ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ: ପହଞ୍ଚିଲେ ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ
ଶ୍ରୀନଗର,୧୨।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ଦ୍ୱିତୀୟ ଥର ଲାଗି ଏକ ୨୫ ଜଣିଆ ପ୍ରତିନିଧି ଦଳ ଶ୍ରୀନଗରରେ ପହଞ୍ଚିଛନ୍ତି। ଦଳରେ ଜର୍ମାନୀ, କାନାଡ଼ା, ଫ୍ରାନ୍ସ୍, ନ୍ୟୁଜିଲାଣ୍ଡ, ମେକ୍ସିକୋ, ଇଟାଲୀ, ଆଫଗାନିସ୍ତାନ, ଅଷ୍ଟ୍ରିଆ, ଉଜବେକିସ୍ତାନ, ପୋଲାଣ୍ଡ…
କମ୍ପ୍ୟୁଟର ନିକଟରେ ଚାରାଗଛ ରଖିଲେ ଦୂର ହୁଏ…
ଟୋକିଓ: କାର୍ଯ୍ୟାଳୟରେ କାମ କେମିତି ସୁରୁଖୁରୁ ତଥା ଭଲରେ ହେବ ସେଥିପାଇଁ କର୍ମଚାରୀମାନେ ଟେନ୍ସନ୍ରେ ରହିଥାନ୍ତି। ବେଳେବେଳେ ବସ୍ଙ୍କ ତାଗିଦ୍ ମଧ୍ୟ ଚିନ୍ତାରେ ପକାଇଥାଏ। ଏଥିରେ ଆଦୌ ବ୍ୟସ୍ତ କିମ୍ବା ବିବ୍ରତ ହୁଅନ୍ତୁ ନାହିଁ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଅଫିସ୍ରେ କାମ…
କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ୫୦ ବର୍ଷ ବୟସ୍କ ବ୍ୟକ୍ତି
ତିରୁପତି,୧୨।୨: ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି କରୋନା ଭୁତାଣୁ ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଛନ୍ତି। ଚିତୋର ଜିଲାର ସେଶାମନାଇଡୁ କାଣ୍ଡ୍ରିଗା ଗାଁରେ ବାସ କରୁଥିବା ୫୦ ବର୍ଷ ବୟସ୍କ କେ. ବାଲା କ୍ରିଷ୍ଣାଙ୍କୁ ସପ୍ତାହେ ଧରି ଥଣ୍ଡା ଜ୍ୱର ଲାଗି ରହିଥିଲା। ଜ୍ୱର…
ବିକ୍ରି ହେଲାନି ଧାନ: ରାସ୍ତା ଉପରେ ଗଦାକଲେ ଚାଷୀ
ବରଗଡ଼ ଅଫିସ,୧୨।୨: ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ ସେମାନଙ୍କ ଅମଳ ଧାନକୁ ବିକ୍ରି କରିପାରିନାହାନ୍ତି। ଏହି କାରଣ ଯୋଗୁ ଜିଲାର ପଦ୍ମପୁର ଉପଖଣ୍ଡ…
ଦିଲ୍ଲୀର ସବୁ ସ୍କୁଲରେ ପଢାଯାଉ ହନୁମାନ ଚାଳିଶା: କୈଳାସ ବିଜୟବର୍ଗୀୟ
ନୂଆଦିଲ୍ଲୀ, ୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ବହୁମତରେ ବିଜୟ ହାସଲ କରିଛି। ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏସବୁ ଭିତରେ ଭାଜପା ରାଷ୍ଟୀୟ ମହାସଚିବ କୈଳାସ ବିଜୟବର୍ଗୀୟ କେଜ୍ରିଓ୍ବାଲଙ୍କୁ ଉପଦେଶ ଦେଇ…
୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ
କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା କାଥାଚାଲ୍ କୁରିଚୟା କଲୋନୀରେ ବାସକରୁଥିବା ୫୮ ବର୍ଷ ବୟସ୍କ ପେରୁନ୍ନନ୍ ରାଜନ ଏହି ଲଟେରୀ…
କିସ୍ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍
ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍ ଡେ’ ଅର୍ଥାତ୍ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…
୧୨ ବର୍ଷ ପରେ ଇରାକରେ ପୁଣି ତୁଷାରପାତ
ବାଗଦାଦ୍,୧୨।୨: ଇରାକରେ ପୁଣି ୧୨ ବର୍ଷ ପରେ ତୁଷାରପାତ ହୋଇଛି। ଫଳରେ ରାଜରାସ୍ତା ଧଳା ଚାଦରରେ ଘୋଡ଼ି ହେବା ଭଳି ଦୃଶ୍ୟ ସୃଷ୍ଟି ହୋଇଛି। ବାଗଦାଦ୍ ସହିତ କର୍ବଲା ସହରରେ ମଧ୍ୟ ତୁଷାରପାତ ହୋଇଛି। ଅନ୍ୟ କେତେକ ସହରରେ ମଧ୍ୟ ମଙ୍ଗଳବାର…
ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ, ପରିବାର ଲୋକେ ଶ୍ରଦ୍ଧାରେ ଡାକନ୍ତି ଏହି ନାମରେ
ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍ମୀ ପାର୍ଟି(ଏଏପି) ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରେ କେଜ୍ରିଓ୍ବାଲ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୩ଥର ଏହି ପଦ ଅଳଙ୍କୃତ କରିବେ। ଯଦିଓ କେଜ୍ରିଓ୍ବାଲଙ୍କ କର୍ମଭୂମି…
ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍ର ଆଙ୍ଗ୍ରିମ୍ୟାନ୍
ବଲିଉଡ୍ର ଆଙ୍ଗ୍ରି ମ୍ୟାନ୍ ଭାବେ ପରିଚିତ ପ୍ରାନ୍ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…
ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି
ଏଥେନ୍ସ୍,୧୨।୨: ଗୀସ୍ର ଏଥେନ୍ସ୍ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା। ଏଥିରେ ଅନ୍ୟକୁ କିିଭଳି ଅଭିଶପ୍ତ କରାଯାଇ ପାରିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ତତ୍କାଳୀନ ଗ୍ରୀସ୍ ସମାଜରେ ଏଭଳି…
ରତନ ଟାଟାଙ୍କ ଇନ୍ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ
ମୁମ୍ବାଇ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟାଙ୍କ ଇନ୍ଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି। ଏଥିପାଇଁ ରତନ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହା ଅଦ୍ଭୁତ ଅନ୍ଲାଇନ୍ ପରିବାର। ଯାହା ସହିତ ଜଡ଼ିତ ହୋଇ ମୁଁ ବହୁତ ଖୁସି।…

