ସିସିଟିଭିକୁ ନେଇ ସାଂଘାତିକ ଖୁଲାସା କଲା ବିଜେଡି, ଘାଇଲା ହେଲେ…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା…
ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ଶୁଭାଂଶୁଙ୍କୁ କ’ଣ ମିଳିବ ଖାଇବାକୁ? ଜାଣନ୍ତୁ ଏମ୍ପର୍କରେ…
କାଲିଫର୍ନିଆ,୧୫।୭: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ପୃଥିବୀକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି। ଫେରିବା ପରେ ତାଙ୍କୁ ପ୍ରଥମେ କ’ଣ ଖାଇବାକୁ ବା ପିଇବାକୁ ଦିଆଯାଇଥିଲା? କେତେ ସମୟ ପରେ ତାଙ୍କୁ ଖାଦ୍ୟ ମିଳିବ ଏବଂ ସେତେବେଳେ ସେ କ’ଣ…
ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି
ପୁରୁଷୋତ୍ତମପୁର,୧୫।୭ (ସୀମାଞ୍ଚଳ ମିଶ୍ର): ବିଧାନସଭା ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରଛାତ୍ରୀଙ୍କୁ ଭକୁଆ ବନାଇ ନିରାଶ କରିଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ପୋଲିସ କର୍ମଚାରୀ। ଷ୍ଟାଣ୍ଡିଂ କମିଟିରେ ସ୍ଥାନୀୟ ଖଲ୍ଲିକୋଟ ବିଧ୍ୟାୟକ…
ସରେଣ୍ଡର କଲେ ରାହୁଲ ଗାନ୍ଧୀ, କୋର୍ଟରେ କଲେ…ରାଜନୀତିରେ ଚହଳ
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ଏମପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌର ଏମପି-ବିଧାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଭାରତୀୟ ସେନା ଉପରେ ଦିଆଯାଇଥିବା କଥିତ ମାନହାନି ମନ୍ତବ୍ୟ ସହିତ ଜଡିତ ଏକ ମାନହାନି ମାମଲା ଅଧୀନରେ…
ଭାରତ ସହ ହାତ ମିଳାଇଲେ ରୁଷିଆ-ଆମେରିକା, ପାକ୍ତିସ୍ତାନକୁ ଜୋରଦାର ଝଟ୍କା!
ନୂଆଦିଲ୍ଲୀ,୧୫।୭: ଜୁନ ମାସରେ ଅଶୋଧିତ ତେଲ ମୂଲ୍ୟ କିଛିଟା କମ ହୋଇଥିଲା, ଯାହା ଭାରତକୁ ଲାଭ ଦେଇଥିଲା। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏକ କ୍ଷଣସ୍ଥାୟୀ ଶାନ୍ତି ଏବଂ OPEC+ ଦେଶମାନଙ୍କ ଦ୍ୱାରା ଅଧିକ ତୈଳ ଉତ୍ପାଦନ ଭାରତର ତୈଳ କ୍ରୟ…
ରାଜ୍ୟରେ ହଇଚଇ ICC ଦେଲା ସାଙ୍ଘାତିକ ବୟାନ: ଏମିତି କରିଥିଲେ ହୁଏତ ବଞ୍ଚିଯାଇ..
ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ…
ଝିଅର ମୃତ୍ୟୁ ପରେ ଏଭଳି କହିଲେ ସୌମ୍ୟାଶ୍ରୀଙ୍କ ମା’
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସୌମ୍ୟାଶ୍ରୀ। ଭାଙ୍ଗି ପଡିଛନ୍ତି ସୌମ୍ୟାଶ୍ରୀଙ୍କ ମା’ ବାପାଙ୍କ ସହ ପୁରା ପରିବାର। ଏହି ପରିପ୍ରେକ୍ଷୀରେ ସୌମ୍ୟାଶ୍ରୀଙ୍କ ମା’ ଝିଅର ମୃତ୍ୟୁ ପାଇ ମା’ FM କଲେଜ କମିଟିକୁ ଦାୟୀ କରିଛନ୍ତି। କମିଟି ଠିକ୍ ରିପୋର୍ଟ ଦେଲାନାହିଁ।…
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ବୈଠକ, ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା
ଭୁବନେଶ୍ୱର,୧୫।୭: ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୃତ୍ୟୁ ଘଟଣାରେ ସା ପରେ ବଡ଼ ନିଷ୍ପତ୍ତି ଆସିପାରେ। ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି,…
କାମ ଚାପରେ କେମିତି ରଖିବେ ମାଇଣ୍ଡ୍ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…
ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା କମିଯାଏ, ବିରକ୍ତ ଲାଗେ। ଏମିତି ଅନୁଭବକଲେ ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ… ଅତ୍ୟଧିକ…
ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ
ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ… -ବର୍ଷାଦିନେ ଘର ଭିତରକୁ କୀଟପତଙ୍ଗଠାରୁ ସୁରକ୍ଷା ଦେବା ପାଇଁ ଏକ ଘରୋଇ ସ୍ପ୍ରେ ତିଆରି କରନ୍ତୁ। ଏଥିପାଇଁ ଏକ…
ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ
ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଧୀମା ହେବା ଏବଂ ଅନୁକୂଳ ବେସ୍ ଇଫେକ୍ଟ ଯୋଗୁଁ…
ରାହୁଲ ଗାନ୍ଧୀଙ୍କ ବିରୋଧରେ ଆବେଦନ ଖାରଜ କଲେ କୋର୍ଟ: ସାଭାରକରଙ୍କ ବିଷୟରେ ପଢ଼ିବାକୁ ନିର୍ଦ୍ଦେଶ ଦାବି…
ମୁମ୍ବାଇ,୧୫।୭: ବମ୍ବେ ହାଇକୋର୍ଟ ମଙ୍ଗଳବାର କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ନେତା ବୀର ସାଭରକରଙ୍କ ବିଷୟରେ ପଢ଼ି ଜ୍ଞାନ ଆହରଣ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଦାଖଲ ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛି। ଆବେଦନକାରୀ ପଙ୍କଜ…
Archives


