ଦୁଇ ଦକ୍ଷ ଅଧିକାରୀ
ପ୍ରଥମଥର ପାଇଁ ଫେବୃଆରୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)ଦୁଇ ଜଣ ପୂର୍ଣ୍ଣକାଳୀନ ପ୍ରମୁଖ ସଚିବଙ୍କୁ ନେଇ ଚାଲିଆସୁଛି। ସେହି ଦୁଇ ଜଣ ହେଉଛନ୍ତି ପି. କେ. ମିଶ୍ର ଓ ଶକ୍ତିକାନ୍ତ ଦାସ । ଏଭଳି ବ୍ୟବସ୍ଥା ମୋଦିଙ୍କ ତୃତୀୟ ପାଳିରେ ଶୀଘ୍ର କାମ କରିବା,…
ଆଧାର କାର୍ଡ ତଦାରଖ କମିଟି ବୈଠକ: ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ
ନୂଆପଡ଼ା,୨୭ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲାସ୍ତରୀୟ ଆଧାରକାର୍ଡ ତଦାରଖ କମିଟି ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲାପାଳ ଭୀମସେନ ଶବର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ…
୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ,ଶୁକ୍ରବାରଠାରୁ ଅନ୍ଲାଇନ ପଞ୍ଜୀକରଣ…
ଭୁବନେଶ୍ୱର,୨୭ା୬(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୩୦ ତାରିଖ ସକାଳ ୧୦ଟା ୩୦ରୁ ୟୁନିଟ୍-୨ ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ(କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ…
ଦିଗପହଣ୍ଡିରେ ଶ୍ରୀଜୀଉଙ୍କ ରଥଟଣା
ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ବଡଖେମୁଣ୍ଡି ରାଜାଙ୍କ ଦ୍ବାରା ପରିଚାଳିତ ଦିଗପହଣ୍ଡି ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମହାପ୍ରଭୁଙ୍କ ରଥ ଉପରକୁ ପହଣ୍ଡି ବିଜେ ନୀତି ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ…
୩୦ରେ ଲଘୁଚାପ, ୬ ଜିଲାକୁ ଛେଚିବ ବର୍ଷା; ୟେଲୋ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା) – ରାଜ୍ୟରେ ଗତ କିଛିଦିନ ଧରି ବର୍ଷା ଜାରି ରହିଥିବାବେଳେ ଶୁକ୍ରବାର ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ତେବେ ୨୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ…
ରଥ ଚକତଳେ ଯୁବକଙ୍କ ଜୀବନ ଗଲା
ବ୍ରହ୍ମପୁର,୨୭ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଚକ ମାଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶିବରାମ ବେହେରା (୩୨)। ଶ୍ରଦ୍ଧାଳୁମାନେ ରଥ ଟାଣିବା…
Cash Deposit Limit: ବ୍ୟାଙ୍କ ଆକାଉଣ୍ଟରେ ଏକାଥରେ କେତେ ଟଙ୍କା ଜମା କରିପାରିବେ? ଟ୍ୟାକ୍ସ ନୋଟିସ୍ ଚାହୁଁ ନ ଥିଲେ…
ନୂଆଦିଲ୍ଲୀ,୨୭।୬: ଯେତେବେଳେ କୌଣସି ବ୍ୟକ୍ତି ସମ୍ପତ୍ତି କାରବାର, ବିବାହ, ବ୍ୟବସାୟିକ ଦେୟ କିମ୍ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏକ ବଡ଼ ପରିମାଣର ନଗଦ ପାଆନ୍ତି, ସେତେବେଳେ ପ୍ରଶ୍ନ ଉଠେ- କ’ଣ ଏହି ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇପାରିବ? ଉତ୍ତର…
ଘୁମୁସର ବନଖଣ୍ଡରେ ୭୬ ହାତୀପଲ ଘର ଭାଙ୍ଗିଲେ, ନର୍ସରୀ ନଷ୍ଟକଲେ
ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୬୭ଟି ହାତୀ ଥିବା ବେଳେ ଘୁମୁସର ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ଥିବା ଜଣାପଡିଛି। ହାତୀପଲ ସାହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ପଶି…
ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର; ସୀମା ଆରପଟୁ ଆରମ୍ଭ କଲା…
ଇସଲାମାବାଦ,୨୭।୬: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି…
‘୧୦୯’ ଶବବାହନ ସେବା: ଖୁବ୍ଶୀଘ୍ର ରାଜ୍ୟବାସୀଙ୍କ ପାଇଁ ଆରମ୍ଭ କରିବେ…
ଭୁବନେଶ୍ୱର,୨୭ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍ଶୀଘ୍ର ମାଗଣା ‘୧୦୯’ ଶବବାହନ ସେବା ଆରମ୍ଭ କରାଯିବ। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଜୁଲାଇ ୨ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ଚୂଡ଼ାନ୍ତ…
ଗୋଲାପି ଶାଢ଼ିରେ କିମିଆ କଲେ ଆଲିଆ, ଯିଏ ଦେଖିଲା…
ମୁମ୍ବାଇ: ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ଜଣାଶୁଣା। ସେ ନିଜର ସୁନ୍ଦରତାକୁ ନେଇ ଯେତିକି ମନ ଜିଣନ୍ତି ସେତିକି ନିଜର ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ନିଆରା ସ୍ଥାନ ସୃଷ୍ଟି କରିଛନ୍ତି। ଫିଲ୍ମରେ ସେ ନଜର ଆସିଥିବା ପ୍ରତିଟି…
ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ
ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା…
Archives


