ଚା’ ଦୋକାନୀଙ୍କ ସହ ରାତ୍ରଭୋଜନ କରି ଋଣ ପ୍ରତିଶୋଧ କରିଥିଲେ ଏହି ଖେଳାଳି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ ବ୍ୟକ୍ତି ଭାବେ ମଧ୍ୟ ସେ ଅନେକ ମହାନତାର ପରିଚୟ ଦେଇଛନ୍ତି। କେତେବେଳେ ଭାରତୀୟ ସେନା…
‘ନୋକ୍ ଝୋକ୍’ରେ ଦୀପିକାଙ୍କ ରୋମାନ୍ସ
ମୁମ୍ବାଇ: ଦୀପିକା ପାଦୁକୋନ୍ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’ର ରିଲିଜ୍କୁ ଦର୍ଶକେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର ଟ୍ରେଲର୍ ରିଲିଜ୍ ଦୀପିକାଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ଥିଲା। ଏବେ…
ପ୍ରତିଭା ବିକେ, ବିବେକ ନୁହେଁ
ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଟେଲିଭିଜନ୍ ଶୋ’ ‘ସାବ୍ଧାନ୍ ଇଣ୍ଡିଆ’ରୁ ବିଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ କହିଛନ୍ତି,…
ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ
ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି। ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଏକ ରାଲି ବାହାରି ବୁଥାପଡ଼ାରେ ପହଞ୍ଚତ୍ଥିଲା। ବିନା ଅନୁମତିରେ…
ଫ୍ୟାନ୍ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର ଦ୍ୱିତୀୟ ଅପ୍କମିଂ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ର ପ୍ରମୋଶନରେ ବ୍ୟସ୍ତ ହୋଇଗଲେଣି। ଫିଲ୍ମ ‘ବାଗୀ-୩’ରେ…
ବିନା ହେଲମେଟରେ ଗାଡ଼ି ଚଳାଇବା ଯୋଗୁ ବାବୁସାନଙ୍କୁ ହଜାରେ ଟଙ୍କାର ଜରିମାନା, ଭିଡିଓ ଭାଇରାଲ ପରେ କଟିଲା ଚାଲାଣ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍…
ପ୍ରେମରେ ବିଫଳତାରୁ ଆତ୍ମହତ୍ୟା: ଷଷ୍ଠ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ପ୍ରେମ ସମ୍ପର୍କରେ ବିଫଳ ହେବା ବା ପ୍ରତାରଣାର ଶିକାର ହେବା ପରେ ଅନେକେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି। ଏକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ଉଦ୍ବେଗଜନକ ରହିଛି। ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ ଓଡ଼ିଶା ଷଷ୍ଠ ସ୍ଥାନରେ…
୪୯ ରନ୍ରେ ହିଁ ବ୍ୟାଟ ଟେକି ଅର୍ଦ୍ଧଶତକ ଖୁସି ମନାଇଲେ ଶ୍ରେୟାସ; ହସି ହସି ଗଡ଼ିଲେ କୋହଲି
ବିଶାଖାପାଟଣା,୧୯।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟାର ଏକ କୌତୂହଳପୂର୍ଣ୍ଣ ତ୍ରୁଟି କରିଛନ୍ତି। ସେ ଏହି ମ୍ୟାଚ୍ରେ ୩୨ ବଲରୁ ବିସ୍ଫୋରକ ୫୩ ରନ୍ର ଇନିଂସ ଖେଳିଥିଲେ। ଏଥିରେ ସାମିଲ…
ଦୀର୍ଘବର୍ଷ ପରେ କପିଲ ଶର୍ମା ଶୋ’ରେ ସାମ୍ନାସାମ୍ନି ହେଲେ ଏହି ଚର୍ଚ୍ଚିତ ଯୋଡ଼ି
ଏକଦା ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ଶାହିଦ୍ କପୁର ନିଜ ନିଜର ବୈବାହିକ ଜୀବନକୁ ନେଇ ବ୍ୟସ୍ତ ରହୁଛନ୍ତି। ଏହି ଚର୍ଚ୍ଚିତ ଯୋଡ଼ି ଦୀର୍ଘବର୍ଷ ପରେ କପିଲ ଶର୍ମା ଶୋ’ରେ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। ମଜାଦାର…
ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ
କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ରହିଥିଲା। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ…
ଶୁକ୍ରବାର କଟକ ବଦଳରେ ନରାଜ ଦେଇ ଯିବ ୪ ଟ୍ରେନ
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ। ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାଟିଆ ତପସ୍ବିନୀ…
ନିଆରା ଗାଁ: ଜନ୍ମଦିନ, ଶ୍ରାଦ୍ଧ ଦିବସରେ ଏଠାରେ ଗଛ ଲଗାଇବା ବାଧ୍ୟତାମୂଳକ
ପାଟନା,୧୯।୧୨: ବିହାରର ବଲତାରା ପଞ୍ଚାୟତ ଅନ୍ତର୍ଗତ କନହୌଲି ଗ୍ରାମ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଜନ୍ମଦିନ ହେଉ କି ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଏଠାକାର ଲୋକେ ଗଛ ଲଗାଇବା ବାଧ୍ୟତାମୂଳକ। ଏହି ଦିନ ଗାଁରେ ଲୋକେ ପ୍ଲାଷ୍ଟିକ୍ ମଧ୍ୟ ବ୍ୟବହାର…
Archives


