Home Left

ଓଡ଼ିଶୀ ମାୟାରେ ମନୀଷା

ଅଦମ୍ୟ ବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ନିଜର ସ୍ବପ୍ନକୁ ସାକାର କରିହୁଏ। ଗୋଟିଏ ପଟେ ଶିକ୍ଷାଦାନ ଅନ୍ୟପଟେ ଓଡ଼ିଶୀ ନୃତ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରାଇବାରେ ସଫଳ ହୋଇଛନ୍ତି ମନୀଷା ମନସ୍ବିନୀ। ଛୋଟବେଳେ ବିଶେଷ କିଛି ସ୍ବପ୍ନ ନ ଥିଲା।…

ନୂଆବର୍ଷ ପୂର୍ବ ରାତିରେ ଖାଆନ୍ତୁ ଏସବୁ ଆସିବ ସୌଭାଗ୍ୟ

ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରି ଥାଆନ୍ତି। ହେଲେ କିଛି ଦେଶରେ ନୂଆବର୍ଷରେ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏସବୁ ଖାଦ୍ୟ ସୁଖ ସମୃଦ୍ଧି ଆଣି ଦିଏ ବୋଲି ବିଶ୍ୱାସ ରହିଛି। ମାଛ: କେତେକ ୟୁରୋପୀୟ ଦେଶରେ ନୂଆବର୍ଷ…

ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା ଭଲ ହେବ କ୍ୟାନସର !

ଅହମ୍ମଦାବାଦ୍‌,୩୧।୧୨: ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା କ୍ୟାନସର ଭଲ ହେବ ବୋଲି ଗୁଜରାଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରଫେସର ଡ. ଭାରତ ଢ଼ୋଲକିଆଙ୍କ ନେତୃତ୍ୱରେ ହୋଇଥିବା ଦୀର୍ଘଦିନର ଗବେଷଣାରୁ…

ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି ଟିପ୍ସ… ଫେସ୍‌ ମେକ୍‌ଅପ୍‌- ଆପଣଙ୍କ ଚେହେରାକୁ ମେକ୍‌ଅପ୍‌ କରିବାକୁ ଚାହୁଁଥିଲେ ପ୍ରଥମେ କ୍ଲିନ୍‌ଜିଂ କରି…

ଶୋଭାରାମପୁର ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବା ଘଟଣା: ସୋମବାର ଚାଲିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ବାଲେଶ୍ୱର ଶୋଭାରାମପୁରଠାରେ ରେଳ ଟ୍ରାକ୍‌ ଉପରେ ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବାରୁ ରବିବାର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ ଟ୍ରେନ୍‌ ବାତିଲ୍‌ ଓ ବିଳମ୍ବ ହେତୁ ବିଭିନ୍ନ ଷ୍ଟେଶନରେ ଯାତ୍ରୀ ଭିଡ଼ ଜମିଥିଲା। ସୋମବାର…

ଶାହରୁଖଙ୍କୁ ପ୍ରଶଂସକଙ୍କ ଧମକ

ମୁମ୍ବାଇ: କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ରହିଛନ୍ତି ବଲିଉଡ୍‌ ବାଦଶାହ। ଶେଷଥର ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରୟଙ୍କ ଫିଲ୍ମ ‘ଜିରୋ’ରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଏବେ ପର୍ଯ୍ୟନ୍ତ ଶାହରୁଖ ଖାଁଙ୍କର କୌଣସି ନୂଆ ପ୍ରୋଜେକ୍ଟ ଆସିନାହିଁ। ବହୁ…

ଘରୋଇ ସଂସ୍ଥାକୁ ସେସୁ ପରିଚାଳନା ଦାୟିତ୍ୱକୁ ବିରୋଧ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ୍‌ ବିତରଣ ପରିଚାଳନା ସଂସ୍ଥା ସେସୁକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ସିପିଆଇଏମ ଘୋର୍‌ ବିରୋଧ କରିଛି। ଏନେଇ ଦଳ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି। ସିପିଆଇଏମର ବରିଷ୍ଠ ନେତା…

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଅଫିସ, ୩୧।୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ଏବଂ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ…

୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ ଭୁବନେଶ୍ୱର ବାଣିଜ୍ୟ ଓ ପରିବହନ ବିଭାଗକୁ ନିଯୁକ୍ତ ଦିଆଯିବା ସହ ରୋଡ୍‌ ସେଫ୍ଟି…

ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୧ ବର୍ଷ ବୟସ ହୋଇଥିଲା। ଖରିଆର ରୋଡ୍‌ସ୍ଥିତ ବାସଭବନରେ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ୪ ଏପ୍ରିଲ…

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନ ନମ୍ବର ୬୦୨ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ମଧ୍ୟ ସରିଛି। ଏବେ ବିଭାଗ ବଣ୍ଟନ ସହ ମନ୍ତ୍ରୀମାନଙ୍କୁ ସେମାନଙ୍କ ଅଫିସ କ୍ୟାବିନ ବଣ୍ଟା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ସମୟରେ ଚର୍ଚ୍ଚାକୁ…

ପୁଣି ଘୁଞ୍ଚିଲା ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଙ୍ଗ: ଫେବୃୟାରୀରେ ଆରମ୍ଭ ହେବ କାମ

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେବାକୁ ଥିବା ରନ୍‌ଓ୍ବେ ରିକାର୍ପେଟିଙ୍ଗ କାର୍ଯ୍ୟ ଆହୁରି ଦୁଇ ମାସ ଘୁଞ୍ଚତ୍ଲା। ପୂର୍ବରୁ ନଭେମ୍ବର ୧ରୁ ଘୁଞ୍ଚତ୍ ୧ ଡିସେମ୍ବରରେ ହେବାକୁ ଥିଲା। ଏବେ ଏହି ରିକାର୍ପେଟିଙ୍ଗ୍‌ କାର୍ଯ୍ୟ ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri