ମାନସିକ ସ୍ବାସ୍ଥ୍ୟ ଓ ପରିବେଶ
ପରିବେଶ ପ୍ରଦୂଷିତ ହେଲେ ତାହାର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଥିପାଇଁ ଆମେ ଶ୍ୱାସଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ହେଲେ ଏହାଦ୍ୱାରା ଆମର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ବୋଲି ନିକଟରେ ଶେଷ ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ପରିବେଶ ପ୍ରଦୂଷିତ…
ଭାଇଙ୍କ ଶଟ୍ରେ ଏହି କ୍ରିକେଟରଙ୍କ ନାକ ଫାଟିଲା
ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍ ଡେ କପ୍ର ଏକ ମ୍ୟାଚ୍ରେ ଏଷ୍ଟନ୍ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା ସ୍ପିନର ଏଷ୍ଟନ୍ ଏକ କ୍ୟାଚ୍ ଧରିବାକୁ ଯାଇ ତାଙ୍କ ନାକ ଫାଟିଯାଇଛି। ସବୁଠୁ ରୋକଚ…
ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ
ବରଗଡ଼ ଅଫିସ,୧୮।୧୧: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୧୫ ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଥିଲେ ମଧ୍ୟ ରବିବାର ସୁଦ୍ଧା ବସ୍ତାଟିଏ ଧାନ ବିକ୍ରି ହୋଇ ପାରିନାହିଁ। ଚଳିତଥର ଧାନ ସଂଗ୍ରହ ପ୍ରକ୍ରିୟାରେ ବାଧ୍ୟତାମୂଳକ କରାଯାଇଥିବା…
ସାଇକେଲ୍ ଚଢି ସଂସଦ ଆସିଲେ ମନୋଜ-ମନସୁଖ
ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ମନୋଜ ତିଓ୍ବାରି ସାଇକେଲ ଚଢି ସଂସଦ ଭବନ ପହଞ୍ଚିଥିବା ଦେଖାଯାଇଛି। ସେହିପରି ଭାଜପା ଏମ୍ପି ମନସୁଖ ମନ୍ଦଭିୟା ମଧ୍ୟ…
କାର୍ଯ୍ୟଦକ୍ଷତା ବୃଦ୍ଧିର ନୂଆ ଉପାୟ
ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ। ତାହାର ପ୍ରଭାବ ମଧ୍ୟ କାର୍ଯ୍ୟଦକ୍ଷତା ଉପରେ ପଡିଥାଏ। ତେବେ ନିଜ କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ସକାରାତ୍ମକ ମାନସିକତା ରହିବା ନିହାତି ଦରକାର। ତେଣୁ ଏ କ୍ଷେତ୍ରରେ ଅନ୍ୟତମ…
ସ୍କିନ୍ କ୍ୟାନ୍ସର ଚିକିତ୍ସାର ସହଜ ଉପାୟ
ସ୍କିନ୍(ଚର୍ମ) କ୍ୟାନସର ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ପାଇଁ ଖୁସି ଖବର। ଏଥିରୁ ଉପଶମ ପାଇବାର ଏକ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ୟେଲେ ୟୁନିଭର୍ସିଟି ଅଫ୍ ସାଇନ୍ସର କ୍ୟାନସର ବିଶେଷଜ୍ଞମାନେ। ସାଧାରଣତଃ ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ଅଲଟ୍ରା ଭାୟୋଲେଟ ରଶ୍ମୀ…
ଜମ୍ମୁ- କଶ୍ମୀରରେ ଟ୍ରେନ୍ ସେବା ଆରମ୍ଭ
ଜମ୍ମୁ,୧୮।୧୧: ଶ୍ରୀନଗର-ବନିହାଲ ମଧ୍ୟରେ ପୁନର୍ବାର ଟ୍ରେନ୍ ସେବା ଆରମ୍ଭ କରାଯାଇଛି। ଗତ ଅଗଷ୍ଟ ମାସରୁ ଏଠାରେ ଟ୍ରେନ୍ ସେବା ବନ୍ଦ ଥିବା ବେଳେ ସୋମବାରଠାରୁ ଏଠାରେ ପୁଣିଥରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫ଏ…
ପଦାର୍ଥ ବିଜ୍ଞାନର ପରିଚୟ
ଆଜିକୁ ୫୫ ଲକ୍ଷ ବର୍ଷ ତଳେ ମଣିଷ ଜାତି ପୃଥିବୀପୃଷ୍ଠରେ ଜନ୍ମ ନେଲା। ସେବେଠାରୁ ଆମର ଗବେଷଣା ଜାରି ରହିଛି। କିନ୍ତୁ ଆଜି ଯେଉଁ ଯୁଗକୁ ‘ବିଜ୍ଞାନର ଯୁଗ’ ବୋଲି କୁହାଯାଉଛି, ସେହି ବିଜ୍ଞାନ ଓ ଗବେଷଣା ଆରମ୍ଭ ହୋଇଛି ମାତ୍ର…
ତୀର୍ଥଯାତ୍ରୀଙ୍କ ପଛରେ ୪୮୦ କିମି ଚାଲିଚାଲି କୁକୁର କରୁଛି ତୀର୍ଥଯାତ୍ରା
ଚିକ୍କାମାଗାଲୁର୍,୧୮।୧୧: ସାଧାରଣତଃ ମଣିଷମାନେ ତୀର୍ଥଯାତ୍ରା କରିଥାନ୍ତି। ତେବେ ଏକ କୁକୁର ସାବରିମାଲା ଆସୁଥିବା ତୀର୍ଥଯାତ୍ରୀଙ୍କୁ ଅନୁସରଣ କରି ତୀର୍ଥଯାତ୍ରା କରିଚାଲିଛି। ଏବେ କୁକୁରର ଫଟୋ ଓ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୩ ଜଣିଆ ଆୟପ୍ପା ଶ୍ରଦ୍ଧାଳୁଦଳଙ୍କ ପଛରେ…
ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍ଓ ଆଓ୍ବାର୍ଡ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ କରାଯାଇଛି। ନ୍ୟାଶନାଲ ଜର୍ନାଲିଷ୍ଟ ଓ୍ବେଲଫେୟାର ବୋର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ…
ଡକ୍ୟୁମେଣ୍ଟାରି ନିର୍ମାଣରେ ଓଡ଼ିଶା ପଛରେ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ପ୍ରାମାଣିକ ବା ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ରାଜ୍ୟ ବହୁପଛରେ ରହିଛି। କେତେଜଣ ପ୍ରଯୋଜକ ଏଭଳି ଚଳଚ୍ଚିତ୍ର ନିର୍ମାଣ ଲାଗି ଆନ୍ତରିକତା ଦେଖାଉଥିଲେ ବି ପ୍ରୋତ୍ସାହନ ଅଭାବ ଓ ଫିଲ୍ମରେ ଲଗାଉଥିବା ଟଙ୍କା ଫେରସ୍ତ ପାଉ ନଥିବାରୁ…
ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ
ଇସ୍ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା ମିଳିଛି। ପାକିସ୍ତାନ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟର ପ୍ରବକ୍ତା ସାଜିଦ ଶାହ କହିଛନ୍ତି ଚଳିତ…
Archives


