Home Left

ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ, ଜାଣନ୍ତୁ ଏବେ କ’ଣ ହେବ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇରେ ପଳାତକ ଘୋଷିତ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। ଆମେରିକୀୟ ଅଧିକାରୀମାନେ ଭାରତ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଶୁକ୍ରବାର…

ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ସେବା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର,୫ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ରାସ୍ତାଟି ଜଳାର୍ଣ୍ଣବ ହୋଇପଡ଼ିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ହେତୁ ପ୍ରତ୍ୟହ…

ଏହି ୬ ରାଶି ଉପରେ ପଡ଼ିବ ଶନିଙ୍କ କୃପା, ହେବ ଧନବର୍ଷା

ଭୁବନେଶ୍ୱର, ୫।୭:ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅଗଷ୍ଟ ମାସଠାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ଏହି ରାଜଯୋଗ ସିଂହ ରାଶିରେ ହେବ ଏହାଦ୍ୱାରା କିଛି ରାଶିର ଭାଗ୍ୟ ବଦଳିଯାଇପାରେ। ଏଥିସହ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ହେବ। ଆସନ୍ତୁ ଜାଣିବା ସେସବୁ ରାଶି…

ପ୍ରେମ ବିବାହ କରି ହନିମୁନ୍‌ ପାଇଁ ଯାଇଥିଲେ ନବଦମ୍ପତି, ପରେ ସ୍ତ୍ରୀଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲେ ସ୍ବାମୀ, ଶାଳୀ କହିଲେ…

ରାଞ୍ଚି,୫ା୭: ଝାଡ଼ଖଣ୍ଡର ରାମଗଡ଼ରେ ପ୍ରେମ ବିବାହ ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେ ତାଙ୍କ ପରିବାର ବିରୋଧରେ ଯାଇ ପ୍ରେମିକଙ୍କୁ ବିବାହ କରିଥିଲେ। ସେହି ପ୍ରେମିକ ହିଁ ବିଶ୍ୱାସଘାତକ ସାବ୍ୟସ୍ତ ହୋଇଛନ୍ତି। ପ୍ରେମିକରୁ ସ୍ବାମୀ ହେବା ମାତ୍ରେ ସେ ତାଙ୍କ…

ସତ ହୋଇଗଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୧୦୦୦ରୁ ଅଧିକ ଭୂକମ୍ପରେ ଥରିଲା ମାଟି, ସମୁଦ୍ରରେ…

ଟୋକିଓ, ୫।୭: ଜାପାନର ପ୍ରଖ୍ୟାତ ମାଙ୍ଗା କଳାକାର ରିୟୋ ତାତସୁକିଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଏବେ ଆତଙ୍କ ସୃଷ୍ଟି କରିଛି। ତାଙ୍କର ୨୦୨୧ ମାଙ୍ଗା “ଦ ଫ୍ୟୁଚର ଆଇ ସ’”ରେ ସେ ଜୁଲାଇ ୫, ୨୦୨୫ରେ ଜାପାନରେ ଏକ ବିନାଶକାରୀ…

ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ନୂଆ ଟ୍ବିଷ୍ଟ୍‌: ସବୁ ପ୍ଲାନ୍‌ ରଚିଥିଲେ ଯୁବତୀ

ପୁଣେ,୫ା୭:ମହାରାଷ୍ଟ୍ରର ପୁଣେ ସହର କୋନ୍ଧଓ୍ବା ଅଞ୍ଚଳରେ ଥିବା ଏକ ହାଉସିଂ ସୋସାଇଟିରେ ବୁଧବାର ରାତିରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଜଣକ ଅପରିଚିତ ନ ଥିଲେ। ସେ ଯୁବତୀଙ୍କ ବନ୍ଧୁ ବୋଲି ପୋଲିସ ଶୁକ୍ରବାର କହିଛି। ପୋଲିସ ଅଭିଯୁକ୍ତଙ୍କୁ…

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡଃ.…

ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…

ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨…

ଭୟଙ୍କର! କୁନିପୁଅକୁ ବୋହୂ ବେଶ କରି ପାଣିଟାଙ୍କିକୁ ଡେଇଁ ପଡିଲେ ପୂରା ପରିବାର, ତା’ପରେ…

ନୂଆଦିଲ୍ଲୀ,୫।୭: ରାଜସ୍ଥାନର ବାଡ଼ମେରରୁ ଏକ ଅଜବ ଏବଂ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଣି ଟାଙ୍କିରେ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଏବଂ ଦୁଇଟି ଛୋଟ ପିଲା ଅଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି…

୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ

ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍‌ ବୋଲର୍‌ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି…

ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦି: ୫୭ ବର୍ଷ ପ୍ରଥମଥର ଘଟିଲା…

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ। କାରଣ ଗତ ୫୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ…

ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri