ସଲମାନଙ୍କ ବିବାହକୁ ନେଇ ମଜା କଲେ ଅର୍ଚ୍ଚନା
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି ତାଙ୍କ ପ୍ରଶଂସକ। ହେଲେ ନିକଟରେ ସଲମାନ ତାଙ୍କ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହାକୁ ନେଇ ମଜା କରିଥିଲେ ଅର୍ଚ୍ଚନା…
ପାକିସ୍ତାନୀ ନୌକା ଜବତ: ବିଏସ୍ଏଫ୍ର ତଦନ୍ତ ଜାରି
ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି ଖାଲି ନୌକାକୁ ଜବତ କରି ଯାଞ୍ଚ କରିଛନ୍ତି। ତେବେ ଏହି ନୌକା ପାକିସ୍ତାନର ବୋଲି…
କମାଣ୍ଡରଙ୍କୁ ସାଲ୍ୟୁଟ୍ କଲା ସେନା କୁକୁର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା ସମୟରେ ଉଠାଯାଇଥିବା କୁହାଯାଉଛି। ସେନା କୁକୁର ମିନାକା ନିଜ କାମରେ ବ୍ୟସ୍ତ ଥିବାବେଳେ ୧୫…
ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ
କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ପାଲଟିଥିଲା ମାଧ୍ୟମ। ଫେସବୁକରେ ଉଭୟଙ୍କ ଏକମାତ୍ର ମ୍ୟୁଚୁଆଲ…
‘ନମାମି ଗଙ୍ଗେ’ ପ୍ରୋଜେକ୍ଟର ସମିକ୍ଷା କଲେ ମୋଦି
କାନପୁର,୧୪।୧୨: ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଶନିବାର ସକାଳେ କାନପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଚନ୍ଦ୍ରଶେଖର ଆଜାଦ ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ଗଙ୍ଗାକୁ…
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…
ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଏସବୁ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଶୀତ ଦିନେ ଏହାକୁ…
ମାତ୍ର ଅଧ ଘଣ୍ଟାଏ…
ଏବେ ଶୀତ ଦିନ। ମାତ୍ର ଅଧଘଣ୍ଟାଏ, କଅଁଳ ଖରା ବସନ୍ତୁ। ମିଳିବ ଅନେକ ଫାଇଦା। ବିଭିନ୍ନ ସମୟରେ ଚିକିତ୍ସା ବିଜ୍ଞାନୀମାନେ ଏପରି ପରାମର୍ଶ ଦେଇଥାନ୍ତି। କଅଁଳ ଖରାରେ କିଛି ସମୟ ବିତାଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ହାର୍ଟଆଟାକରୁ ମିଳିଥାଏ ମୁକ୍ତି।…
‘କଭି ଖୁସି କଭି ଗମ୍’କୁ ପୂରିଲା ୧୮ ବର୍ଷ
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଭି ଖୁସି କଭି ଗମ୍’ ୟଶରାଜ ପ୍ରଡକ୍ସନର ସବୁଠାରୁ ହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମ ୨୦୦୧ ଡିସେମ୍ବର ୧୪ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମକୁ ୧୮ବର୍ଷ…
ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ଭାଜପାର ଅଭିଯୋଗ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରୀ ସିଂ ବରଗଡ଼ର ୯ଜଣ ଜିଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ…
ଅପେକ୍ଷାର ଅନ୍ତ ଘଟିଲା: ଏହି ଦିନ ଆସିବ କେଜିଏଫ୍-୨ର ଫାଷ୍ଟ ଲୁକ୍
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ୟଶଙ୍କ ସୁପରହିଟ୍ ଫିଲ୍ମ କେଜିଏଫ୍ର ଦ୍ୱିତୀୟ ସଂସ୍କରଣ ଖୁବ୍ଶୀଘ୍ର ଆସୁଛି। ଏହି ଫିଲ୍ମକୁ ନେଇ ବହୁ ଦିନରୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେବେ ଏହି ଫିଲ୍ମର ଫାଷ୍ଟ ଲୁକ୍ରୁ ପରଦା ଉଠାଇବା ପାଇଁ ନିର୍ମାତା ପ୍ରସ୍ତୁତି…
କଫ ସିରପ କାରବାରରୁ ଅପହରଣ: ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ
ବରଗଡ଼ ଅଫିସ, ୧୪।୧୨: ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି କରିବା ଅଭିଯୋଗରେ ପୋଲିସ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରପାଲିର…
ସର୍ନେମ ଉଧାର ଆଣିଛନ୍ତି ରାହୁଲ: ଗିରିରାଜ ସିଂ
ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ ’ ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି। ଶନିବାର ପୁଣିଥରେ ରାହୁଲ ଏଥିପାଇଁ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେବା ପରେ ଏହାକୁ ନେଇ ରାଜନୀତି ହୋଇଛି…
Archives


