ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ, ପୋଲିସ ଈଶ୍ୱର ନୁହେଁ: ଟ୍ରିବ୍ୟୁନାଲ
ବେଙ୍ଗାଲୁରୁ,୧।୭: ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଟ୍ରିବ୍ୟୁନାଲ କହିଛି,…
ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ
ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଶରତ ଚନ୍ଦ୍ର ପାଳଙ୍କ କାର୍ଯ୍ୟକାଳ ସାରିବା ପରେ ଡ଼ଃ. ପଣ୍ଡା ଆନୁଷ୍ଠାନିକ…
ଗ୍ରାମ କମିଟି ଗଠନକୁ ନେଇ ସଙ୍ଘବଦ୍ଧ ଆକ୍ରମଣ: ବାଇକ୍ରେ ୧୦ ଜଣ ଆସି ଠେଙ୍ଗା ଓ ଖଣ୍ଡାରେ
ଛତ୍ରପୁର,୧।୭: ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋବା ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ସଂଘବଧ ଭାବେ ଆକ୍ରମଣ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର…
ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ…
ବର୍ଷା ଦିନେ ଖାଉଛନ୍ତି କି ବାସିରୁଟି, ଜାଣି ରଖନ୍ତୁ କ’ଣ କହୁଛନ୍ତି ଡାକ୍ତର
ନୂଆଦିଲ୍ଲୀ: ଦେଶର ପ୍ରାୟ ସମସ୍ତ ସହର ଏବଂ ଗାଁରେ ବାସି ରୁଟି ଖାଇବା ଏକ ପାରମ୍ପରିକ ପ୍ରଥା। ଯେଉଁମାନେ ଖାଦ୍ୟକୁ ପୂଜା କରନ୍ତି, ସେମାନେ ଖାଦ୍ୟକୁ ଫୋପାଡ଼ି ଦେବା ପରିବର୍ତ୍ତେ ବଳକା ଖାଦ୍ୟ ଖାଇବାକୁ ଉଚିତ ବୋଲି ଭାବନ୍ତି। ଲୋକମାନେ ବାସି…
ଆପଣଙ୍କ ଘରେ ଅଛି କେତୋଟି କୋଠରୀ, ଏସି, ଫୋନ, ଗାଡ଼ି ଅଛି ନା ନାହିଁ? ଜାଣିରଖନ୍ତୁ ଜନଗଣନା ସମୟରେ ପଚରାଯିବ ଏମିତି ୨୬ ପ୍ରଶ୍ନ
ମେରଠ,୧।୭: ଜିଲା ପ୍ରଶାସନକୁ ଜନଗଣନା ଫର୍ମ ମିଳିଛି। ଜଲା ପ୍ରଶାସନ ଏବଂ ପରିସଂଖ୍ୟାନ ବିଭାଗ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଏଡିଏମ ପ୍ରଶାସନକୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଯେତେବେଳେ ଜନସାଧାରଣଙ୍କଠାରୁ ସୂଚନା ନିଆଯିବ, ସେମାନଙ୍କୁ…
ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍ ଲିକ୍: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ
ଭୁବନେଶ୍ୱର,୧।୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥ ଜାମଶୋଳା ନିକଟରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଚଳନ୍ତା ଟ୍ୟାଙ୍କରରୁ ବିଷାକ୍ତ ପ୍ରପିଲିନ ଗ୍ୟାସ ଲିକ୍ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଘଟଣା ପରେ…
୫ ଯାଏ ପ୍ରବଳ ବର୍ଷା : ଏସବୁ ଜିଲାକୁ…
ଭୁବନେଶ୍ୱର,୧।୭: ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର…
BMC ହିଂସାକାଣ୍ଡ: ଭାଜପାର ବଡ଼ ଆକ୍ସନ: ୫ଙ୍କୁ ଭାଜପାରୁ ନିଲମ୍ବନ
ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ୫ ଜଣଙ୍କୁ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଦଳ ନିଲମ୍ବିତ କରିଛି। ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ନିଲମ୍ବନ କରିଛନ୍ତି।…
ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ଭୁବନେଶ୍ୱର,୧।୭ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ। ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇଛି। ବିଞ୍ଜେଶ ରଞ୍ଜନଙ୍କୁ ନିଲମ୍ବନ ରାଜସ୍ବ ବିଭାଗ ନିଲମ୍ବନ କରିଥିବା ଜଣାପଡ଼ିଛି। ସେ ଜଟଣୀ ସବ ରେଜିଷ୍ଟ୍ରାର ଥିବାବେଳେ ବେଆଇନ କାମ ଅଭିଯୋଗରେ ନିଲମ୍ବିତ…
BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ମହିଳା , ମୋତେ ଚାକିରିରୁ ବାହାର କରି ଦେବାକୁ..
ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ବଚ୍ଛ ସାଥୀ। ମୋତେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିଲେ।ମୋଦିଙ୍କ ରାଲିକୁ କାହିଁକି ଲୋକ…
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ
ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସଂଘ…
Archives


