Home Left

ଓଲଟିଲା ଯାତ୍ରୀବାହୀ ବସ୍‌: ୩ ଗୁରୁତର, ୧୪ ଆହତ

ଜହ୍ନାପଙ୍କ,୭।୧୨(ଡି.ଏନ୍‌.ଏ.): ବୌଦ୍ଧ-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ଜହ୍ନାପଙ୍କ ଗାୟତ୍ରୀ ମନ୍ଦିର ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ…

ଗୋଟେ ପାରା ଧରିଲେ ହଜାରେ ଟଙ୍କା ପୁରସ୍କାର

ବଡ଼ୋଦରା,୭।୧୨: ଗୁଜରାଟ ବଡ଼ୋଦରା ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି। ବିମାନ ବନ୍ଦର କାର୍ଯ୍ୟାଳୟର ୨୫ ମିଟର ଉଚ୍ଚରେ ପାରା ବସା କରିଛନ୍ତି। ସେଠାରେ ୧୬ ପାରା ରହିଛନ୍ତି। ପାରାଙ୍କୁ ଘଉଡ଼େଇବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ନାନା…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୩୬ ନମ୍ବର ବୁଥ୍‌ରେ ପଥରମାଡ ସହ ଗୁଳିଚାଳନା

ଗୁମଲା,୭।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଗୁମଲା ଜିଲାର ସିସାଇ ବିଧାନସଭା ଅଞ୍ଚଳରେ ବୁଥ୍‌ ନମ୍ବର ୩୬ରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି) ପକ୍ଷରୁ…

ଭୂତକୁ ଅପେକ୍ଷା

ଗଞ୍ଜାମ ଗ୍ରାମାଞ୍ଚଳରେ ଭୂତପ୍ରେତ, ଗୁଣିଗାରେଡ଼ି ଏବଂ ଡାହାଣୀ ଭଳି ଅନ୍ଧବିଶ୍ୱାସର ପ୍ରଭାବ ପ୍ରବଳ ଭାବେ ଦେଖିବାକୁ ମିଳୁଛି। ଗୁଣିଆ ସନ୍ଦେହରେ ହତ୍ୟା, ଡାହାଣୀ ବୋଲି ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କୁ ଗଁ।ରୁ ବାସନ୍ଦ, ଭୂତ ଭୟରେ ସ୍କୁଲ ବନ୍ଦ ଭଳି ଶିରୋନାମା ଥିବା…

ପିସିସି ସଭାପତି ପରିବର୍ତ୍ତନକୁ ନେଇ ଧାଁଦୌଡ଼

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱଶୂନ୍ୟ କରିବା ଲାଗି ଦଳ ଭିତରେ କନ୍ଦଳ ଉଗ୍ରରୂପ ନେଲାଣି। ନିରଞ୍ଜନଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ପୂରା ଦମ୍‌ରେ ଲାଗିପଡିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳଦଳ ହୋଇ ନେତାମାନେ…

ଦେଶରେ ବଳାତ୍କାର ଘଟଣା ବୃଦ୍ଧିର କାରଣ ଅଶ୍ଳୀଳ ସାଇଟ୍‌: ନୀତୀଶ

ପାଟନା,୭।୧୨: ଦେଶରେ ଦିନକୁ ଦିନ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ହାଇଦ୍ରାବାଦ ଗଣ ବଳାତ୍କାର ପରେ ଏନ୍‌କାଉଣ୍ଟରକୁ ୨୪ ଘଣ୍ଟା ନ ପୁରୁଣୁ ଆଖି ବୁଜିଛନ୍ତି ଉନ୍ନାଓ ପୀଡିତା। ଏମିତି ଘଟଣାକୁ ନେଇ ପ୍ରତିକ୍ରିୟ…

୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୨ ଲୁହାପଥର, ୨ ମାଙ୍ଗାନିଜ୍‌ ଓ ୬…

ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ଲାଗି ଶହୀଦ ହୋଇଥିବା ଯବାନମାନଙ୍କୁ ବି ଏହି ଦିନ ସ୍ମରଣ କରାଯାଏ।…

ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିଛନ୍ତି। ଏହି ସମସ୍ତ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।…

ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ

କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସମାଜର ଚିନ୍ତାଧାରା ରାଧାନାଥଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏ…

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଜାରି

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଇପାସ ଛକ ହୋଣ୍ଡା ସୋ’ରୁମ ନିକଟସ୍ଥ ରାସ୍ତାକଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ଘଟଣା…

ଆର୍‌ସି ଏବଂ ଡିଏଲ୍‌ ସହିତ ଲିଙ୍କ୍‌ ହେବ ମୋବାଇଲ୍‌ ନମ୍ବର: ମୋଦି ସରକାର ଲୋଡିଲେ ଲୋକଙ୍କ ମତାମତ

ନୂଆଦିଲ୍ଲୀ,୭।୧୨: ଏଣିକି ରେଜିଷ୍ଟ୍ରେଶନ ସାର୍ଟିଫିକେଟ(ଆର୍‌ସି) ଏବଂ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ସହିତ ମୋବାଇଲ୍‌ ନମ୍ବରକୁ ଲିଙ୍କ୍‌ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ତେବେ ଏସମ୍ପର୍କରେ ଦେଶର ସାଧାରଣ ଲୋକଙ୍କଠାରୁ ସରକାର ମତାମତ ଲୋଡିଛନ୍ତି। ଏସମ୍ପର୍କିତ ମତାମତ ଡିସେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri