ଶେଷ ହେଲା ବୋଇଂ ୭୮୭ ଫୁଏଲ କଣ୍ଟ୍ରୋଲ ସ୍ବିଚର ଯାଞ୍ଚ ପ୍ରକ୍ରିୟା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏୟାର ଇଣ୍ଡିଆର ବୟାନ
ନୂଆଦିଲ୍ଲୀ,୨୨।୭: ଏୟାର ଇଣ୍ଡିଆ ଏହାର ଫ୍ଲିଟରେ ଥିବା ସମସ୍ତ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ବିଚ (FCS) ର ଲକିଂ ସିଷ୍ଟମର ଯାଞ୍ଚ ଶେଷ କରିଛି। ମଙ୍ଗଳବାର ଏୟାର ଇଣ୍ଡିଆ କହିଛି ଯେ ଇନ୍ଧନ ନିୟନ୍ତ୍ରଣ…
FM ଛାତ୍ରୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସୁରାକ୍! ଖିଅ ଏଇଠି…
ଭୁବନେଶ୍ୱର,୨୨।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ…
ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍
ଭୁବନେଶ୍ୱର,୨୨।୭: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୋରାପୁଟ କୋଟିଆକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ ବୋଲି ମସ୍ତ୍ରୀ ସୂଚନା ଦେଇଛନ୍ତି। କୋଟିଆ ଉପରେ ଆନ୍ଧ୍ରର ନଜର ରହିଛ। ଏହାକୁ…
ଉପରାଷ୍ଟ୍ରପତି ପଦବୀକୁ ନେଇ ଚାଲିଛି ଅଙ୍କକଷା: ଓଡ଼ିଶାରୁ ହେବେ କି? ଏହି ନାଁ ଉପରେ ଜୋର୍ ଚର୍ଚ୍ଚା
ନୂଆଦିଲ୍ଲୀ,୨୨।୭: ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାଜନୌତିକ ମହଲ ଗରମ ରହିଛି। ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ସମୟରେ ଅନେକ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି। କୁହାଯାଉଛି ଏମାନେ…
ଧାନ ବିକ୍ରି ସମସ୍ୟା: ମାର୍ଗଦର୍ଶିକା ସର୍ତ୍ତାବଳୀରେ କୋହଳ କରିବେ ସରକାର
ଭୁବନେଶ୍ୱର,୨୨।୭: ଚାଷୀଙ୍କ ଧାନ ବିକ୍ରି ନେଇ ମଙ୍ଗଳବାର ଲୋକ ସେବା ଭବନରେ ଏକ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକରେ ଯୋଗଦେଇ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଚାଷୀଙ୍କ ଧାନ ବିକ୍ରି ସମସ୍ୟା…
ହଜିଲା ଚାଇନା-ପାକିସ୍ତାନର ନିଦ, ଭାରତ ପହଞ୍ଚିଲା ଆପାଚେ
ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଯାହା ଯୋଗୁ କେବଳ ପାକିସ୍ତାନ ନୁହେଁ ବରଂ ଚାଇନାର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ମଙ୍ଗଳବାର ଆପାଚେ ଆଟାକ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ…
ବଡ଼ ଗୋଟି ଚଳାଉଛି ଭାଜପା, ନୀତୀଶ ଉପରାଷ୍ଟ୍ରପତି ହେଲେ ଭାଜପାକୁ ବଡ଼ ଫାଇଦା! ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୨୨।୭: ସୋମବାର ରାତିରେ ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ମଙ୍ଗଳବାର ତାଙ୍କ ଇସ୍ତଫା ଗ୍ରହଣ କରାଯାଇଥିଲା, କିନ୍ତୁ ହଠାତ୍ ଇସ୍ତଫା ଦେବାର ଉପାୟ ଅନେକ ପ୍ରଶ୍ନ ଉଠାଇଛି। କାରଣ ତାଙ୍କର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା। ନିର୍ବାଚନ ବର୍ଷରେ…
ପରମାଣୁ ଜିଦରେ ଅଟଳ ଇରାନ! ଆମେରିକା-ଇସ୍ରାଏଲ ଆକ୍ରମଣ ଅଟକାଇ ପାରିବେ ନାହିଁ
ନୂଆଦିଲ୍ଲୀ,୨୨।୭: ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଫକ୍ସ ନ୍ୟୁଜ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ…
ଧନଖରଙ୍କ ଇସ୍ତଫାକୁ ନେଇ ଏମିତି କହିଲେ ମୋଦି, ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଧନଖରଙ୍କ ସୁସ୍ଥତା କାମନା କରୁଛନ୍ତି। ସେ ଅନେକ ଭୂମିକାରେ ଦେଶ ସେବା କରିଛନ୍ତି। ସୋମବାର…
ଲିଫ୍ଟରେ ଫସିଗଲେ ୩ ଭାଜପା ବିଧାୟକ: ଶ୍ୱାସରୁଦ୍ଧ ହେବାପରେ…
ପୁଣେ,୨୨।୭: ମହାରାଷ୍ଟ୍ରର ସରକାରର ୩ ବିଧାୟକ ଲିଫ୍ଟରେ ଫସିଯାଇଛନ୍ତି। ଭସାଇ ଅଞ୍ଚଳର ଏକ ଲିଫ୍ଟରେ ଫସିଯିବାରୁ ସ୍ଥାନୀୟ ଅଞ୍ଚଳରେ ଉ୍fତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଆଉ ସାଧାରଣ ଲୋକ ଲିଫ୍ଟକୁ ବହୁ କଷ୍ଟରେ ଖୋଲିବା ପରେ ବିଧାୟକମାନଙ୍କୁ ଉଦ୍ଧାର କରାଯାଇଛି। ବିଧୟକଙ୍କ…
ପୁରୀରେ ବସ୍ଷ୍ଟାଣ୍ଡ ନିକଟରେ ତିନି ଭଉଣୀଙ୍କୁ ଅସଦାଚରଣ: ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସରେ ଦେଲେ ପରିବାର ଲୋକେ
ପୁରୀ,୨୨।୭: ପୁରୀ ସଦର ଥାନା ଅଧୀନ କଣ୍ଠାପୁର ଅଞ୍ଚଳରେ ଥିବା ଏକ ବସ୍ଷ୍ଟାଣ୍ଡ ନିକଟରେ ସୋମବାର ସନ୍ଧ୍ୟାରେ ଛଅ ଜଣ ମଦ୍ୟପାୟୀ ଯୁବକ ତିନି ଭଉଣୀଙ୍କୁ ଉତ୍ତ୍ୟକ୍ତ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ତିନି ଭଉଣୀ ସେମାନଙ୍କ ଘରୁ ପ୍ରାୟ…
ନୀତୀଶଙ୍କୁ ନେଇ ବଡ଼ ଖବର: ମିଳିବ ଉପରାଷ୍ଟ୍ରପତି ପଦ! ଭାଜପା ଦେଲା ବଡ଼ ସୂଚନା
ନୂଆଦିଲ୍ଲୀ,୨୨।୭: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ସହିତ, ନୂତନ ଉପରାଷ୍ଟ୍ରପତିଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ପାଇଁ ଦାବି ଉଠିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦାବି ଜେଡିୟୁ…
Archives


