Home Left

ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲକୁ ନେଇ ମୁହଁ ଖୋଲିଲେ ରବିଶ

ନୂଆଦିଲ୍ଲୀ,୧୨।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ହଠାତ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପରେ ଉଠିଛି ଅନେକ ପ୍ରଶ୍ନ। ହେଲେ ଏହାର ଉତ୍ତର ଦେବାକୁ ଯାଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି…

ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା: ହେବ ଅଭୟାରଣ୍ୟ, ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ବିଗତ ଦିନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ହେଉ ଅଥବା ଟ୍ରେନ୍‌ ଧକ୍କାରେ ହାତୀଙ୍କ ଅକାଳ ମୃତ୍ୟୁକୁ ନେଇ ରା୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସରକାର ହାତୀଙ୍କ ସୁରକ୍ଷା ପାଇଁ ନୂତନ ଉଦ୍ୟମ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ…

ଦୋକାନରୁ ୧୦ ଲକ୍ଷ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୯(ଡି.ଏନ.ଏ):ଦିନ ଦ୍ବିପ୍ରହରରେ ଝାରସୁଗୁଡା ବାଇପାଶ ରାସ୍ତାରେ ଥିବା ଶ୍ରୀୟା ଟ୍ରେଡସ ନାମକ ଏକ ହୋଲସେଲ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିନେଇଛନ୍ତି। ଗୁରୁବାର ଖରାବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ୧୦ ଲକ୍ଷ ୪୫…

ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ମାଲିକୁ ଲାଗି ରହିଥିବା ସେନା ଶିବିର ଉପରେ…

ସିଏବି ବିଲ୍‌କୁ ସମର୍ଥନ: ବିଜେଡିକୁ ସମାଲୋଚନା କଲେ କଂଗ୍ରେସ, ଆର୍‌ଜେଡି

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ଲୋକ ସଭାରେ ସୋମବାର ବିଲ୍‌ଟି ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଯାଇଛି। ଉଭୟ ସଦନରେ ସିଏବି ବିଲ୍‌କୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ଏହାକୁ ନେଇ…

ଭାରତ ଯାତ୍ରା ବାତିଲ କଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ

ଢାକା,୧୨।୧୨: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଆଲୋଚନା ହେଉଛି କି ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ବାଂଲାଦେଶ ଅସନ୍ତୁଷ୍ଟ ଥିବାରୁ ମୋକେନ ଅଚାନତ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି। ହେଲେ ସେ…

ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅଙ୍କ ହାତ ଧରିଲେ ସାନିଆ ମିର୍ଜାଙ୍କ ଭଉଣୀ

ହାଇଦ୍ରାବାଦ,୧୨।୧୨: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ର୍ମିଜାଙ୍କ ସାନ ଭଉଣୀ ଅନମ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିଛନ୍ତି। ଏକ୍‌ ଗ୍ରାଣ୍ଡ ହୋଟେଲରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହାୟରେ…

ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନ୍‌ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘରକୁ ଡାକୁଥିବା ପୁରୁଷମାନଙ୍କୁ ସେ ମହିଳାଙ୍କ ପୋଷାକ ପିନ୍ଧିବାକୁ କହିଥା’ନ୍ତି। ଯଦି…

ମୋଦିଙ୍କ ହାତରେ ଭାରତ ସୁରକ୍ଷିତ ନୁହେଁ: ରବୀନ୍ଦ୍ର ଚୌବେ

ରାୟପୁର,୧୨।୧୨: ଉତ୍ତର-ପୂର୍ବ ଭାରତରେ ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହାଇଛି ତାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର କୃଷିମନ୍ତ୍ରୀ ତଥା କଂଗ୍ରେସ ନେତା ରବିନ୍ଦ୍ର ଚୌବେ। ଗୁରୁବାର ସେ କହିଛନ୍ତି…

ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି କାର୍ଲିଫର୍ନିଆରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଆମେରିକାରେ ପ୍ରବେଶ କରିବାକୁ ଯାଉଥିବାବେଳେ ସାନ୍‌…

ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ ଦନ୍ତା ଆକ୍ରମଣରେ ଗ୍ରାମର ଦୁଇଜଣ ଚାଷୀ ଶ୍ରୀପତି ନାଏକ (୬୦) ଓ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ…

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟା ସହଜରେ ଦୂର ହୋଇଥାଏ। ସକାଳେ ସନ୍ଧ୍ୟାରେ ଅଭ୍ୟାସ କରି ଶଙ୍ଖ ବାଦନ କଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri