Home Left

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଡରାଇଲାଣି ହତ୍ୟାର ଭୟ, କହିଲେ ଯଦି ମୋର କିଛି ହୁଏ…

ଲାହୋର,୧୭।୭: ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ତାଙ୍କ ଦଳର ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ତାଙ୍କ ସହିତ ଏଠାରେ କିଛି ହୁଏ, ତେବେ ଏଥିପାଇଁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଦାୟୀ ରହିବେ।…

କେସିଙ୍ଗାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ଗୁରୁବାର ସକାଳ…

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଓ ସେ ନ୍ୟାୟ ଦାବି କରି ନିରାଶ ହେବା ପରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଆତ୍ମାହୁତି ଦେବା ଘଟଣାରେ ସାରା ରାଜ୍ୟକୁ ପ୍ରଦେଶ କଂଗ୍ରେସ କମିଟିର…

ରାତି ୩ଟାରେ ୩୪ ମିନିଟ୍‌ର ଭିଡ଼ିଓ କରି ଝୁଲିପଡ଼ିଲେ BTech ଛାତ୍ର: ଗର୍ଲଫ୍ରେଣ୍ଡ ୩୦ ଲକ୍ଷ ଟଙ୍କା….

ଲକ୍ଷ୍ନୌ,୧୭।୭: ଉତ୍ତର ପ୍ରଦେଶର ବାରବାଙ୍କୀରୁ ଏକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବି.ଟେକ ଛାତ୍ର ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ତୁଷାର ବର୍ମା (୨୦)। ମୃତକ ମହମ୍ମଦପୁର ଖାଲା ଥାନା ଅଞ୍ଚଳର ଜେଭାଲି ଗ୍ରାମର ବାସିନ୍ଦା…

ବନ୍ଦ ପାଳନକୁ ନେଇ ସୁର କହିଲେ ଆମେ ପୂରା ଓଡ଼ିଶାକୁ…

ଭୁବନେଶ୍ୱର,୧୭ା୭: ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାରୀ ଉଦାସୀନତାର ପ୍ରତିବାଦରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୁରୁବାର ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି। ‘ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ବିଭିନ୍ନ ମହଲ, ସୋସିଆଲ ମିଡିଆରେ…

‘PAN PAN PAN’ ପାଇଲଟ କହିଲେ ଏମିତି, ବିମାନର ହେଲା ଜରୁରୀ ଅବତରଣ, ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାର କାରଣ ଇଞ୍ଜିନରେ ତ୍ରୁଟି ବୋଲି କୁହାଯାଉଛି। ଇଣ୍ଡିଗୋ ବିମାନ 6E 6271 ଦିଲ୍ଲୀରୁ ଗୋଆ (ଦିଲ୍ଲୀ ଗୋଆ ଇଣ୍ଡିଗୋ ଫ୍ଲାଇଟ) ପାଇଁ ଉଡ଼ାଣ…

୧୨୫ ୟୁନିଟ ବିଜୁଳି ମାଗଣାରେ ମିଳିବ, ୧୪ କୋଟି ଜନତାଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପାଟନା,୧୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧ ଅଗଷ୍ଟ, ୨୦୨୫ରୁ ସମସ୍ତ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦେବା ଘୋଷଣା କରି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଲାଭ ଜୁଲାଇ…

FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: କଂଗ୍ରେସର ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୭ା୭(ପ୍ରେମାନନ୍ଦ ଖମାରୀ): ବାଲେଶ୍ୱର ଫକୀର ମୋହନ (ଏଫ୍‌ଏମ୍‌) ସ୍ବୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜି ଉଠିଛି। ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ନ୍ୟାୟିକ ତଦନ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ…

ଦେବଗଡ଼ରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ଦେବଗଡ଼,୧୭।୭(ଶଶାଙ୍କ ଶେଖର ଝାଙ୍କର): ବାଲେଶ୍ୱର ଫକୀର ମୋହନ ସ୍ବବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି । ଦେବଗଡ ଜିଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ…

୧୮ ଦିନ ପରେ ମହାକାଶରୁ ଫେରି ପରିବାରକୁ ପ୍ରଥମଥର ଭେଟି ଭାବୁକ ହେଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୧୭।୭: ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ୧୮ ଦିନର ମିଶନ ପରେ ପୃଥିବୀକୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତାଙ୍କ ପତ୍ନୀ କାମନା ଶୁକ୍ଳା ଏବଂ ଛଅ ବର୍ଷର ପୁଅ କିୟାଶ ଶୁକ୍ଳାଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଶୁଭାଂଶୁ…

ପ୍ରତିଶୋଧର କାହାଣୀ ଦେଖାଇବ ‘ରଙ୍ଗିନ୍‌’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ଅଭିନେତା ବିନୀତ କୁମାର ସିଂଙ୍କ ୱେବ୍‌ସିରିଜ୍‌ ‘ରଙ୍ଗିନ୍‌’ ରିଲିଜ୍‌ ହେବାକୁ ଯାଉଛି। ପ୍ରାଇମ୍‌ ଭିଡିଓ ପକ୍ଷରୁ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରାଇମ୍‌ ଭିଡିଓ ପକ୍ଷରୁ ‘ରଙ୍ଗିନ୍‌’ର ପ୍ରଥମ ପୋଷ୍ଟରକୁ ମଧ୍ୟ…

୧୮ ଲକ୍ଷରେ ନିଲାମ ହେଲା ପାସ୍‌ପୋର୍ଟ ସାଇଜ୍‌ ଫଟୋ

ବୋଷ୍ଟନ୍‌: ଗତ ସପ୍ତାହରେ ଆମେରିକାର ବୋଷ୍ଟନ୍‌ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫…୨.୭୫ ଇଞ୍ଚ୍‌ର ଏକ ପାସ୍‌ପୋର୍ଟ ସାଇଜ୍‌ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍‌ଆର୍‌ ଅକ୍ସନ୍‌ ନାମକ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri