ଆମ୍ବ ବୋଝେଇ ଟ୍ରକ ଓଲଟି ଚାଲିଗଲା ୯ ଜୀବନ
ଅମରାବତୀ,୧୪।୭: ଆନ୍ଧ୍ରପ୍ରଦେଶର ଅନ୍ନମୟା ଜିଲାରେ ଆମ୍ବ ବୋଝେଇ ଏକ ଟ୍ରକ ଓଲଟି ପଡ଼ିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୦ ଜଣ ଆହତ ହୋଇଛନ୍ତି। କଡପା ସହରରୁ ପ୍ରାୟ ୬୦ କିଲୋମିଟର ଦୂର ପୁଲମପେଟା ମଣ୍ଡଳର ରେଡ୍ଡି…
ପୁଟିନଙ୍କ ଉପରେ ଟ୍ରମ୍ପଙ୍କ କ୍ଷୋଭ: ୟୁକ୍ରେନକୁ ପେଟ୍ରିଅଟ୍ ମିସାଇଲ ପଠାଇବାକୁ କଲେ ଘୋଷଣା
ନୂଆଦିଲ୍ଲୀ,୧୪ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କଡ଼ା ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ପୁଟିନ ଦିନରେ ମିଠା କଥା କୁହନ୍ତି, କିନ୍ତୁ ସନ୍ଧ୍ୟାରେ ସମସ୍ତଙ୍କ ଉପରେ ବୋମା ମାଡ଼ କରନ୍ତି।” ଏହି କ୍ଷୋଭ ପ୍ରକାଶ…
ଲର୍ଡସ୍ ଟେଷ୍ଟ: ପ୍ରଥମ ଘଣ୍ଟାରେ ୬ ଉଇକେଟ୍ ନେବାକୁ ଇଂଲଣ୍ଡ କୋଚ୍ଙ୍କ ଚେତାବନୀ, ଭାରତ ଆଗରେ ବଡ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୧୪ା୭: ଲର୍ଡସ୍ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଇଂଲଣ୍ଡ ସହାୟକ କୋଚ୍ ମାର୍କସ୍ ଟ୍ରେସ୍କୋଥିକ୍ ଭାରତକୁ ଏକ ଦୃଢ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଜୋଫ୍ରା ଆର୍ଚରଙ୍କ ନେତୃତ୍ୱାଧୀନ ବୋଲିଂ ଦଳ…
ଧର୍ମପତ୍ନୀଙ୍କ ସହ ଫୁଟବଲ ଷ୍ଟାଡିୟମ ପହଞ୍ଚିଥିଲେ ରାଷ୍ଟ୍ରପତି, ସେଠାରେ ଏମିତି କାମ କଲେ ଯେ ଭିଡ଼ିଓ ହେଉଛି ଭାଇରାଲ
ଓ୍ବାଶିଂଟନ,୧୪।୭: ୧୩ ଜୁଲାଇ ୨୦୨୪… ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରାଲି ଚାଲିଥିଲା ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନୀ ମଇଦାନରେ ଥିଲେ। ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରୁଥିବା ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା।…
FM ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
ବରଗଡ଼,୧୪ା୭(ପ୍ରେମାନନ୍ଦ ଖମାରୀ): ବାଲେଶ୍ୱର ଫକୀର ମୋହନ କଲେଜ(FM)ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର ସଦସ୍ୟମାନେ ବରଗଡ଼ ମା’ ଶ୍ୟାମାକାଳୀ ମନ୍ଦିରରେ…
ସାଇନା ନେହୱାଲଙ୍କ ନେଟ୍ ୱର୍ଥ: କୋଟିପତି ବ୍ୟାଡମିଣ୍ଟନ ଷ୍ଟାରଙ୍କ ଆଲିଶାନ ଘର, ମହଙ୍ଗା ଗାଡ଼ି ପ୍ରୀତି
