Home Left

ପଦ ହରାଇବେ ସିଦ୍ଧରମୈୟା? କର୍ନାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଖାର୍ଗେ ଦେଲେ ଏମିତି ବୟାନ ରାଜନୀତି ହେଲାଣି ସରଗରମ

ବେଙ୍ଗାଲୁରୁ,୩୦।୬: କର୍ନାଟକରେ ରାଜନୀତି ହୋଇଛି ସରଗରମ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ଜୋର ଧରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ହାତରେ। ସେ ଚେତାବନୀ ଦେଇଛନ୍ତି ଯେ…

‘ମନୋଜିତ ଦା ଆମ ହୃଦୟରେ ଅଛନ୍ତି…,’ କାନ୍ଥରେ ଏମିତି କିଛି ଲେଖା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୩୦।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ସହ ବଳାତ୍କାର ମାମଲା ସାରା ଦେଶରେ କ୍ରୋଧ ସୃଷ୍ଟି କରିଛି। ଏହି ସମୟରେ, କଲେଜର କାନ୍ଥରେ ଲେଖାଯାଇଥିବା ଏକ ଧାଡି ସମସ୍ତଙ୍କୁ ଚକିତ କରିଛି, ଯେଉଁଥିରେ ଲେଖାଯାଇଛି – ‘ମନୋଜିତ ଦା…

ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌

ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗା କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କାର ପାଇଁ ସବୁଠାରୁ ମହଙ୍ଗା ଏବଂ ଅନନ୍ୟ ନମ୍ବର ପ୍ଲେଟ ପାଇବାକୁ ପସନ୍ଦ କରନ୍ତି। ଅମ୍ବାନୀ ଏବଂ ଆଦାନୀ…

ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…

ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: e-KYC ନ କଲେ କଟିଯିବ ରାଶନ କାର୍ଡ

ଭୁବନେଶ୍ୱର,୩୦।୬: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୋମବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ଆଜି ରାଶନ କାର୍ଡ e-KYC ଯାଞ୍ଚ କରିବାର ଶେଷ ତାରିଖ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଯେଉଁମାନେ ସୋମବାର ସୁଦ୍ଧା…

ବାଇକ୍‌ରେ ଘରୁ କାମକୁ ଯାଉଥିଲେ ଯୁବକ, ରାସ୍ତାରେ ଚାପିଦେଲା ଟାଟା ଏସି

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ନିକଟ ରେଳ ଫାଟକ ନିକଟରେ ମେଣ୍ଢା ବୋଝେଇ ଟାଟା ଏସି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ନରେନ୍ଦ୍ରପୁର ଗ୍ରାମର ଧନୁ ବାଡ଼ତ୍ୟା ବୋଲି…

ଅନ୍ୟକୁ ଧମକାଉଥିବା ବ୍ୟକ୍ତି ଆଜି ନିଜ ମୃତ୍ୟୁକୁ ଭୟ କରୁଛନ୍ତି, ପାକିସ୍ତାନ ଛାଡି ପଳାଇଲେ ମାସୁଦ ଆଝାର, ଜାଣନ୍ତୁ ଏହାର କାରଣ

ଇସଲାମାବାଦ,୩୦।୬: ‘ଶହୀଦ’ ନାମରେ ଲୋକଙ୍କୁ ମରିବାକୁ ପଠାଉଥିବା ସେହି ମାସୁଦ ଆଝାର ଆଜି ମୃତ୍ୟୁ ଭୟରେ ପଳାୟନ କରୁଛନ୍ତି। ଜୈଶ-ଏ-ମହମ୍ମଦ କମାଣ୍ଡର ଯିଏ ଥରେ ପାକିସ୍ତାନରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ, ଆଜି ତାଙ୍କ ଭାଇ ମୌଲାନା ତଲହା ଆସିଫଙ୍କ…

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୩୦।୬: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ପ୍ରତିକ୍ରିୟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଏକ…

ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଥିଲେ ଶ୍ରୀମା ଅରବିନ୍ଦଙ୍କ ବାଣୀ, ସମସ୍ତଙ୍କୁ ଛାଡ଼ି ଚାଲିଗଲେ ରଘୁ ଭାଇ

ଭଞ୍ଜନଗର,୩୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀ ଅରବିନ୍ଦ ଶକ୍ତିପୀଠର ବର୍ତ୍ତମାନର ଟ୍ରଷ୍ଟି, ଶ୍ରୀ ଅରବିନ୍ଦ ପାଠଚକ୍ର ଭଞ୍ଜନଗର ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା (୮୯) ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି।…

୪ ରାଜ୍ୟର ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଭାଜପାର ନାମାଙ୍କନ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଜନତା ପାର୍ଟି(ଭାଜପା)ରେ ୪ଟି ରାଜ୍ୟରେ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନେତାମାନେ ନାମାଙ୍କନ ପତ୍ର ନେଇଛନ୍ତି। ଉତ୍ତରାଖଣ୍ଡରେ, ରାଜ୍ୟ ସଭା ଏମପି ଏବଂ ବର୍ତ୍ତମାନର…

‘ମୋ ସହ ନ୍ୟାୟ ହେଉ…’ କାହିଁକି ମୋଦିଙ୍କୁ ଏମିତି ଚିଠି ଲେଖିଲେ ରୋହିଣି, ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

ଲକ୍ଷ୍ନୌ,୩୦।୬: ଉତ୍ତର ପ୍ରଦେଶର ନାଗିନା ଲୋକ ସଭା ଆସନର ଏମପି ଏବଂ ଆଜାଦ ସମାଜ ପାର୍ଟି (କାଂଶିରାମ) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପିଏଚଡି ସ୍କଲାର ଡକ୍ଟର ରୋହିଣୀ ଘାଭାରୀ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ ସେ ଲଗାତାର ବିବାଦରେ…

ଖୁଡ଼ୀ-ପୁତୁରା ବିବାହ ଘଟଣାରେ ନୂଆମୋଡ଼: ସ୍ବାମୀ ଖୋଲିେଦେଲେ ସବୁ ଗୁମର

ଜାମୁଇ,୩୦।୬: କିଛି ଦିନ ପୂର୍ବରୁ ଜାମୁଇର ଶିଖରିଆ ଗାଁରେ, ଆୟୁଷୀ କୁମାରୀ ନାମକ ଜଣେ ମହିଳା ତାଙ୍କ ପ୍ରଥମ ସ୍ବାମୀ ବିଶାଲ ଦୁବେଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ତାଙ୍କ ପୁତୁର ସଚିନ ଦୁବେଙ୍କୁ ବିବାହ କରିଥିଲେ। ଏବେ ପୀଡିତ ସ୍ବାମୀ ବିଶାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri