Home Left

ସୀମାରେ ‘ଭୂତ’ ଖଞ୍ଜିଛି ଚାଇନା, ଟେନ୍‌ସନ୍‌ରେ ଭାରତ: ଜାଣନ୍ତୁ ଡ୍ରାଗନର ବିପଜ୍ଜନକ ପ୍ଲାନ୍‌ ବିଷୟରେ…

ବେଜିଂ,୪।୭: ଚାଇନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି। ସେନାକୁ ମଜଭୁତ କରିବା ପାଇଁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଛି। ସାଧାରଣତଃ ଚାଇନା ଯେକୌଣସି ଦେଶ ସହିତ ସିଧାସଳଖ ଯୁଦ୍ଧ କରିବାରୁ ଆଗଭର ହୁଏ ନାହିଁ, କିନ୍ତୁ ସେ ପ୍ରକ୍ସି ଯୁଦ୍ଧ…

ଚାଇନା ନିକଟରୁ ମୁହଁ ଫେରାଇଲା ପାକିସ୍ତାନ! ମୁନିରଙ୍କ ପରେ ଏବେ ଟ୍ରମ୍ପ ଦରବାରରେ ପହଞ୍ଚିଲେ ପାକ ଏୟାର ଚିଫ୍‌, ଭାରତକୁ ହେବ କି କ୍ଷତି, ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପରେ ଏବେ ଏହାର ବାୟୁସେନା ମୁଖ୍ୟ ଜାହିର ଅହମ୍ମଦ ବାବର ସିଦ୍ଧୁ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ଏହି ଗସ୍ତ କେବଳ ପାକ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଉଷ୍ମତାର ସଙ୍କେତ ନୁହେଁ, ବରଂ ଦକ୍ଷିଣ…

ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ: ସିବିଆଇ ଚଢ଼ାଉ ମାମଲା

କଟକ,୪।୭(କାର୍ତ୍ତିକ ସାହୁ): ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେଶନ୍‌ ଲିମିଟେଡ୍‌ ଲାଞ୍ଚ ଘଟଣାରେ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି। ବିଷ୍ଣୁପଦଙ୍କ ପକ୍ଷରୁ ଆଗତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଭି. ନରସିଂହ…

ବିଧାୟକଙ୍କ ବଡ଼ ଘୋଷଣା: କଳିଙ୍ଗା ଘାଟିରେ ହେବ ଇକୋ ଟୁରିଜିମ

ଭଞ୍ଜନଗର,୪/୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ମୁଜାଗଡ ଠାରେ ନବନିର୍ମିତ ୱାଚ ଟାୱାର ଏବଂ ବନ ବିଭାଗର ଏକ କୋଠା ଉଦଘାଟିତ ହୋଇଯାଇଛି। ଏଥିସହ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ…

ତାଲିବାନ ଶାସନକୁ ମଞ୍ଜୁରୀ ଦେଲା ରୁଷିଆ! ଆମେରିକା ସହ ଖେଳିଲେ ପୁଟିନ,ମାଷ୍ଟ୍ରର ଷ୍ଟ୍ରୋକରେ ପାକସ୍ତାନକୁ ବି ହେବ କ୍ଷତି

ମସ୍କୋ,୪।୭: ଭାରତର ଘନିଷ୍ଠ ବନ୍ଧୁ ରୁଷିଆର ଏକ ବଡ଼ ନିଷ୍ପତ୍ତି ପାକିସ୍ତାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର (ଜୁଲାଇ ୩, ୨୦୨୫)ରେ କହିଛନ୍ତି ଯେ ରୁଷିଆ ଆନୁଷ୍ଠାନିକ ଭାବରେ ଏହାର ଶାସନକୁ ସ୍ବୀକୃତି ଦେବାରେ ପ୍ରଥମ ଦେଶ ହୋଇଛି।…

କାର୍ଯ୍ୟରେ ଯୋଗଦେଲେ ଓଏଏସ-ଆରଏସ ଅଧିକାରୀ: ସ୍ବାଭାବିକ ହେଲା କାର୍ଯ୍ୟାଳୟ

ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଶୁକ୍ରବାରଠାରୁ ସ୍ବାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଓଏଏସ ଏବଂ ଓ ଆରଏସ ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ ପରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି କ୍ରମରେ…

ପୁନଃରୁଦ୍ଧାର ହେବ ଜଙ୍ଗଲ:୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବିଭାଗ…

ମାତ୍ର ୩୦-୪୫ ସେକେଣ୍ଡ ସମୟ…ପରମାଣୁ ଆକ୍ରମଣ ନେଇ ଭୟଭୀତ ପାକିସ୍ତାନ

ଇସଲାମାବାଦ୍‌,୪।୭:୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା ଏବଂ ସାରା…

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ଭବାନୀପାଟଣା, ୩ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେଶନର ଇନ୍ସପେକ୍ଟର ବୀରବର ଭଗତଙ୍କୁ ମଦନପୁର ରାମପୁର ଥାନାକୁ ବଦଳି ହୋଇଛି । ମଦନପୁର ରାମପୁର…

ଓମିନିକୁ ଧକ୍କା ଦେଲା ହାଇୱା; ୨ ମୃତ , ୪ ଗୁରୁତର

କୋଇଡ଼ା,୪।୭: କୋଇଡ଼ା ଥାନା ଏରିଆନ ଛକ ନିକଟରେ ଗୁରୁତର ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ହାଇୱା ଏକ ଓମିନି କାରକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

କେମିତି ହେବ ପାଇପ୍‌ ମରାମତି …

ନୂଆପଡ଼ା,୪୭ (ମକାରୁ ବେମାଲ) ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ଆନୁକୂଲ୍ୟରେ ଗୁରୁବାର ୩୦ ଦିନିଆ ପାଣି ପାଇପ୍‌ ମରାମତି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଜିଲାର ୫ ବ୍ଲକରୁ ୩୫ ଯୁବକ ପ୍ରଶିକ୍ଷଣ ନେଉଛନ୍ତି।…

ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୪।୭ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri