Home Left

ବିଶ୍ୱରେ କେଉଁ ସ୍ଥାନରେ କରିଛନ୍ତି ଶତକ, ତାହା ଦେଖାଇବା ପାଇଁ ଦେହରେ ବିଶ୍ୱ ମ୍ୟାପ ଟାଟୁ

ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସଫଳତାକୁ ସର୍ବଦା ମନେ ରଖିବା ପାଇଁ ଦେହରେ ବିଶ୍ୱ ମ୍ୟାପ୍‌ ଟାଟୁ କରିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାଇଲିସ୍‌ ବ୍ୟାଟ୍ସମ୍ୟାନ କେଭିନ ପିଟରସନ। ଅନ୍ତର୍ଜାତୀୟ ସ୍ତରରେ ମୋଟ ୩୨ ଶତକ କରିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଦେହରେ ସମସ୍ତ କ୍ରିକେଟ…

ଦର୍ଶକଙ୍କ ମନକୁ ଛୁଇଁଲା ‘ବାଲା’

ମୁମ୍ବାଇ: ବଲିଉଡ୍‌ ମୁଭି ବାଲା ପ୍ରଥମ ଦିନରେ ହିଁ କମାଲ୍‌ କରିଛି। ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦର୍ଶକଙ୍କ ଦିଲ୍‌ ଜିତିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…

କରତାରପୁର କରିଡର ଉଦ୍‌ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର କରିଡର ଭେଟି ଦେଇଛନ୍ତି। କାରଣ ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଶା ପୂରଣ ହେବ।…

ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି

କାର୍‌ ହେଉ କିମ୍ବା ବାଇକ୍‌ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ ଗତ ମାସରେ ଏକ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି କିଣିଛନ୍ତି। ୨୦ ବର୍ଷ ପୁରୁଣା ନିସାନ…

ଅଯୋଧ୍ୟା ରାୟ ନେଇ ଉତ୍ତେଜକ ପୋଷ୍ଟକଲେ କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବା ପରେ ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି ହୋଇଛି। ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର…

ସୁପ୍ରିମ୍‌କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା

ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେହିପରି ସୁପ୍ରିମ୍‌କୋର୍ଟ ରାୟକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା…

ବୁଲ୍‌ବୁଲ୍‌ ପ୍ରଭାବ : ଘର ଉପରେ ପଡ଼ିଲା ନଡ଼ିଆଗଛ

ଆନନ୍ଦପୁର,୯।୧୧(ସ୍ବ.ପ୍ର.): ‘ବୁଲ୍‌ବୁଲ୍‌’ ପ୍ରଭାବରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଶନିବାର ଅପରାହ୍ନରୁ ପବନର ବେଗ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଆନନ୍ଦପୁର ପୌରପରିଷଦ ଫକୀରପୁର ପତି ସାହିରେ ଏକ ଘର ଉପରେ ଗୋଟିଏ ନଡ଼ିଆ ଗଛ ଉପୁଡ଼ି ପଡ଼ିଛି। ସାହିର…

ବୁଲ୍‌ବୁଲ୍‌ ପ୍ରଭାବ: ଧାନଚାଷ ଉଜୁଡ଼ିବା ଆଶଙ୍କା, ଚିନ୍ତାରେ ଚାଷୀ

ପାଟକୁରା,୯।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ଏ ନେଇ ଶୁକ୍ରବାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଶନିବାର ମଧ୍ୟାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍‌ ହେବା ସହ ପବନ ଟିକେ କମିଛି।…

ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣକୁ ନେଇ ଏକ ଟ୍ରଷ୍ଟ ଗଠନ କରିବାକୁ ଅନୁମତି…

ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକାଦଶୀରେ ଚତୁର୍ମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ…

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା ବଢ଼ିଯାଇଛି। ଏପରି କି ବିସିସିଆଇ କ୍ରିକେଟରୁ ଦୁର୍ନୀତି ଦୂରେଇବାକୁ ସକ୍ଷମ କି ନାହିଁ ପ୍ରଶ୍ନ…

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର ସ୍ପଷ୍ଟ ହୋଇଛି। ଉଭୟଙ୍କ ମଧ୍ୟରେ ଡିସେମ୍ବର ଶେଷ ସପ୍ତାହରେ ମୁକାବିଲା ହେବ ବୋଲି ଅଫିସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri