛିଦିନ ତଳେ ସେ ବଲିଉଡ୍ ଭାଇଜାନ ଅର୍ଥାତ୍ ସଲମାନ…
ଗାଳିରୁ ବର୍ତ୍ତିବା ପାଇଁ ଘର ଲୋକଙ୍କୁ ଗଣବଳାତ୍କାର ବାହାନା ଦେଖାଇଲେ ନାବାଳିକା, ଆଉ ତାପରେ…
ହାଇଦ୍ରାବାଦ,୨୬।୧: ଦେଶରେ ପ୍ରତିଦିନ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ପୋଲିସ ବି ଏହାକୁ ନେଇ ସତର୍କ ହୋଇପଡିଛି। ହାଇଦ୍ରାବାଦରେ ଗଣବଳାତ୍କାର ମନରୁ ନ ଲିଭୁଣୁ ଏବେ ସେଠାରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ୧୬ବର୍ଷୀୟା ନାବାଳିକା ନିଜ ପରିବାର…
ଜଙ୍ଗଲରେ ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମବେଳେ ଉଦ୍ଧାର କଲେ ଲୋକେ, ଜଣେ ଅଟକ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୧(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ଯୁବକ ଜଙ୍ଗଲରେ ବଳାତ୍କାର ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦିଆଯାଇଛି।…
ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍ବେଗ
ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଛି। ଫଟୋରେ ଓମାରଙ୍କୁ ଚିହ୍ନି ହେଉନାହିଁ। ତାଙ୍କ ମୁହଁରେ ଦାଢ଼ି ଭର୍ତ୍ତି ହୋଇଯାଇଛି।…
ଘର ନିର୍ମାଣକୁ ନେଇ ବେଣୀପୁର ଗାଁରେ ଉତ୍ତେଜନା, ୫ ଘଣ୍ଟା ଧରି ପୋଲିସ ଅଟକ
ଗୋପ,୨୬।୧(ଡି.ଏନ୍.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଣୀପୁର ଗାଁରେ ଗୋପ ପୋଲିସ ଦୀର୍ଘ ୫ ଘଣ୍ଟା ଧରି ଅଟକ ରହିଛି । ଜମିଜମାକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଛି। ପ୍ରକାଶ ଯେ,ବେଣୀପୁର ଗାଁର ଜଗବନ୍ଧୁ ରାଉତ ରବିବାର ତାଙ୍କ…
ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା
ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟଥିବା କାରୀ ୟାସିରଙ୍କ ଏହି ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।…

