ପ୍ରାକୃତିକ ପରିବେଶ ମୋତେ ବିଭୋର କରେ
ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତଭାବେ ଜିଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ସେ ସମ୍ଭାଳିଛନ୍ତି। ଜିଲାରେ ଏହି…
ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍: ଶୁକ୍ରବାର ରିଲିଜ୍ ହେବ ଦବଙ୍ଗ-୩
ମୁମ୍ବାଇ: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା।…
କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି…
ହାତୀ ଗୋଡ଼ାଇବା ବେଳେ କୂଅରେ ପଡ଼ି ବୃଦ୍ଧଙ୍କ ଜୀବନଗଲା
ଠାକୁରମୁଣ୍ଡା,୧୯।୧୨(ଡି.ଏନ୍.ଏ.) : ହାତୀମାନଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ଜଣେ ବୃଦ୍ଧ ଦୌଡ଼ିବା ବେଳେ କୂଅରେ ପଡ଼ି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟଗୌଡ଼ଗାଁର ଦ୍ୱାରୀ ନାଏକ (୬୫)। କରଞ୍ଜିଆ ବନଖଣ୍ଡ…
କଟକରେ ଭାଇଚାରା ସବୁବେଳେ ମିଳିବ
କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍ କମ୍। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ ସହରବାସୀଙ୍କୁ ଭୁଲିବାର ପ୍ରଶ୍ନ ଉଠେନି। ଏ ମାଟିର ବାସ୍ନାରେ ଭରି ରହିଥିବା ଭାଇଚାରାକୁ ନିଭେଇବା…
ରାଜ୍ୟ ସ୍ବାର୍ଥ ଲାଗି ପଦଯାତ୍ରାରେ ସତ୍ୟବ୍ରତ, ଭଟଲି ବିଡିଓଙ୍କୁ ଭେଟି ପ୍ରଦାନ କଲେ ଦାବିପତ୍ର
ଭଟଲି,୧୯।୧୨(ଡି.ଏନ୍.ଏ.): ବରଗଡ଼-ଭଟଲି ମୁଖ୍ୟରାସ୍ତାରେ ପହଞ୍ଚିଛନ୍ତି ରାଜ୍ୟର ସ୍ବାର୍ଥ ଲାଗି ପଦଯାତ୍ରାରେ ବାହାରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଭଗବାନସିନ୍ଧୋଳ ଗ୍ରାମର ସତ୍ୟବ୍ରତ ଦାସ(୨୮)। ସେ ଗତ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲା ବଡ଼ଚଣା ବ୍ଲକ୍ରୁ ନିଜର ପଦଯାତ୍ରା ଆରମ୍ଭ…
୮୧ବର୍ଷରେ ସ୍ବପ୍ନ ସାକାର
ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ କମ୍ ଲୋକଙ୍କ କ୍ଷେତ୍ରରେ ଏହି ଉତ୍ସାହ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ବଲିଉଡ୍ର ଜଣାଶୁଣା…
ସିଏଏ-ଏନ୍ଆର୍ସିକୁ ନେଇ ବଢିଲା ରାଜନୈତିକ ଉଷ୍ମତା
ନୂଆଦିଲ୍ଲୀ,୧୯।୧୨: ସିଟିଜେନଶିପ୍ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି)କୁ ନେଇ ଏବେ ଉଷ୍ମ ହୋଇଛି ରାଜନୀତି। ସାରା ଦେଶରେ ଏହାକୁ ଏବେ ବିରୋଧ କରାଯାଉଛି। ଏହାକୁ ନେଇ ଏବେ ଦେଶର ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସବୁଠି ବିରୋଧ ପ୍ରଦର୍ଶନ…
ଚା’ ଦୋକାନୀଙ୍କ ସହ ରାତ୍ରଭୋଜନ କରି ଋଣ ପ୍ରତିଶୋଧ କରିଥିଲେ ଏହି ଖେଳାଳି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ ବ୍ୟକ୍ତି ଭାବେ ମଧ୍ୟ ସେ ଅନେକ ମହାନତାର ପରିଚୟ ଦେଇଛନ୍ତି। କେତେବେଳେ ଭାରତୀୟ ସେନା…
‘ନୋକ୍ ଝୋକ୍’ରେ ଦୀପିକାଙ୍କ ରୋମାନ୍ସ
ମୁମ୍ବାଇ: ଦୀପିକା ପାଦୁକୋନ୍ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’ର ରିଲିଜ୍କୁ ଦର୍ଶକେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର ଟ୍ରେଲର୍ ରିଲିଜ୍ ଦୀପିକାଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ଥିଲା। ଏବେ…
ପ୍ରତିଭା ବିକେ, ବିବେକ ନୁହେଁ
ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଟେଲିଭିଜନ୍ ଶୋ’ ‘ସାବ୍ଧାନ୍ ଇଣ୍ଡିଆ’ରୁ ବିଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ କହିଛନ୍ତି,…
ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ
ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି। ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଏକ ରାଲି ବାହାରି ବୁଥାପଡ଼ାରେ ପହଞ୍ଚତ୍ଥିଲା। ବିନା ଅନୁମତିରେ…
Archives


