ସେହି ୪ ମିନିଟ୍
ବିଶେଷଭାବରେ କୌଣସି ସିନେମାରେ ଲିପ୍-ଲକ୍ ସିନ୍କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ। ହେଲେ ବଲିଉଡ୍ରେ ଏପରି କିସ୍ ଶଟ୍ ପ୍ରଥମେ କେବେ ନିଆଯାଇଥିଲା, ଯାହାର ରେକର୍ଡ ଏବେ…
ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ
ଦିଗପହଣ୍ଡି,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା ଘଟଣା ଚର୍ଚ୍ଚା ପାଲଟିଛି। ଆଙ୍କୋରଡ଼ା ଗ୍ରାମର ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼…
କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…
ଓ୍ବାଶିଂଟନ୍,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି ପ୍ରଂଶସକଙ୍କ ଏକ ଫଟୋ ଆଇସିସି ନିଜ ଟୁଇଟର ପେଜରେ ଅପଲୋଡ କରିଛି। କ୍ରିକେଟ ପ୍ରତି…
ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ : ଶ୍ରୀନଗରରେ ଯାତାୟାତ, ମୋବାଇଲ ସେବା ବ୍ୟାହତ
ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଗୁରୁବାର ପ୍ରବଳ ତୁଷାରପାତ ହୋଇଛି। ସକାଳୁ ପ୍ରବଳ ବରଫପାତ ହୋଇଥିବାରୁ ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗର ବିଭିନ୍ନ ସ୍ଥାନ ଓ ପାହାଡଗୁଡ଼ିକରେ ବରଫ ଚାଦର ଆସ୍ତରଣରେ ଆଚ୍ଛାଦିତ ହୋଇଯାଇଛି। ଏହାରି ଭିତରେ ଶ୍ରୀନଗରରେ ତୁଷାରପାତ…
କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ : ଥାନାରେ ମାମଲା
ଦିଗପହଣ୍ଡି,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଯୁକ୍ତ ୨ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗାଁର ମିଥୁନ ସାହୁ (୨୨) କେଉଁଆଡ଼େ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଛାତ୍ରୀଙ୍କ ବାପା ଏନେଇ କେ. ନୂଆଗାଁ…
ଚଳନ୍ତା କାର୍ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍ ଜବତ
ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଗୁରୁବାର ଅଭିଯୁକ୍ତଙ୍କ ସହ ଉକ୍ତ କାର୍କୁ ଜବତ…
ପ୍ରଥମ ମହିଳା ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ଭାବେ ମନ୍ଧନା ରଚିଲେ ଇତିହାସ
ନର୍ଥ ସାଉଣ୍ଡ, ୭।୧୧: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ସିରିଜ ଜିତିଛି। ସ୍ମୃତି ମନ୍ଧନା ଏବଂ ଜେମିମି ରୋଡ୍ରିଗଜଙ୍କ ଅର୍ଦ୍ଧଶତକ ବଳରେ ଶେଷ ମ୍ୟାଚରେ ଭାରତ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି…
୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ
ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର ଗତିରେ ଭାଇରାଲ ହେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ…
ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର
ଲକ୍ଷ୍ନୌ,୭।୧୧: ଆକ୍ସନ ମୁଡ୍ରେ ଯୋଗୀ ସରକାର। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ୭ଜଣ ପିପିଏସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭ୍ରଷ୍ଟାଚାର କାରଣରୁ ଅଧିକାରୀଙ୍କୁ ଅବସର ଦିଆଯାଇଥିବା ଜଣାପଡ଼ିଛି। ତେବେ ସମସ୍ତ ଅଧିକାରୀ ଡେପୁଟି ଏସ୍ପି ଓ ସିଇଓ ପଦବୀରେ…
ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ
ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ…
ଦିନେ ଥିଲେ ବଲିଉଡ୍ ଷ୍ଟାର୍: ଏବେ ଜୀବନ ବିତୁଛି ପାଗଳଖାନାରେ !
ମୁମ୍ବାଇ,୭।୧୧: ଦିନେ ବଲିଉଡ୍ରେ ଆଗଧାଡ଼ିର ଷ୍ଟାର୍ ଥିବା ରାଜ କିରନ୍ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍ଙ୍କ ପୂରା ନାମ ରାଜ କିରନ୍ ମହାତାନି। ବଲିଉଡ୍ରେ ୩୬ରୁ ଅଧିକ ଫିଲ୍ମରେ ଅଭିୟନ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ସେ…
ପାକିସ୍ତାନ ଯିବାକୁ ଏସ୍. ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଲେ ସିଦ୍ଧୁ
ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପକାଶ ପର୍ବ ପାଇଁ ପଞ୍ଜାବ…
Archives


