ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି
ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର ଦ୍ୱାର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଉଜ୍ଜୟିନୀର ନାଗଚନ୍ଦ୍ରେଶ୍ୱର ମନ୍ଦିର ନାଗଦେବତାଙ୍କୁ ସମର୍ପିତ। ଏହି…
କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍ ଡ୍ରାଇଭର
ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, କ୍ୟାବ୍ ଡ୍ରାଇଭର କାହ୍ନୁ ଚରଣ ଗିରି ଶୈଳଶ୍ରୀ ବିହାରର ରାସ୍ତାକଡ଼ରେ…
ରାଜ୍ୟସଭାରେ ବଦଳିଲା ମାର୍ଶଲଙ୍କ ଡ୍ରେସ୍
ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ। ଏହି ଅବସରରେ ରାଜ୍ୟସଭାରେ କିଛି ପରିବର୍ତ୍ତନ କରାଯାଇଛି। ଏଠାରେ ମାର୍ଶଲ ପିନ୍ଧୁଥିବା ଡ୍ରେସ୍କୋଡ୍କୁ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ସଂସଦରେ ମାର୍ଶଲଙ୍କ ଧଳା ରଙ୍ଗର…
ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି
ଗାଜିଆବାଦ୍,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ ଦେଶ ପାଇଁ ଶହୀଦ ହେବା ପରେ ସେ ୩୫୦ ଗରିବ ପିଲାଙ୍କୁ ସେନାରେ ତ୍ତର୍ତ୍ତି…
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍
ବଲିଉଡ୍ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ସୁସ୍ମିତା ୧୯ ନଭେମ୍ବରରେ ୪୪ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଏହି…
ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଜିଲାପାଳ
ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ସଦରମହକୁମାରେ ରହିଥିବା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ଜିଲାପାଳ ଡା. ଅଜିତ୍ କୁମାର ମିଶ୍ର ସୋମବାର ଗସ୍ତ କରିଛନ୍ତି। ସେଠାରେ ପ୍ରଥମେ ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ସହ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନଭୋଜନ ଖାଇଥିଲେ।…
ଅଟୋରେ ଗଲେ ମଲାଇକା
ମୁମ୍ବାଇ: ବଲିଉଡ୍ ଫିଟ୍ନେସ୍ କୁଇନ୍ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଅଟୋ ରାଇଡ୍ ଏବେ ଆସିଛି ଚର୍ଚ୍ଚାକୁ। ସେ ନିଜ ମା’ଙ୍କ ସହ ଅଟୋରେ…
ସମୁଦ୍ରରେ ଭାସିଗଲେ ୫ ଛାତ୍ର: ୪ ଉଦ୍ଧାର, ଜଣେ ନିଖୋଜ
ବାଲିଆପାଳ,୧୮।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ଡଗରା ବେଳାଭୂମିରେ ଜାମୁସୁଳି କଲେଜର ୫ ଛାତ୍ର ଗାଧୋଉଥିବା ସମୟରେ ସୋମବାର ସମୁଦ୍ରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ସିଂଲା ଥାନା ଅଧୀନ ସାନ ଅସ୍ତି ଗ୍ରାମର…
‘ଗୁଡ୍ ନ୍ୟୁଜ’ ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍ କମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ୩ମିନିଟ ୨୨ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ ଓ କରୀନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର…
ଏପରି ଦେଶ ଯେଉଁଠି ଅପରାଧୀଙ୍କ ମୂର୍ତ୍ତି କରାଯାଏ ପୂଜା…
ଲୋକେ ଭଗବାନଙ୍କ ମୂର୍ତ୍ତିିକୁ ପୂଜା କରିଥାନ୍ତି। ତେବେ ଲାଟିନ୍ ଆମେରିକାର ଭେନଜୁଏଲାରେ ମୃତ୍ୟୁ ଘଟିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୂର୍ତ୍ତି ପୂଜା କରିବା ପରମ୍ପରା ରହିଛି। ସ୍ପେନ୍ର ଭାଷାରେ ଏଭଳି ଅପରାଧୀଙ୍କ ପୂଜାକୁ ସେଣ୍ଟୋସ୍ ମେଲେଂଡ୍ରୋସ୍ କୁହାଯାଇଥାଏ। ଅପରାଧୀଙ୍କ ମୂର୍ତ୍ତିକୁ ଗୋଟିଏ ସ୍ଥାନରେ…
ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା
ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି। ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି।…
ବଦଳିବ ଆଗ୍ରାର ନାମ
ଲକ୍ଷ୍ନୌ,୧୮।୧୧: ଆହ୍ଲାବାଦ, ବନାରସ ଓ ଫୈଜାବାଦ ପରେ ଏବେ ଆଗ୍ରାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଆଗ୍ରାର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ଅଗ୍ରବନ ନାମରେ ନାମିତ କରାଯିବ ବୋଲି ସୋମବାର…
Archives


