ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ
ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ…
କାର୍-ଟ୍ରକ୍ ଧକ୍କା: ଚାଲିଗଲା ୯ ଜୀବନ
କୋଲକାତା,୨୦।୬: ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ଏକ ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍-ଟ୍ରକ ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଛି। ବାହଘର ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଅତିରିକ୍ତ…
ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ
ବୌଦ୍ଧ,୨୦।୬(ଅଜିତ କୁମାର ବାରିକ): ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ…
‘ଆମକୁ ଆବଶ୍ୟକ ନାହିଁ ଆମେରିକାର ମଧ୍ୟସ୍ଥତା’, ଇରାନକୁ ଆଉ ଏକ ଚେତାବନୀ ଦେଲେ ନେତାନ୍ୟାହୁ, କହିଲେ…
ଜେରୁଜେଲମ,୨୦।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ଜାରି ରଖିବା ପାଇଁ ଆମେରିକାର ସବୁଜ ସଙ୍କେତକୁ ଅପେକ୍ଷା କରିବ ନାହିଁ ଏବଂ ଇରାନର ସମସ୍ତ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିବାକୁ…
ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲେ କ୍ୟାବିନ କ୍ରୁ, କହିଲେ ପ୍ରଥମରୁ ଆମେ ଚେତାବନୀ ଦେଇଥିଲୁ…
ନୂଆଦିଲ୍ଲୀ,୨୦।୬: ବିମାନ ଶିଳ୍ପ କର୍ମଚାରୀ ଗିଲ୍ଡର ମହାସଚିବ ଜର୍ଜ ଇବ୍ରାହିମ ଜୁନ ୧୨, ୨୦୨୫ରେ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 (ଡ୍ରିମଲାଇନର୍ ବିମାନ B787/8 ସିରିଜ)ର ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ କକପିଟ ଏବଂ କ୍ୟାବିନ କ୍ରୁଙ୍କ…
ଶୁବମନ ଗିଲଙ୍କ ଉପରେ ଗମ୍ଭୀର ସଙ୍କଟ: ମାଡ଼ିଆସୁଛି ୩ ଅଦୃଶ୍ୟ ବିପଦ
ଲିଡ୍ସ,୨୦।୬: ଇଂଲଣ୍ଡରେ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଅଗ୍ନିପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ପରେ, ଏଥର ଭାରତୀୟ ଦଳ ସମ୍ପୂର୍ଣ୍ଣ ନୂଆ ଭାବେ ପଡ଼ିଆରେ ଅବତରଣ କରିବ।…
ଏନ୍କାଉଣ୍ଟରେ ଟଳିଲେ ୨ ମାଓବାଦୀ
ମାଲକାନଗିରି,୨୦।୬: ଓଡ଼ିଶା ସୀମାନ୍ତ ଛତିଶଗଡ଼ କାଙ୍କେର ଜଙ୍ଗଲରେ ଶୁକ୍ରବାରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୨ଜଣ ମାଓବାଦୀ ଟଳି ପଡିଥିବା ଜଣାପଡିଛି। ମିଳିଥିବା ସଚନା ମୁତାବକ, କାଙ୍କେର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ନେଇ…
ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ଫୋନ କଲ ଲିକ୍, ୧୭ ମିନିଟ ଚକ୍କରରେ ଆସନ ଟଳମଳ
ବ୍ୟାଙ୍କକ,୨୦।୬: ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ କଲ ଲିକ ହୋଇଛି। ଫଳରେ ତାଙ୍କ ପଦବୀ ବିପଦରେ ପଡ଼ିଛି। କେବଳ ତାଙ୍କ ପଦବୀ ନୁହେଁ, ସରକାର ମଧ୍ୟ ବିପଦରେ ଅଛି। ଏକ ବିପ୍ଳବର ସମ୍ଭାବନା…
ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ
ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି ଗେଟଦ୍ୱାରା ପ୍ରତି ସେକେଣ୍ଡରେ ୨ ଲକ୍ଷ ୪ହଜାର କ୍ୟୁସେକ ପାଣି ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ହଟାତ…
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୬ ଛାତ୍ର କଂଗ୍ରେସ ନେତା ଅଟକ
ଭୁବନେଶ୍ୱର,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି। ଭାଜପା ସରକାରର…
ଆଜି ବି ନବ ଦାସଙ୍କ ଘରେ ରେଡ୍
ଭୁବନେଶ୍ୱର,୨୦।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଶୁକ୍ରବାର ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ଅଧିକାରୀମାନେ ଝାରସୁଗୁଡ଼ା ସ୍ଥିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛନ୍ତି।…
ଆଇଫୋନ୍ ବ୍ୟବହାରକାରୀଙ୍କୁ YouTube ଅନଇନଷ୍ଟଲ୍ କରିବାକୁ କହିଲା ଗୁଗୁଲ୍, ତାଜୁବ୍ ହେଲେ ଲୋକେ
ନୂଆଦିଲ୍ଲୀ,୨୦ା୬: ଗୁଗଲ୍ ଆଇଫୋନ୍ ବ୍ୟବହାରକାରୀଙ୍କୁ YouTube ଆପ୍କୁ ଅନଇନଷ୍ଟଲ୍ କରି ପୁନର୍ବାର ଇନଷ୍ଟଲ୍ କରିବାକୁ ପରାମର୍ଶ ଦେଇଛି, କାରଣ ଏହି ଆପ୍ରେ ଏକ ଗୁରୁତର ତ୍ରୁଟି ଦେଖାଦେଇଥିଲା, ଯାହା ଆପ୍ଟିକୁ ଖୋଲିବା ମାତ୍ରେ କ୍ରାସ୍ କରୁଥିଲା କିମ୍ବା ବିନା କୌଣସି ସୂଚନା…
Archives


