ପୁଣି ହାତୀ ଉପଦ୍ରବ, ଆକ୍ରମଣରେ ଗଲା ୨ ଜୀବନ ଜଣେ ଗୁରୁତର
ହିନ୍ଦୋଳ,୩୧।୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବାଘ ଧରିଆ ଗ୍ରାମରେ ଗୁରୁବାର ଭୋର ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।…
୧୭୦ ଘଣ୍ଟା ଭାରତନାଟ୍ୟମ୍ ନୃତ୍ୟ କରି ବିଶ୍ୱ ରେକର୍ଡ
ମାଙ୍ଗାଲୁରୁ, ୩୧ା୭ କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସରେ ତାଙ୍କ ନାମ ସ୍ଥାନ…
ଶିକ୍ଷକଙ୍କୁ ଜଣାନାହିଁ ‘ଇଲେଭେନ୍’ ବନାନ
ରାୟପୁର, ୩୧ା୭: ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସରକାରୀ ସ୍କୁଲର ଶିକ୍ଷକମାନେ ଏକ ଶ୍ରେଣୀଗୃହର କଳାପଟାରେ ଇଲେଭେନ୍ ଏବଂ ନାଇଣ୍ଟିନ ସଂଖ୍ୟାର ଇଂଲିଶ ବନାନକୁ ଠିକ୍ ଭାବେ ଲେଖିପାରୁ ନ ଥିବାର ଦେଖିବାକୁ ମିଳିଛି।…
ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କିଏ, କେବେଠାରୁ କରିପାରିବେ ଆବେଦନ? ସବିଶେଷ…
ଭୁବନେଶ୍ୱର,୩୦ା୭(ସୁଚିସ୍ମିତା ସାହୁ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଅଗଷ୍ଟ ୯ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା…
ଅତି ପ୍ରବଳ ବର୍ଷା: ଏହି ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୩୦ା୭(ଅନୁରାଧା ମହାରଣା)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁରରେ ୨୫ ମିମି. ଚାନ୍ଦବାଲିରେ ୨୪.୪ ମିମି, କେନ୍ଦୁଝରରେ ୮.୮ ମିମି, ବାରିପଦାରେ…
ଚାଇନାର ବିରଳ ପୃଥିବୀ ସାମଗ୍ରୀ ବିରୋଧରେ ଆର୍ଥିକ ଯୁଦ୍ଧ ଘୋଷଣା କଲେ ଅଷ୍ଟ୍ରେଲିଆ, ଭାରତ, ଜାପାନ, ଆମେରିକା
ନୂଆଦିଲ୍ଲୀ,୩୦।୭: ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ସାମିଲ କ୍ଵାଡ୍(Quad) ଦେଶଗୁଡ଼ିକ ଚାଇନାର ବିରଳ ପୃଥିବୀ (Rare Earth Elements) ବଜାର ଉପରେ ଏକଛତ୍ର ଆଧିପତ୍ୟକୁ ରୋକିବା ପାଇଁ ଏକ ମିଳିତ ରଣନୀତି ଘୋଷଣା କରିଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ୱାଶିଂଟନରେ…
ଆଲିବାଗ ଯାତ୍ରାରେ କଟ୍ରିନା କୈଫ୍, ଭିକି କୌଶଲ: ଭାଇରାଲ ଭିଡିଓରୁ ପ୍ରେଗ୍ନେନ୍ସି ଗୁଜବ
ମୁମ୍ବାଇ: ବଲିଉଡ ତାରକା ଦମ୍ପତି କଟ୍ରିନା କୈଫ୍ (୪୨) ଓ ଭିକି କୌଶଲ (୩୭) ମୁମ୍ବାଇରୁ ଆଲିବାଗକୁ ଫେରୀରେ ଯାତ୍ରା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହି ଦମ୍ପତି ନିଜ ଜନ୍ମଦିନ ପରବର୍ତୀ ଉତ୍ସବ ପାଇଁ ଆଲିବାଗ ଯାଉଥିବା ଜଣାପଡ଼ିଛି।…
ଧାନ କ୍ରୟ ପଞ୍ଜିକରଣ ନିୟମ କୋହଳ ନିମନ୍ତେ ସ୍ମାରକପତ୍ର
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଚଳିତ ବର୍ଷ ଖରିଫ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମକୁ କୋହଳ କରିବା ସକାସେ ବୁଧବାର ଦିଗପହଣ୍ଡି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ମାରକପତ୍ର…
ଛାତ୍ରୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହଙ୍ଗା: ଅଧ୍ୟାପକଙ୍କୁ ଆକ୍ରମଣ, ଭାଙ୍ଗିଲା କାର…
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ କଲେଜର ଜଣେ ଯୁକ୍ତ ୨ ଦିତୀୟବର୍ଷ ବିଜ୍ଞାନ ଛାତ୍ରୀଙ୍କୁ ସେହି କଲେଜର ଜଣେ ଗଣିତ ଅଧ୍ୟାପକ ରାମ ସ୍ବରୂପ ପାଣିଗ୍ରାହୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଛାତ୍ରୀ…
ମୁମ୍ବାଇରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଭିଡିଓ କଲ୍ କରି ଅର୍ଧନଗ୍ନ ହୋଇଗଲେ ଶିକ୍ଷୟିତ୍ରୀ, ଗିରଫ କଲା ପୋଲିସ
ନବୀ ମୁମ୍ବାଇ,୩୦।୭: ନବୀ ମୁମ୍ବାଇ ପୋଲିସ ମଙ୍ଗଳବାର ଜଣେ ୩୫ ବର୍ଷୀୟ ମହିଳା ଶିକ୍ଷୟିତ୍ରୀଙ୍କୁ ଦଶମ ଶ୍ରେଣୀର ଜଣେ ଛାତ୍ର ସହ ଗତ ବର୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ଭିଡିଓ ଚାଟ୍ କରିବା ଅଭିଯୋଗରେ ଗିରଫ କରିଛି। ଛାତ୍ରଙ୍କ ମା’…
ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର
ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି…
ସୁଷମାଙ୍କୁ ମିଳିଲା ଗୁରୁଦାୟିତ୍ୱ: ହେଲେ ଭାଜପା ନଗର ସଭାପତି
ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଭାଜପା ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଭାଜପା ଜିଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପରେ…
Archives


