ଗଞ୍ଜେଇ ବେପାରୀଙ୍କୁ ୩ ବର୍ଷ ଜେଲ
ନିମାପଡ଼ା,୧୯।୧୨ (ଡି.ଏନ୍.ଏ.): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ୩ବର୍ଷ ଜେଲ୍ ଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ନିମାପଡ଼ା ସ୍ବତନ୍ତ୍ର ଅତିରିକ୍ତ ଜିଲା ଦୌରା ଜଜ୍ ପ୍ରଦୀପ୍ତ କୁମାର ସାହୁ ବୁଧବାର ଏହି ମାମଲାର…
ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ
କଟକ ରୋଡ,୧୯।୧୨ (ଡି.ଏନ୍.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହୋଟେଲ ପରିଚାଳକ ମିଥୁନ ସ୍ବାଇଁ ଓ କର୍ମଚାରୀ…
ବେଆଇନ ବାଲି ଚାଲାଣ: ୯ ଟ୍ରାକ୍ଟର ଜବତ, ୯ ଗିରଫ
ଆସିକା,୧୯ା୧୨(ଡି.ଏନ୍.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ କରିଛି। ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଣ୍ଟାପଡ଼ା,୧୯।୧୨ (ଡି.ଏନ୍.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର ବିଶ୍ୱରଞ୍ଜନ ସ୍ବାଇଁ। ସୂଚନା ଅନୁଯାୟୀ, ବିଶ୍ୱରଞ୍ଜନ ପାରିବାରିକ ସମସ୍ୟା ଓ ଶାରୀରିକ ଅସୁସ୍ଥତା କାରଣରୁ…
ମହିଳାଙ୍କୁ ଅସଦାଚାରଣ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭିଏସଏସ ନଗର ଅଞ୍ଚଳର ଜୀବନ ପଟ୍ଟନାୟକ ଓରଫ କାହ୍ନା…
ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ
ଭଦ୍ରକ ଅଫିସ, ୧୯।୧୨- ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ…
ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ବିରିଡିହି ଏକ ପଡ଼ାଗ୍ରାମ ହୋଇଥିବା ବେଳେ ଏହା…
କନ୍ୟାଶ୍ରମ ଦେଇଛି ସାହାରା
ସୋର,୧୯।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋରସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ମାହେଶ୍ୱରୀ ରଣା (୧୭) ଚିତ୍ର ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । କେବଳ ଚିତ୍ରାଙ୍କନ ନୁହେଁ ନାଚ, ଗୀତରେ ମଧ୍ୟ ମାହିର୍। ୨୦୧୮ ରେ…
ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା
ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି ବସେ। ଶୀତଦିନେ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟରେ ଚିନାବାଦାମ ସାମିଲ କରନ୍ତୁ। ଆୟୁର୍ବେଦନୁଯାୟୀ…
ଏସିଆନ ଟିମ୍ ସ୍କ୍ବାଶ ଚାମ୍ପିୟନଶିପ୍: ଭାରତ କୋଚ୍ ହେବେ ପାଲମେର
ନୂଆଦିଲ୍ଲୀ,୧୮।୧୨(ପି.ଟି.): ଆସନ୍ତାବର୍ଷ କୁଆଲାଲମ୍ପୁରରେ ଆୟୋଜନ ହେବାକୁଥିବା ଏସିଆନ ଟିମ୍ ଚାମ୍ପିୟନଶିପ୍ରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଡେଭିଡ ପାଲମେର ଭାରତୀୟ ଦଳର କୋଚ୍ ନିଯୁକ୍ତ ହେବା ନିଶ୍ଚିତ ହୋଇଛି। ଫୁଲ ଟାଇମ କୋଚ୍ ବଦଳରେ କେବଳ ଗୋଟିଏ ଇଭେଣ୍ଟ…
ସଙ୍ଗକାରାଙ୍କୁ ଏମ୍ସିସି ଦଳର ନେତୃତ୍ୱ
ଲଣ୍ଡନ, ୧୮।୧୨ (ପି.ଟି.): କ୍ରିକେଟ୍ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍ କ୍ଲବ (ଏମ୍ସିସି) ଆସନ୍ତା ଫେବ୍ରୁୟାରୀରେ ପାକିସ୍ତାନ ଗସ୍ତରେ ଯାଇ ସେଠାରେ କେତୋଟି ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ପୂର୍ବତନ ମହାନ ଶ୍ରୀଲଙ୍କା କ୍ରିକେଟର୍ କୁମାର ସଙ୍ଗକାରାଙ୍କୁ ଏମ୍ସିସି ଦଳର…
ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ
ମୁରିବାହାଲ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଜୁଆଡିପାଲି ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଇକରେ ଥିବା ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣଙ୍କର ଓ ଅନ୍ୟ ଜଣଙ୍କର ମୁରିବାହାଲ ଡାକ୍ତରଖାନାରେ ମୃତ୍ୟୁ…
Archives


