Home Left

ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ବାରଙ୍ଗ,୨୭।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ନନ୍ଦନକାନନ ଥାନା ଅଧିନସ୍ଥ ପଦାସାହି ଗ୍ରାମମୁଣ୍ଡରେ ସୋମବାର ସକାଳେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଢାଓ୍ବା ଗ୍ରାମର ସମୀର କାଣ୍ଡି ନାମକ ପରିବା ବ୍ୟବସାୟୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମୀର ଓ ତାଙ୍କର ଜଣେ ସହଯୋଗୀ ଏକ…

୮ ବର୍ଷ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ଟୁଇଟ୍‌ କରିଥିଲେ ଏହି ବ୍ୟକ୍ତି

କାର୍ଲିଫର୍ଣ୍ଣିଆ,୨୭।୧: ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଆସିବା ପରେ ଆମେରିକାରେ ଶୋକର ଛାୟା ଖେଳିଯାଇଛି। ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହେବ ବୋଲି ୨୦୧୨ରେ ଜଣେ ବ୍ୟକ୍ତି…

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ବିଶ୍ୱର ସବୁଠାରୁ ବଡ ନାଗରିକତା ବିହୀନ ସଙ୍କଟ ଉତ୍ପନ କରିବାର କ୍ଷମତା…

ଜୟପୁର ପରେ ବିହାରକୁ ବ୍ୟାପିଲା କରୋନା ଭାଇରସ୍‌

ପାଟନା,୨୭।୧: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବା ପରେ ଏବେ ଏହା ଭାରତକୁ ବ୍ୟାପିଥିବା ଜଣାପଡ଼ିଛି। ଜୟପୁର ପରେ ବିହାରର ରାଜଧାନୀ ପାଟନାରେ କରୋନା ଭାଇରସ୍‌ର ଏକ ମାମଲା ଦେଖିବାକୁ ମିଳିଛି। ଚାଇନାରୁ ଫେରିଥିବା ଜଣେ ୨୯ ବର୍ଷୀୟ ଯୁବତୀଙ୍କ ମଧ୍ୟରେ…

ମଣିଷ ଜୀବନ ବଞ୍ଚାଉଛି ମୂଷା

ଘରେ ମୂଷାଟିଏ ପଶିଗଲେ ଆମେ ଚିନ୍ତାରେ ପଡିଯାଉ କାରଣ ଘରର ସବୁ ଜିନିଷକୁ କ୍ଷଣିକରେ ନଷ୍ଟ କରିଦିଏ। କିନ୍ତୁ କାମ୍ବୋଡିଆ ଦେଶରେ ମୂଷା ହିରୋ ଭାବେ ପରିଗଣିତ ହେଉଛି। କାରଣ ଏଠାରେ ମୂଷା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଉଛି। ନିକଟରେ…

ଭାରତରେ କରୋନା ! ଜୟପୁରରେ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର,୨୭ା୧: ଚାଇନାରେ କରୋନା ଭୂତାଣୁ ନେଲାଣି ୫୦ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଭୂତାଣୁ ଭାରତରେ ପ୍ରବେଶ କରିଥିବା ଜଣାପଡିଛି। ରାଜସ୍ଥାନର ଜୟପୁରରେ କରୋନା…

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ…

ଡାଇବେଟିସ୍‌ ସମ୍ଭାବନା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ…

ପୁଣି ଥରାଇବ ଶୀତ, ଦୁଇଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭।୧(ବ୍ୟୁରୋ): ଆସନ୍ତା ଦୁଇଦିନ ମଧ୍ୟରେ ପୁଣି ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୮ ଓ ୨୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

ଅମିର ଖାଁଙ୍କୁ ମହିଳା ହକି ଅଧିନାୟିକାଙ୍କ ଅନୁରୋଧ

ନୂଆଦିଲ୍ଲୀ,୨୬।୧- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ସେ ବଲିଉଡ ଷ୍ଟାର ଅମିର ଖାଁଙ୍କୁ ସାହାଯ୍ୟ ମାଗିଛନ୍ତି। ୨୦୧୯ ବର୍ଷର ବିଶ୍ୱର ଶ୍ରେଷ୍ଠ ଆଥ୍‌ଲେଟ ପୁରସ୍କାର…

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌ ଜୋହର, ଅଦ୍‌ନାନ ଶାମୀ ଏବଂ ଏକତା କପୁର। ଏହି ପୁରସ୍କାର ଘୋଷଣା ପରେ କଙ୍ଗନା…

ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍‌ କରନ୍ତି ଯାହା ଭାଇରାଲ ହୋଇଥାଏ। ନିକଟରେ ସେ ଏକ ଭିଡିଓ ଟୁଇଟ୍‌ କରିଥିଲେ, ଯାହା ଦେଖି ଯୁଜର୍ସ ହସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?