Home Left

ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ

ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍‌ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ ପାଜିମାହାଠାରେ…

ମାସ ଶେଷରେ ଶସ୍ତା ହେଲା ସୁନା! ଜାଣନ୍ତୁ ୧୦ଗ୍ରାମ ସୁନା ପାଇଁ ଦେବାକୁ ପଡିବ କେତେ ଟଙ୍କା?

ନୂଆଦିଲ୍ଲୀ,୨୯।୭: ଶେୟାର ବଜାରରେ ହ୍ରାସ ମଧ୍ୟରେ, ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 110 ଟଙ୍କା ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ସୁନା ପ୍ରତି…

ଭୁବନେଶ୍ୱରରୁ ବିଜେଡି ଏମ୍‌ପିଙ୍କୁ ଚିଠା ପରାମର୍ଶ: ‘ସିନ୍ଦୂର’ ଅଦ୍ୱିତୀୟ କୁହ

ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍‌ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି। ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି ନବୀନ…

କଳାହାଣ୍ଡି ଜିଲାର ୬୦ ଆର୍‌ଆଇଙ୍କ ବଦଳି: ଖାଲିପଡ଼ିଛି ୩୦ ପଦବୀ

ଭବାନୀପାଟଣା,୨୯ା୭ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଗତ ଜୁନ ୧୩ରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀଙ୍କ ବଦଳି ହୋଇଛି। ଏଥିରେ ଜିଲାର ୧୩ ତହସିଲର ୬୦ଜଣ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବଦଳି କରାଯାଇଛି। ଏକସଙ୍ଗେ ଏତେ ସଂଖ୍ୟକ ଆର୍‌ଆଇଙ୍କ ବଦଳି…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମନ ମାନୁନାହିଁ: ଆସାଦୁଦ୍ଦିନ ଓୱାଇସୀ

ନୂଆଦିଲ୍ଲୀ, ୨୮ା୭: ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସୀ ଆଗକୁ ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌କୁ ବିରୋଧ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ୫ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ମ୍ୟାଚ୍‌ ଦେଖିବାକୁ ତାଙ୍କ ମନ ଅନୁମତି…

ଜାତୀୟ ସ୍ତରୀୟ ବକ୍ସିଂ ଖେଳିବେ ସୋନପୁରର ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଅମରପାଲି,୨୯/୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଦୁଇ ଜଣ ଛାତ୍ରୀ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି। ଚଳିତ ଜୁଲାଇ ୨୬ ଓ ୨୭ ତାରିଖରେ ଦୁଇ ଦିନ ଧରି ରାଉରକେଲା ସ୍ଥିତ…

ବିପଦରେ ବଡ଼ଶଙ୍ଖଠାରୁ ଗଡମା ରାସ୍ତା: କୂଳ ଖାଉଛି ନଦୀ, ବଡ଼ ବର୍ଷା ହେଲେ ..

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଡ଼ଶଙ୍ଖଠାରୁ ଗଡମା ରାସ୍ତା ଏବେ ବିପଦରେ ରହିଛି। ନଦୀ କୂଳ ଖାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା କିରାମାହା ସମେତ ନୂଆଗାଁ, କିନାରିଗାଁ, କୁଟିଲାରିଗାଁ, ସାଙ୍ଗଡମାହା, ବାଘପଦା,ଗଡ଼ମା, ମୁଣ୍ତାସାହି, ପାଡିପଙ୍କା,…

ରାତିଅଧରେ ଡାକ୍ତରଙ୍କ ଚାମ୍ବରକୁ ନେଇ ଆଟେଣ୍ଡାଣ୍ଟ୍‌ଙ୍କୁ ଅସଦାଚରଣ କରିଥିଲେ ନର୍ସିଂ ଅଫିସର: ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୯।୭(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାଉଡିଆମାନଙ୍କୁ ନେଇ ଯାଉଥିବା ବସ୍‌, ୧୮ ଜଣଙ୍କ ଚାଲିଗଲା ଜୀବନ

ରାଞ୍ଚି, ୨୮ା୭: ଝାଡ଼ଖଣ୍ଡର ଡୁମକା ଜିଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ବସ୍‌, ଯେଉଁଥିରେ କାଉଡିଆମାନେ ଯାତ୍ରା କରୁଥିଲେ, ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାଟି…

୨୦୩୦ ସୁଦ୍ଧା ୧୦୦ ଟପିବ ମହାବଳ ବାଘ ସଂଖ୍ୟା

ବାରିପଦା,୨୯ା୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମହାବଳ ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ଉପଯୁକ୍ତ ବାସସ୍ଥାନ ଭାବେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି(ଏନ୍‌ଟିସିଏ)ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏଠାରେ ମହାବଳ ବାଘ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ା ୨୦୩୦…

କମୁଛି ବାଘଙ୍କ ସଂଖ୍ୟା: ସଂରକ୍ଷଣ ଜରୁରୀ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ):ବାଘ ଦୁନିଆର ସବୁଠାରୁ ପରିଚିତ ପ୍ରାଣୀ। ଏମାନଙ୍କ ସଂରକ୍ଷଣ ଜୈବ ବିବିଧତା ତଥା ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ବାଘ ବଂଶବୃଦ୍ଧି ସହ ଏମାନଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କ ମନରେ…

ବାଇକ ଚଲାଇ ରିଲ୍ କରିବା ପଡିଲା ମହଙ୍ଗା: ଗଣିଲେ ୧୬,୦୦୦ ଟଙ୍କା ଜୋରିମାନା

କଟକ,୨୯ା୭: ବାଇକ ଚଳାଇ ରିଲ୍ କରିବା ପଡିଲା ମହଙ୍ଗା। କଟକ ସହରର ଧାଇପୁର ଅଞ୍ଚଳର ମୋହନ ସାହୁଙ୍କୁ ବାଇକ ଚଳାଇବା ବେଳେ ରିଲ୍‌ ଭିଡିଓ କରି ଦେଲେ ଜୋରିମାନା। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ତାଙ୍କୁ ୧୬,୦୦୦ ଟଙ୍କା ଜୋରିମାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri