Home Left

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ହାଇଦ୍ରାବାଦ,୭।୧୨: ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ପୋଲିସ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏନ୍‌କାଉଣ୍ଟରରେ ସାମିଲ ଥିବା ପ୍ରତି ପୋଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପାଇଁ ଏହି ଆବେଦନ ପତ୍ରରେ ଦାବି କରାଯାଇଛି। ଏଥିସହ ଏକ ଯାଞ୍ଚ…

କାନାଡାର ନାଗରିକତା ଛାଡିବେ ଅକ୍ଷୟ

ମୁମ୍ବାଇ,୭।୧୨: ପାଖାପାଖି ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି। ଶୁକ୍ରବାର ହିନ୍ଦୁସ୍ତାନ ଟାଇମ୍ସର ଶିଖର…

ଦେଶ ପାଇଁ ସର୍ବାଧିକ ଉଇକେଟ ନେବାରେ ଚହଲ ଯୁଗ୍ମ ଶୀର୍ଷରେ

ହାଇଦ୍ରାବାଦ,୬ା୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ୧୮ତମ ଓଭରରେ ଚହଲ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଶିମରନ ହେଟମାୟର ଓ ଅଧିନାୟକ କିରନ ପୋଲାର୍ଡଙ୍କ ଉଇକେଟ ନେଇଥିଲେ। ଏଥିସହ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପେସର…

କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: କର୍ତ୍ତୃପକ୍ଷଙ୍କ ଅଫିସ ଘେରାଉ କଲେ ଅଭିଭାବକ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଶନିବାର ଅଭିଭାବକମାନେ ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ପିଲାଙ୍କୁ ସ୍କୁଲରେ ମାନସିକ ନିର୍ଯାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିବା ସହ ଏହାର…

ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ ୬.୫ ଡିଗ୍ରୀକୁ ଖସିଛି। ଶୁକ୍ରବାର ଉକ୍ତ ଅଞ୍ଚଳରେ ପାରଦ ୭ ଡିଗ୍ରୀ ରହିଥିଲା, ଯାହାକି…

ଚଣ୍ଡପଡ଼ାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା

ବ୍ରହ୍ମଗିରି,୭।୧୨(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୋନାଲି ଭଟ୍ଟ, ତପନ ଭଟ୍ଟ, ବିପିନ ଭଟ୍ଟ, ଚନ୍ଦନ ଭଟ୍ଟ, ସୁଷମା ଭଟ୍ଟ, ଅଭାଗିନୀ ଭଟ୍ଟ, ଅଶୋକ ଭଟ୍ଟ,…

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି। ଏସବୁର ଓଜନ ୨୦ କିଲୋ ୪ଶହ ଗ୍ରାମ୍‌। ଏଥିରେ କଳଙ୍କି ଲାଗି ଯାଇଥିବାରୁ ଏସବୁକୁ…

ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ବଲାଙ୍ଗୀର ସହରର…

ବଳାତ୍କାର ଘଟଣାକୁ ନେଇ ଚୁପ୍‌ ରହିଲେ ଉପ ମୁଖ୍ୟମନ୍ତ୍ରୀ

ପାଟନା,୭।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସୁଶାସନ ଦେଉଥିବା ଦାବି କରୁଛନ୍ତି ସତ। ହେଲେ ଏବେ ବିହାର ବଳାତ୍କାରୀଙ୍କ ରାଜ୍ୟ ପାଲଟି ଯାଇଛି। ପ୍ରାୟ ପ୍ରତିଦିନ ଏଠାରେ ଘଟି ଚାଲିଥିବା ବଳାତ୍କାର ଘଟଣାା ରାଜ୍ୟର ଛବିକୁ ଖରାପ କରି ସାରିଲାଣି।…

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ ବାନ୍ଧି ରଖିବାରେ ସହାୟକ ହୁଏ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିଲାଙ୍କୁ ଛୋଟ ବେଳୁ ହିଁ…

ଜନବସତି ମୁହାଁ ତୁଷାର ଭାଲୁ

ମସ୍କୋ,୭।୧୨: ଜଳବାୟୁ ପରିବର୍ତ୍ତନର ପରିଣାମ ଏବେ ରୁଷରେ ଦେଖିବାକୁ ମିଳିଛି। ଏଠାରେ ଏକ ଗାଁରେ ଏବେ ତୁଷାର ଭାଲୁଙ୍କ ପ୍ରବେଶ ଏହାର ସୂଚନା ଦେଉଛି। କାରଣ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆର୍କଟିକରେ ବହୁ ପରିମାଣରେ ବରଫ ତରଳିବାରେ ଲାଗିଛି। ଆଉ…

ଉନ୍ନାଓ ମାମଲାରେ ନ୍ୟାୟ ଦାବି: ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଅଖିଳେଶ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓ ଘଟଣାରେ ଇତିମଧ୍ୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ନ୍ୟାୟ ଦାବି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି। ତାଙ୍କ ସହିତ ନରେଶ ଉତ୍ତମ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ବସିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri