ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ…
ଭୁବନେଶ୍ୱର,୨୯।୭: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ପୁଣି ଲଗାତାର ୩ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ? ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ,…
୧୦୦ରେ ୪ କନ୍ୟା ଅପବିତ୍ର! କାହିଁକି ଏମିତି କହିଲେ ପ୍ରେମାନନ୍ଦ ଜୀ ମହାରାଜ, ଜାଣନ୍ତୁ ଭାଇରାଲ ଭିଡ଼ିଓର ସତ୍ୟତା
ନୂଆଦିଲ୍ଲୀ,୨୯।୭: ବୃନ୍ଦାବନର ସନ୍ଥମାନେ ଆଜିକାଲି ନିଜ ବୟାନ ପାଇଁ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟ ତାଙ୍କ ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆ ଏବଂ ସାଧାରଣ ଲୋକଙ୍କ ଟାର୍ଗେଟରେ ଆସିଥିଲେ ଏବଂ ଏବେ ପ୍ରେମାନନ୍ଦ ଜୀ ମହାରାଜଙ୍କ…
ରାଜନୀତିରେ ହଇଚଇ! ଜଣାପଡିଲା ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କୁ କାହିଁକି ଭେଟିଥିଲେ ରାଜ୍ୟପାଳ!
ନୂଆଦିଲ୍ଲୀ,୨୯।୭: ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କୁମ୍ଭମପତି ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ଭେଟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିବା ପରେ ଦିଲ୍ଲୀରେ…
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକି ନେଇଥିଲେ ଟଙ୍କା, ଏବେ ଗିରଫ ହେଲେ…
ଭୁବନେଶ୍ୱର, ୨୯।୭: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହେଲେ ଅଭିଯୁକ୍ତ ନିରଞ୍ଜନ ଶତପଥୀ । ଗତ ୨୬ ତାରିଖରେ…
ପହଲଗାମ ଆକ୍ରମଣରେ ସାମିଲ ଆତଙ୍କବାଦୀ, ଅପରେଶନ ମହାଦେବରେ ନିହତ, ସଂସଦରେ ଏମିତି କହିଲେ ଶାହା
ନୂଆଦିଲ୍ଲୀ,୨୯।୭: ମଙ୍ଗଳବାର (୨୯ ଜୁଲାଇ, ୨୦୨୫) ସଂସଦରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସରକାରଙ୍କ ପକ୍ଷ ରଖିଥିଲେ। ଅମିତ ଶାହ ାକହିଛନ୍ତି ଯେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣର ଜବାବରେ, ଦେଶର ପ୍ରଧାନମନ୍ତ୍ରୀ ଦୃଢ଼ ଇଚ୍ଛାଶକ୍ତି…
ମିଟିଂ ଅଧାରୁ ଆସି ଅଫିସ କୋଠାର ସପ୍ତମ ମହଲାରୁ ଡେଇଁପଡ଼ିଲେ IT ଇଞ୍ଜିନିୟର: ସୁଇସାଇଟ୍ ନୋଟ୍ରେ ଲେଖାଅଛି ଏମିତି…
ପୁଣେ,୨୯।୮:ପୁଣେର ହିଞ୍ଜେୱାଡି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ ୨୩ ବର୍ଷୀୟ ଇଞ୍ଜିନିୟର ନିଜ ଅଫିସ କୋଠାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ପୀୟୁଷ ଅଶୋକ…
ଭୁବନେଶ୍ୱର ବିମାନବନ୍ଦରରୁ ୩୦ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଅଟକ
ଭୁବନେଶ୍ୱର,୨୯।୭: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି। ନିୟମିତ ଲଗେଜ ଯାଞ୍ଚ ସମୟରେ ଏହି ମାଦକ ଦ୍ରବ୍ୟ…
ଶରୀରରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଧବା ମହିଳା: ଭାଇ ଆଣିଲେ ସାଂଘାତିକ ଅଭିଯୋଗ
ଖଇରା,୨୯/୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା କୁପାରୀ ପଞ୍ଚାୟତ ଅଧୀନ କବର ହାତୀମୁଣ୍ଡା ଗ୍ରାମରେ ଜଣେ ବିଧବା ମହିଳା ନିଜ ଶରୀରରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି। ସେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି…
ବିଜେଡିର ବଡ଼ ଘୋଷଣା, ଅଗଷ୍ଟ ୧ରୁ ହେବ…
ଭୁବନେଶ୍ୱର,୨୯।୭: ବିଜେଡିର ବଡ଼ ଘୋଷଣା। ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ବଡ଼ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି ବିଜେଡି। ଦଳ ଘୋଷଣା କରିଛି ଯେ ଅଗଷ୍ଟ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅଗଷ୍ଟ ୯ରୁ ତୃତୀୟ…
କର୍ମଜୀବୀ ମହିଳାଙ୍କ ପାଇଁ କରାଯିବ ହଷ୍ଟେଲ ଯୋଜନା: ମହିଳା ଓ ଶିଶୁ ବିକାଶ ସଚିବଙ୍କ ଭଞ୍ଜନଗର ଗସ୍ତ
ଭଞ୍ଜନଗର,୨୯।୭(ବାବୁଲା ପ୍ରଧାନ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବ ପ୍ରଥମେ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଂଚାୟତ କାର୍ଯ୍ୟାଳୟକୁ…
ସହକାରୀ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି ଠାବ: ଉତ୍କଳ ଗ୍ୟାଲେରିଆ, ସିମ୍ଫୋନି ମଲରେ ଦୋକାନ
ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ(R&B) ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ନୀଳାଦ୍ରି ବିହାରରେ ୩ ମହଲା କୋଠା, କସମୋପଲିସରେ ୨ଟି…
ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅଗଷ୍ଟରେ ୧୦ଦିନ ଛୁଟି ରହିବ ସ୍କୁଲ-କଲେଜ! ଦେଖନ୍ତୁ ଲିଷ୍ଟ
ଭୁବନେଶ୍ୱର,୨୯।୭: ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଛାତ୍ରୀଛାତ୍ରମାନଙ୍କ ପାଇଁ ଖୁସି ଖବର । ପୁଣି ୧୦…
Archives


