ପାକିସ୍ତାନର ସବୁଠାରୁ କମ ବୟସର ପାଇଲଟ ବନିଲେ ମିନେଲ ଫାରୁକି, ୧୮ ବର୍ଷ ବୟସରେ ଉଡାଇଲେ ବିମାନ
ଇସଲାମାବାଦ,୧୫।୭: ପାକିସ୍ତାନ ଅନେକ ସମୟରେ କୌଣସି ନା କୌଣସି କାରଣରୁ ଖବରରେ ରହିଥାଏ। କିନ୍ତୁ, ପ୍ରଥମ ଥର ପାଇଁ, ପାକିସ୍ତାନରୁ ଏକ ଭଲ ଖବର ଆସିଛି। ଜଣେ ୧୮ ବର୍ଷୀୟ ଝିଅ ପାକିସ୍ତାନର ପୁରୁଷପ୍ରଧାନ ସମାଜକୁ ଚ୍ୟାଲେଞ୍ଜ କରି ନିଜର ଲକ୍ଷ୍ୟ…
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍: ୧୨୮ ବର୍ଷ ପରେ ପୁନରାଗମନ, ୧୨ ଜୁଲାଇରୁ ଆରମ୍ଭ ମ୍ୟାଚ୍
ଲସ୍ ଆଞ୍ଜେଲସ୍, ୧୫।୭: ୧୨୮ ବର୍ଷର ଦୀର୍ଘ ବିରତି ପରେ କ୍ରିକେଟ୍ ଆଗାମୀ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ (LA28) ରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ପୋମେନା ସହରର ଫେୟାରଗ୍ରାଉଣ୍ଡସ୍ ଷ୍ଟାଡିୟମରେ…
କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର …
ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ।…
ରେଭେନ୍ସାରେ ମହାମହିମ ରାଷ୍ଟ୍ରପତି: ଅନୁଭୂତିରେ କହିଲେ ଝିଅ ପଢ଼ିଲା ବେଳେ ହଷ୍ଟେଲ…
ଭୁବନେଶ୍ୱର,୧୫।୭: ରେଭେନ୍ସାରେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ରେଭେନ୍ସା ଅନୁଭୂତି ନେଇ ସେ କହିଛନ୍ତି, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି। ଏହା…
ବିମାନ ଉଡ଼ାଣକୁ ନେଇ ନୂଆ ନିୟମ ଜାରି କଲେ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ,୧୫।୭: ଭାରତ ସରକାର ବିମାନ ଉଡ଼ାଣ ସମ୍ପର୍କରେ ନୂତନ ନିୟମର ଏକ ଡ୍ରାଫ୍ଟ ଜାରି କରିଛନ୍ତି। ଭାରତୀୟ ବିମାନ ନିୟମ, ୨୦୨୫ ଅନୁଯାୟୀ, ଏବେ ସରକାର ୩୦ ଦିନ ମଧ୍ୟରେ ଏହି ନିୟମଗୁଡ଼ିକ ଉପରେ ଯେକୌଣସି ମତାମତ କିମ୍ବା ପରାମର୍ଶ ପଠାଇବାକୁ…
କାମରେ ଆସୁନାହିଁ ଉଠା ଜଳସେଚନ ପ୍ରକଳ୍ପ: ଚାଷୀ ମହଲରେ ଅସନ୍ତୋଷ
କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତର ଯୋଲକୋ ଗ୍ରାମ ନିକଟରେ ପ୍ରବାହିତ ନଦୀରେ ରହିଛି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଗତ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲା।…
ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ଉଠାଇଲେଣି ନନା, ଓଡ଼ିଶା ବନ୍ଦ ଡାକରକୁ ନେଇ କହିଲେ…
ଭୁବନେଶ୍ୱର,୧୫।୭: ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରିବାର ୩ ଦିନ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବେ ଏହାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି…
ରାଜ୍ୟ ହୁଲୁସ୍ତୁଲ: କଂଗ୍ରେସର ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କ କୋକେଇ କରି…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ଘେରିଛନ୍ତି। ଗୋଟିଏ ପଟେ ସାରା ରାଜ୍ୟରେ…
ପଞ୍ଚାୟତ ପ୍ରଶାସନ ଶୁଣିଲେନି: ଏକାଠି ହୋଇ ଘାଇ ବନ୍ଧାଇଲେ ମହିଳା
ମହାକାଳପଡ଼ା, ୧୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗଁା ଗହଳିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସୁନିଶ୍ଚିତ କରୁଛନ୍ତି। ହେଲେ ଏବେବି ଅନେକ ଗଁାରେ ବିକାଶର ଚିତ୍ର ବଦଳିନି। ୧୦ ହାତ ରାସ୍ତାର ଘାଇ ବନ୍ଧାଇବାକୁ…
‘ଆତ୍ମସମ୍ମାନ ରକ୍ଷା ଉଦ୍ୟମରେ ଦୁଇଥର ଦହନ’, କେମିତି ଛାଡିବ ଗୁରୁ ଶିଷ୍ୟ ସମ୍ପର୍କରୁ କଳାଦାଗ ?
ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷା ବିଭାଗର ମୁଖ୍ୟ (ଏଚ୍ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ସୌମ୍ୟାଶ୍ରୀ…
ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍…
ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ । -ବିଳମ୍ବରେ ଭୋଜନ କରିବା ଅଭ୍ୟାସ ମୋଟାପଣ,…
ସ୍ପାଇସଜେଟରେ ପୁଣି ଗଣ୍ଡଗୋଳ! ହଠାତ କକପିଟରେ ପଶିଲେ ୨ ଦୁଇ ଯାତ୍ରୀ, କରିବାକୁ ପଡିଲା ଜରୁରୀ ଅବତରଣ
ନୂଆଦିଲ୍ଲୀ,୧୫।୭: ସ୍ପାଇସଜେଟର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ SG ୯୨୮୨ ରେ ସୋମବାର ହଙ୍ଗାମା ହୋଇଥିଲା ଯେତେବେଳେ ଦୁଇଜଣ ଯାତ୍ରୀ ଟ୍ୟାକ୍ସିଂ କରିବା ସମୟରେ ଅନୁଶାସନହୀନତା ଦେଖାଇ ଜୋରଜବରଦସ୍ତ କକପିଟ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ସ୍ପାଇସଜେଟ ପକ୍ଷରୁ ଏକ ବିବୃତ୍ତି…
Archives


