ଖାଦ୍ୟାଭାବ ଓ ଦେଶାନ୍ତର
୨୦୨୫ ମସିହା ପ୍ରଥମାର୍ଦ୍ଧରେ ପାଖାପାଖି ୨୦,୦୦୦ ଲୋକ ଛୋଟ ଡଙ୍ଗାରେ ଇଂଲିଶ୍ ଚ୍ୟାନେଲ ପାର ହୋଇ ଇଂଲଣ୍ଡକୁ ଆସିଛନ୍ତି ଏବଂ ଗତବର୍ଷ ଏହି ଅବଧିରେ ଯେତିକି ଲୋକ ଆସିଥିଲେ, ତାହା ତୁଳନାରେ ୪୮% ବୃଦ୍ଧି ଘଟିଛି। ଏହାସହ ୨୦୨୪ ପ୍ରାରମ୍ଭରୁ ଏଯାବତ୍…
ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର
ଭୁବନେଶ୍ୱର,୨୫ା୭(ସୁଚିସ୍ମିତା ସାହୁ): ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଗୁରୁବାର ଯୁକ୍ତ୨ ନବାଗତ ବିଦ୍ୟାର୍ଥୀଙ୍କ ପ୍ରବେଶ ଓ ସ୍ବାଗତ ସମାରୋହରେ ଏହି ବହିର ଲୋକାର୍ପଣ ସହ…
ଲମ୍ବା ନା ଗୋଲ କେଉଁ ଲାଉ ଆପଣଙ୍କ ଶରୀର ପାଇଁ ଲାଭଦାୟକ ଜାଣି ନିଅନ୍ତୁ ଏହି ଛୋଟିଆ ଟିପ୍ସ
ପ୍ରାୟତଃ ବଜାରରେ ଦୁଇ ପ୍ରକାରର ଲାଉ ମିଳିଥାଏ, ଗୋଲ ଏବଂ ଲମ୍ବା। ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ ଏଥି ମଧ୍ୟରୁ ସ୍ବାଦ ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ କେଉଁଟା ଅଧିକ ଲାଭଦାୟକ। ଯେତେବେଳେ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ଏବଂ ଶକ୍ତି…
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ଏସବୁ ଜିଲାରେ ଅତି ପ୍ରବଳ ବର୍ଷା, ରେଡ୍ ଓ୍ବାର୍ନିଂ…
ଭୁବନେଶ୍ୱର, ୨୪ା୭(ଅନୁରାଧା ମହାରଣା)- ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବାବେଳେ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଶୁକ୍ରବାର ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି। ପରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଏହା ଗତି…
ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା…
ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ, ଖୁଣ୍ଟା ଥାନା ଅଞ୍ଚଳର କେଶ ମୁର୍ମୁଙ୍କ…
ଅଗଷ୍ଟ ମାସରୁ ଆରମ୍ଭ ହେବ ଏସବୁ ରାଶିର ଗୋଲ୍ଡେନ୍ ଟାଇମ୍; ପଦୋନ୍ନତିର ସୁଯୋଗ ସାଙ୍ଗକୁ ଧନବର୍ଷା, ଜାଣନ୍ତୁ ମାସିକ…
ଆଉ ସପ୍ତାହେ ପରେ ଆରମ୍ଭ ହେବ ଅଗଷ୍ଟ ମାସ। ଗ୍ରହ, ନକ୍ଷତ୍ରମାନଙ୍କ ସ୍ଥିତି ହିସାବରେ ଏହି ମାସରେ କିଛି ରାଶିଙ୍କ ଭାଗ୍ୟ ଚମକିପାରେ। ଆକସ୍ମିକ ଧନ ଲାଭ ସହ ଚାକିରି, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିପାରେ। ଆସନ୍ତୁ ଜାଣିବା ରାଶିଗୁଡ଼ିକର ମାସିକ…
ଉପରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି କି ଗୁଲାମ ନବି ଆଜାଦ? ଏହାର ଜବାବ ନିଜେ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୪।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ସଭାପତି ଗୁଲାମ ନବି ଆଜାଦ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ଗୁରୁବାର (୨୪ ଜୁଲାଇ) କଟରାଠାରେ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ…
ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତି ଜୋରଦାର କଲାଣି ଚାଇନା, ଜଣାପଡିଲା ଡ୍ରାଗନର ଚାଲାକି
ନୂଆଦିଲ୍ଲୀ/ବେଜିଂ,୨୪।୭: ଗୋଟିଏ ପଟେ ଚାଇନା ଭାରତ ସହିତ ସମ୍ପର୍କ ସ୍ବାଭାବିକ କରିବା କଥା କହୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ପାଇଁ ଦ୍ରୁତ ଗତିରେ ପ୍ରସ୍ତୁତ ହେଉଛି। ସାମ୍ପ୍ରତିକ କାର୍ଯ୍ୟକଳାପକୁ ଦେଖିଲେ ଜଣାପଡୁଛି ଯେ ଚାଇନା ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ…
BMC ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ଘରୁ ହରିଣ ଶିଙ୍ଗ ମିଳିବା ପରେ ବଢିଲା ଅଡୁଆ
ଭୁବନେଶ୍ୱର,୨୪।୭: BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ୧୪୮% ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଭିଜିଲାନ୍ସ ଗିରଫ କରିସାରିଛି । ନିର୍ବାହୀ ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ, ଗୁଣୁପୁରରେ ୨ଟି କୋଠା, ଭୁବନେଶ୍ବରରେ…
କଳାବଜାରୀ ଅଭିଯୋଗ ପରେ ସାର ଦୋକାନରେ ପଶିଲା କୃଷି ବିଭାଗର ସ୍ବତନ୍ତ୍ର ଟିମ, ଚଢା ଦରରେ ବିକ୍ରି କଲେ…
ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ ଗୁରବାର କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଜିଲା…
ଭାରତ-ବ୍ରିଟେନ ଡିଲ୍କୁ ନେଇ ମଦ୍ୟପଙ୍କ ପାଇଁ ଖୁସି ଖବର, କପଡା-ଜୋତା ବି ହେବ ଶସ୍ତା, ଜାଣନ୍ତୁ FTAର କ’ଣ ପ୍ରଭାବ ପଡ଼ିବ
ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁକ୍ତରାଜ୍ୟ (ୟୁକେ) ଗସ୍ତ ସମୟରେ, ଭାରତ ଗୁରୁବାର (ଜୁଲାଇ ୨୪, ୨୦୨୫) ଦିନ ବ୍ରିଟେନ ସହିତ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷର କରିଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଚେକର୍ସ ହାଉସରେ…
ମନ୍ଦିରରୁ ଚୋରି କରିନେଇଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ
ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ) : ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଏନେଇ…
Archives