ନୂଆଦିଲ୍ଲୀ,୧୪ା୭: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ସାତ ବର୍ଷର ବୈବାହିକ ଜୀବନ ପରେ ବିବାହ ବିଚ୍ଛେଦର ନିଷ୍ପତ୍ତି ନେଇଛନ୍ତି। ସାଇନା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଖବର ପ୍ରଶଂସକମାନଙ୍କୁ ଜଣାଇଛନ୍ତି, ଯାହା ପରେ ସେ…
ଆଜି ଶ୍ରାବଣ ପ୍ରଥମ ସୋମବାର, ଶୈବପୀଠରେ ପ୍ରବଳ ଭିଡ଼
ଭୁବନେଶ୍ୱର,୧୪ା୭: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, କପିଳାସ ଭଦ୍ରକର ଆରଡ଼ି ଏବଂ କଟକର…
ଶାନ୍ତି ଶାନ୍ତି ବୋଲି ଚିତ୍କାର କରୁଛନ୍ତି ଶହବାଜ! କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି…
ନୂଆଦିଲ୍ଲୀ/ଇସଲାମାବାଦ,୧୪।୭: କଶ୍ମୀର ସହିଦ ଦିବସ ଅବସରରେ ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୁଣିଥରେ ସେହି ସମାନ କଥା ଦୋହରାଇଛନ୍ତି ଯାହା ପାକିସ୍ତାନ ବର୍ଷ ବର୍ଷ ଧରି କରିଆସୁଛି। ସେ କହିଛନ୍ତି ଯେ ପାକିସ୍ତାନ ଜମ୍ମୁ ଏବଂ କଶ୍ମୀରର ଲୋକଙ୍କୁ ରାଜନୈତିକ,…
ନିହଣ ମୁନ କଳାର ଚାତୁରି ଆପଣାପଣିଆ ବି ସୃଷ୍ଟି କରିଦେଇପାରେ
ଆମେ ଗତ ସଂଖ୍ୟାରେ ପିପିଲିରୁ ଶୋଭାଯାତ୍ରା ପାଇଁ କନାର କାରୁକାର୍ଯ୍ୟ କ’ଣ କ’ଣ ଆସିଥିଲା ବର୍ଣ୍ଣନା କରିଥିଲୁ। କାରିଗରଙ୍କ ନାମ ଲେଖିଥିଲୁ। କେହି ଅଣଓଡ଼ିଆ ନ ଥିଲେ। ଏଥର ଆମେ ଦେଖିବା ରୁପା ସଜ ନିର୍ମାଣର ଐତିହ୍ୟ। ‘ପଦ୍ମଝରି’ ନିର୍ମାଣ ପାଇଁ…
ଆଉ ଜଣେ ଖେଳାଳିଙ୍କ ଦାମ୍ପତ୍ୟ ଜୀବନରେ ଆସିଲା ଝଡ଼, ଭାଙ୍ଗିଲା ୭ ବର୍ଷର ସମ୍ପର୍କ
ନୂଆଦିଲ୍ଲୀ,୧୪।୭: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ ସେ ତାଙ୍କ ସ୍ବାମୀ ପରୁପାଲି କଶ୍ୟପଙ୍କଠାରୁ…
ଗୁମାଡ଼ି ନଦୀ ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣା: ମେଳି ବାନ୍ଧିଲେ ୩ ପଞ୍ଚାୟତବାସୀ, ସମସ୍ୟା ସମାଧାନ ନ ହେଲେ…
ଦାରିଙ୍ଗବାଡ଼ି,୧୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ ଦିନରୁ ଅଧିକ ସମୟ ବିତିଲାଣି ହେଲେ ମରାମତି ହୋଇପାରିନାହିଁ। ଫଳରେ…
ମହାକାଶରୁ ଫେରୁଛନ୍ତି ଶୁଭାଂଶୁ, ସାଙ୍ଗରେ ଆଣୁଛନ୍ତି…
ନୂଆଦିଲ୍ଲୀ,୧୪।୭: ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ…
Archives


