କମିଲା ପିଆଜ ଦର
ନୂଆଦିଲ୍ଲୀ,୧୪।୧: ଗୋଟିଏ ମାସ ପୂର୍ବରୁ ଲୋକଙ୍କୁ କନ୍ଦାଉଥିବା ପିଆଜର ଦାମ୍ ଏବେ କମିଛି। ଉତ୍ତର ପ୍ରଦେଶରେ ଏବେ ସାଧାରଣ ପିଆଜ ଦର ୫୦-୬୦ ଟଙ୍କାରେ ପହଞ୍ଚିଛି। ପ୍ରକୃତରେ ବିଦେଶରୁ ଆସିଥିବା ପିଆଜ ଏବେବି ବଜାରରେ ଉପଲବ୍ଧ ହେଉଥିବା ବେଳେ ଅନ୍ୟପଟେ ପିଆଜ…
ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ
ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍ରେ ବୁଲିଥିବା ରୈଶେଲ ରୋଜ୍ ନାମକ ଭାରତୀୟ ଯୁବତୀ ତାଙ୍କ ପର୍ସ ଭୁଲ୍ ବଶତଃ ଛାଡ଼ି ଦେଇଥିଲେ। ରୈଶଲଙ୍କ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ସମୟ ସୀମା ସକାଳ…
ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର
ଇସଲାମାବାଦ୍,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍ ଖାଁ ଅଞ୍ଚଳରେ ଥିବା ଶ୍ମଶାନ ଜମି…
ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ
ଇସ୍ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ ଅସୁବିଧା…
ମାଲବାହୀ ଟ୍ରେନ୍ରେ ନିଆଁ
ଗଞ୍ଜାମ,୧୪।୧(ଡି.ଏନ୍.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା ସକାଳେ ଗଞ୍ଜାମ ରେଳ ଷ୍ଟେଶନକୁ ଖବର ଆସିଥିଲା। ପରେ ଟ୍ରେନ୍ଟି ଗଞ୍ଜାମ ଷ୍ଟେଶନରେ ୫ଟା…
୫ ବର୍ଷର ବାଳକ ତାଏକୋଣ୍ଡୋରେ କଲେ ଗିନିଜ୍ ରେକର୍ଡ
ହାଇଦ୍ରାବାଦ୍,୧୪।୧: ବୟସ ୫ ବର୍ଷ। ମାତ୍ର ତାଏକୋଣ୍ଡୋରେ ୧୨ଶହ ଥର ନନ୍ ଷ୍ଟପ୍ ନି ଷ୍ଟ୍ରାଇକ୍ କରିବାର ଗିନିଜ୍ ରେକର୍ଡ ତାଙ୍କ ନାମରେ ରହିଛି। ସେ ହେଉଛନ୍ତି ହାଇଦ୍ରାବାଦ୍ର ଅଶମନ୍ ତନେଜା। ଲଗାତାର ଏକ ଘଣ୍ଟା ଧରି ସେ ଏଭଳି କରିଛନ୍ତି।…
ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ
ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ ମଧ୍ୟରେ…
ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା
ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର ଖବର…
ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ
ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ସମେତ ଆହତ ଛାତ୍ରଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଦୀପିକାଙ୍କ ଗସ୍ତକୁ ନେଇ ବିବାଦ…
୫୫ରେ ପାଦ ଥାପିଲେ ସୀମା ବିଶ୍ୱାସ: ବ୍ୟାଣ୍ଡିଟ୍ କୁଇନ୍ ଫିଲ୍ମର ଶୁଟିଂ ପରେ ସାରା ରାତି କାନ୍ଦିଥିଲେ
ମୁମ୍ବାଇ: ବଲିଉଡ୍ ଷ୍ଟାର ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୧୪ରେ ଆସାମର ନଲବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍ କୁଇନ୍ରେ ସୀମା ଡାକୁରାଣୀ ଫୁଲନ ଦେବୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ…
ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର
ଥିରୁଭାନନ୍ତପୁରମ୍,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବକୁ ବିଧାନସଭାରେ ପାସ୍ କରିସାରିଛି। ଏବେ ଏହା ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟ ଯାଇଥିବା…
Archives


