Home Left

ବିଧାନସଭା ସମ୍ମୁଖରେ ମା’ଙ୍କ ବେକରେ ଛୁରି ଲଗାଇଲେ ପୁଅ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ବିଧାନସଭାର ସୁରକ୍ଷା ବଳୟ ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରୀ ଲାଗାଇ ହତ୍ୟା ଧମକ ଦେଇଥିଲେ। ପୋଲିସ ଯୁବକଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ନାକେଦମ ହୋଇଥିଲା। ପରେ…

ଝିଅକୁ କଳା କହିବାକୁ ନେଇ ଭାବପ୍ରବଣ ହେଲେ ଗୌରୀ ଖାନ୍‌

ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୁହାନାଙ୍କୁ କିଛି ବ୍ୟକ୍ତି ସୋସିଆଲ ମିହିଆରେ କଳା କହିବାକୁ ନେଇ ମା’ ଗୌରୀ ଖାନ୍‌ ଭାବପ୍ରବଣ ହୋଇପଡିଛନ୍ତି। ସେ ମହିଳା ସଶକ୍ତିକରଣକୁ ନେଇ ଏକ ପୋଷ୍ଟ ଶେୟାର…

ସୋସିଆଲ ମିଡିଆରେ ଫଟୋ ଶେୟାର କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଲୋକେ କହିଲେ…

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ନତାଶା ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ନତାଶା ପୁଅ ଅଗସ୍ତ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୁଅକୁ ମାତ୍ର ୨ ମାସ ହୋଇଛି। ଏହି ଖୁସିରେ…

ଭାରତ ପହଞ୍ଚିବ ‘ଏୟାର ଇଣ୍ଡିଆ ୱାନ୍‌’

ନୂଆଦିଲ୍ଲୀ,୧ ।୧୦: ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେରିକାରୁ ଆସୁଥିବା ସ୍ୱତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନ ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ବିଶ୍ୱର ସବୁଠାରୁ…

ଭଲ ବେଳା ଆସିଛି

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ଶାହରୁଖଙ୍କ ଖୁସିି ଏବେ କହିଲେ ନ ସରେ। କାରଣ ଯେଉଁ ୟଶରାଜ ଫିଲ୍ମସ ବ୍ୟାନର ତାଙ୍କୁ ନେମ୍‌ ଫେମ୍‌ ଦେଇଛି ସେହି ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା ସିନେମାରେ…

ସୋନମ୍‌ଙ୍କ ଫିଟ୍‌ନେସ୍‌ ଟିପ୍ସ

ସୋନମ୍‌ କପୁର ଏବେ ଫିଟ୍‌ନେସ ଟିପ୍ସ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜେ ମଧ୍ୟ ନିଜ ଫିଟ୍‌ନେସ ପ୍ରତି ବେଶ୍‌ ସଚେତନ। ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ବ୍ୟାୟାମ କରୁଛନ୍ତି। ତା’ ସହ ଯୋଗ, ପ୍ରାଣାୟାମ…

ହାଥରସ ଗଣବଳାତ୍କାର ଘଟଣା: ଆସିଲା ମେଡିକାଲ ରିପୋର୍ଟ, ହୋଇନି ବଳାତ୍କାର, ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୧ା୧୦: ହାଥରସ ଯୁବତୀ ବଳାତ୍କାର ଘଟଣାର ମେଡିକାଲ ରିପୋର୍ଟ ଆସିଛି। ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଆସିଛି। ରିପୋର୍ଟରେ ଯୁବତୀଙ୍କୁ ଗଣବଳାତ୍କାର ହୋଇ ନ ଥିବା ଦର୍ଶାଯାଇଛି। ଯାହା ଅଭିଯୁକ୍ତମାନଙ୍କୁ ସୁହାଇବ। ଯୁବତୀ ଆଖି ବୁଜିବା ପୂର୍ବରୁ ପୋଲିସକୁ…

କରୋନା ନେଲା ଆଇଆଇସିଙ୍କ ଜୀବନ

କୋରାପୁଟ, ୧।୧୦(ସ୍ବ.ପ୍ର): କୋରାପୁଟ ଟାଉନ ଆଇଆଇସି ପୀତବାସ ଧାରୁଆ ଗୁରୁବାର ସକାଳେ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ଭୁବନେଶରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ।…

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର ପାଖାପାଖି ୪ଟି ସ୍ଥାନରେ ପଡୋଶୀ ଦେଶ ମଧ୍ୟରେ ସଂଘର୍ଜ ଜାରି ରହିଛି । ସବୁଠାରୁ…

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। Regret…

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ’। ନବାଗତ ପ୍ରଯୋଜକ ଆଶିଷ ପ୍ରତାପ ସାମଲ ଏହାର ପ୍ରଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଦାୟତ୍ୱ ତୁଲାଇବେ…

ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ ବୁକିଂ ଟଙ୍କା ଶୀଘ୍ର ଫେରାଇବାକୁ ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଏୟାରଲାଇନ୍ସ୍‌ କମ୍ପାନୀଗୁଡ଼ିକୁ ସୂଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?