Home Left

ଭଉଣୀଙ୍କ ତାଗିଦ ଯୋଗୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଡ଼ସାହି,୧୦।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ପଶୁଦା ଗ୍ରାମ ଭୋଳପଦା ସାହିର ନବମ ଶ୍ରେଣୀର ଛାତ୍ର କାଳିଦାସ ମାରାଣ୍ଡି ମଙ୍ଗଳବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…

୯୭ ବର୍ଷରେ ପାଦ ଦେଲେ ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର: ପାଇଛନ୍ତି ୮ଥର ଫିଲ୍ମ ଫେୟାର

ମୁମ୍ବାଇ: ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ବୁଧବାର ୯୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମହମ୍ମଦ୍‌ ୟୁସୁଫ ଖାଁ। ରାଜକପୁର, ଦେବାନନ୍ଦ ଏବଂ ଦିଲ୍ଲୀପ ବିଭାଜନ ସମୟରେ ପାକିସ୍ତାନରୁ…

ରାମ ରହିମଙ୍କୁ ଝଟ୍‌କା

ପଞ୍ଚକୁଲା,୧୦।୧୨: ପଞ୍ଚକୁଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର ସିବିଆଇ କୋର୍ଟରୁ ଝଟ୍‌କା ମିଳିଛି। ସିବିଆଇ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୪ରେ କରାଯିବ। ସୂଚନାଯୋଗ୍ୟ,…

ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଅକ୍ଷୟ କୁମାର ସିଂ ମଙ୍ଗଳବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଛନ୍ତି। ଅନ୍ୟ ଦୋଷୀମାନଙ୍କ ଭଳି ଅକ୍ଷୟଙ୍କୁ ମଧ୍ୟ ଟ୍ରାଏଲ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଆଉ ଏହାକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟ…

ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିଲେ, ଟ୍ରକ୍‌ ଚକାତଳେ ଚାଲିଗଲା ଜୀବନ

ଭଦ୍ରକ ଅଫିସ,୧୦।୧୨: ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିବାବେଳେ ଟ୍ରକ୍‌ ଚକାତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲା ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି…

ସ୍ବର୍ଗଦ୍ୱାର ପରିସରରୁ ପୁରୁଣା ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁରୀ ଅଫିସ,୧୦।୧୨: ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଏଥିପାଇଁ ମଙ୍ଗଳବାର ଏହା ପରିସରରେ ଥିବା ପୁରୁଣା କୋଠା ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଉଚ୍ଛେଦ କାର୍ଯ୍ୟ ସରିବା ପରେ ଏହାର ଉନ୍ନତିକରଣ କାମ ଆରମ୍ଭ ହେବ। ଏଠାରେ ମୃତଦେହ ରଖିବା…

ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ ଅନୁପ୍ରବେଶର ୮୪ଟି ମାମଲା ସାମ୍ନାକୁ ଆସିଛି। ଅଗଷ୍ଟରୁ ଏପର୍ଯ୍ୟନ୍ତ ୫୯ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ…

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ପାକିସ୍ତାନ

ଇସ୍‌ଲାମାବାଦ,୧୦।୧୨: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଯେଉଁଭଳି ଭାବେ ବିଳିବିଳାଉ ଥିଲା ଏବେ ପୁଣିଥରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ହୋଇ ପଡିଛି ପାକିସ୍ତାନ। ସୋମବାର ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ…

ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗୁରୁତର ବଡ ମା’ ହେଲେ ବୋଧିରାମ…

ପାକିସ୍ତାନର ମହଙ୍ଗା ମାଡରେ ଅସ୍ତବ୍ୟସ୍ତ କିନ୍ନର ସମାଜ

ଇସ୍‌ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର ସମାଜ ଉପରେ ପଡିଛି ବୋଲି କୁହାଯାଉଛି। କିନ୍ନରମାନଙ୍କର କହିବା କଥା ହେଲା ଏବେ ପାକିସ୍ତାନର…

ଫାଶୀ ଦିଆଯିବା ପୂର୍ବରୁ ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁ ନାହାନ୍ତି ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୧୦।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଏବେ ଫାଶୀ ଦିଆଯିବାର ସମୟ ପାଖେଇ ଆସୁଥିବା ଜଣାପଡିଛି। ଆସନ୍ତା ୧୬ରେ ଏମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ମଣ୍ଡୋଲି ଜେଲରେ ଥିବା ଜଣେ ଦୋଷୀଙ୍କୁ ତିହାର…

ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ହୋଇପାରିବ ସେଥି ନିମନ୍ତେ ବିଭିନ୍ନ ଉପାୟ ଗ୍ରହଣ କରିବା ସହିତ ଅଭିଜ୍ଞ ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri