ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ
ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟରକରିଛି। ଫଳରେ ଅସମୟରେ ଯାଇଛି ଅଭିଯୁକ୍ତଙ୍କ ଜୀବନ। ପୋଲିସ ତାଙ୍କୁ ବହୁତ ଦିନ ଧରି…
ଏହି ପେଟରୋଗ ସମସ୍ୟା ଥିଲେ ବଢ଼ିଥାଏ ଓଜନ, ଜାଣନ୍ତୁ କାରଣ, ନିରାକରଣ
ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ, ପେଟ ରୋଗ ଥିଲେ ଓଜନ ପ୍ରାୟତଃ ହ୍ରାସ ପାଇଥାଏ। ମାତ୍ର ନା କିଚି ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁ ହିଁ ଓଜନ ବଢ଼ିଥାଏ ବୋଲି ଯାହା ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏହି ସମସ୍ୟାଗୁଡ଼ିକ ମେଟାବୋଲିଜିମ୍…
ଧରାପଡିଲା ପାକିସ୍ତାନର ଚାଲାକି, ଭାରତର ମିତ୍ର ଦେଶକୁ କାହିଁକି ବାରମ୍ବାର ଯାଉଛନ୍ତି ମୁନିର, ପଛରେ ରହିଛି ଚାଇନାର…
ନୂଆଦିଲ୍ଲୀ/ଇସଲାମାବାଦ,୧୮।୭: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁଲାଇ ୨୦ରୁ ତିନୋଟି ଦେଶକୁ ଏକ ସପ୍ତାହ ବ୍ୟାପୀ ଗସ୍ତରେ ଯିବେ, ଯାହାକୁ ଗ୍ଲୋବାଲ ସାଉଥରେ ଇସଲାମାବାଦର ହ୍ରାସ ପାଉଥିବା ପ୍ରଭାବକୁ ପୁନର୍ଜୀବିତ କରିବା ପାଇଁ ଏକ ହତାଶାମୂଳକ ପ୍ରୟାସ…
ଏହି ଦେଶରୁ ଆମେରିକା ଫାୟାର କଲା ଟାଇଫୁନ ମିସାଇଲ, ଚାଇନା ସହିତ ବଢିବ ବିବାଦ
ନୂଆଦିଲ୍ଲୀ,୧୮।୭: ଅଷ୍ଟ୍ରେଲିଆରେ ଚାଲିଥିବା ତାଲିସମାନ ସେବର ସାମରିକ ଅଭ୍ୟାସ ମଧ୍ୟରେ ଅମେରିକା ଏକ ବଡ଼ ପଦକ୍ଷେପ ନେଇ ଚାଇନାର ଚିନ୍ତା ବଢ଼ାଇଛି। ଅମେରିକା ସେନା ଏହି ଅଭ୍ୟାସ ସମୟରେ ନିଜର ମିଡ-ରେଞ୍ଜ କ୍ଷମତା ସମ୍ପନ୍ନ ଟାଇଫୁନ ମିସାଇଲ ସିଷ୍ଟମର ଲାଇଭ ଫାୟାର…
ଅସୁରକ୍ଷିତ ହୋଇପଡ଼ିଛି ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି: ବଢୁଛି ଅସାମାଜିକ କାର୍ଯ୍ୟ
ଧର୍ମଶାଳା ,୧୮।୭(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି ପର୍ଯ୍ୟଟନ ସ୍ଥଳୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ…
ଓଡ଼ିଶା ବନ୍ଦରେ ରାଜ୍ୟକୁ ସହିବାବୁ ପଡିଲା ଏତେ ଟଙ୍କା କ୍ଷତି! ଜାଣିଲେ ଉଡିଜିବ ହୋସ୍
ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ସାତଟି ରାଜନୈତିକ ଦଳ ଗୁରୁବାର ଏକ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିଲେ। କଲେଜ, ସ୍କୁଲ, ଦୋକାନ ବଜାର , ପେଟ୍ରୋଲ…
ବିପୁଳ ପରିମାଣର ଶାଗୁଆନ କାଠ ଜବତ: ସଂରକ୍ଷିତ ଜଙ୍ଗଲ ନିକଟରେ ଚାଲିଥିଲା ବେନିୟମ କରତକଳ
ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବୁଢ଼ାକେନ୍ଦୁ ସଂରକ୍ଷିତ ଶାଗୁଆନ ଜଙ୍ଗଲ ନିକଟରେ ବେନିୟମ ଭାବେ ଚାଲିଥିବା ଏକ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ…
ଡ୍ରାଇଭର୍ଙ୍କ ଗୋଟିଏ କଥାରେ ଇମ୍ପ୍ରେସ୍ ହୋଇଗଲେ ମାଲିକାଣୀ, କଲେ ପ୍ରପୋଜ୍: ଆଉ ତା’ପରେ…
ଇସଲାମାବାଦ୍,୧୮।୭: ପଡ଼ୋଶୀ ଦେଶ ପାକିସ୍ତାନର ଏକ ଦମ୍ପତିଙ୍କ ଅନନ୍ୟ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଠାରେ ଏକ ଧନୀ ପରିବାରର ଜଣେ ଝିଅ ତାଙ୍କ ଘରର ଜଣେ ଡ୍ରାଇଭରଙ୍କୁ ପ୍ରେମରେ ପଡ଼ିଗଲେ। କେବଳ ଏତିକି ନୁହେଁ, ସେ…
ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ହନୁମାନ ଚାଳିଶା ଶୁଣୁଛନ୍ତି ଭାରତୀୟ କ୍ରିକେଟର, ମିଳିବ କି ବିଜୟ ?
ଇଂଲଣ୍ଡ,୧୮।୭: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କେଣ୍ଟ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଏକମାତ୍ର ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଛି। ଲର୍ଡସରେ ହୋଇଥିବା ମ୍ୟାଚରେ ପରାଜୟ ପରେ ଦଳର ଖେଳାଳିମାନେ ଲଣ୍ଡନରୁ ଏକ ଘଣ୍ଟାର ବସ…
ଆଶ୍ରମ ବିଦ୍ୟାଳୟରେ ଅଣ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା: ଭୟରେ ପିଲାଙ୍କୁ ନେଇଯାଉଛନ୍ତି ଅଭିଭାବକ
ନୂଆପଡ଼ା,୧୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଗୁରୁବାର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଅଣ ଆଦିବାସୀ ଛାତ୍ର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ଖଡିଆଳ ବ୍ଲକ ବଡମହେଶ୍ୱର ଗାଁର…
Video: ଲୁଚି ଲୁଚି ପ୍ରେମ କରୁଥିଲେ କମ୍ପାନୀର CEO, HR; କୋଲ୍ଡପ୍ଲେ କନସର୍ଟରେ ହୋଇଗଲା ଖୁଲାସା
ବୋଷ୍ଟନ,୧୮।୭: ବିଶ୍ୱପ୍ରସିଦ୍ଧ ବ୍ୟାଣ୍ଡ କୋଲ୍ଡପ୍ଲେର ଏକ କନସର୍ଟରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୁଧବାର ମାସାଚୁସେଟ୍ସର ଜିଲେଟ ଷ୍ଟାଡିୟମରେ ଆୟୋଜିତ ଏହି କନସର୍ଟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାୟରନ ଏବଂ କମ୍ପାନୀର ଚିଫ ପିପୁଲ ଅଫିସର…
ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍ ଭିଡିଓ କରି…
ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍ ଷ୍ଟ୍ରିମିଂ କରିଥିଲେ। ଉକ୍ତ ଭିଡିଓରେ ବିକାଶ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଲାଇଭ୍…
Archives


