Home Left

ଆଗାମୀ ୫ ଦିନ ବର୍ଷା, ବଜ୍ରପାତ ଭୟ; ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି। ଶୁକ୍ରବାର ପୁରୀରେ ସର୍ବାଧିକ ୨୭.୧ ମିମି ଓ ଭବାନୀପାଟଣାରେ ୧୪.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ ରାଜ୍ୟର କାଁଭାଁ କିଛି ଅଞ୍ଚଳରେ ବର୍ଷା ହୋଇଛି। ତେବେ ଆଞ୍ଚଳିକ ପାଣିପାଗ…

ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ

ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଭାଓସିଲ ଗାଁ ନୂଆପଡା ବ୍ଲକ ଓ ଛତିଶଗଡ ସୀମାନ୍ତରେ…

ମଦ ଜବତ, ମହିଳା ସମେତ ୩ ଗିରଫ

ଥୁଆମୂଳ ରାମପୁର,୧ା୮(ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ଅବକାରୀ ବିଭାଗ ଶୁକ୍ରବାର କର୍ଲାପାଟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ ସହ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଣିଗୁମା…

ନୂତନ ଭାରତର ଉନତ ଆଇନ : ନୂତନ ଅପରାଧିକ ଆଇନର ଏକ ସଚେତନତା କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ବୈଠକ ଗୃହଠାରେ ଶୁକ୍ରବାର ଥାନା ଅଧିକାରୀ କେବଲ୍ୟ ସେଠଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ଆଖିଆଗରେ ରଖି ନୂତନ ଭାରତର ନୂତନ ଆଇନର ଭାରତୀୟ ନ୍ୟାୟ ସଂହିତା…

୧ ଟଙ୍କାରେ ୩୦ ଦିନ ଯାଏ ୨ ଜିବି ଡାଟା, ଅସୀମିତ ମାଗଣା କଲିଂ…ଏହି ଟେଲିକମ୍‌ କମ୍ପାନୀ ଆଣିଲା ଜବରଦସ୍ତ ଅଫର…

ନୂଆଦିଲ୍ଲୀ,୧।୮: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧ ଟଙ୍କାରେ…

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୧।୮(କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।…

ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି, ୧ା୮ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଦାରିଙ୍ଗବାଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେସନର…

ପ୍ରଥମ ଟି୨୦ ଜିତିଲା ପାକିସ୍ତାନ

ଫ୍ଲୋରିଡା,୧ା୮: ସ୍ୟାମ ଆୟୁବଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ମହମ୍ମଦ ନଓ୍ବାଜଙ୍କ ୩ ଉଇକେଟ ସଫଳତା ବଳରେ ପାକିସ୍ତାନ ୧୪ ରନରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଜିତି ନେଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ଟାର୍ଗେଟର ପିଛା କରି…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା ଘର

ସାକ୍ଷୀଗୋପାଳ,୧।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଘାସିଭବାନୀପୁର ଗ୍ରାମରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୯ଟି ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।…

ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ଗଲା ଜୀବନ

ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡିକୁ କେନ୍ଦ୍ରକରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ଖବର ପାଇ…

ବାଜି ମାରିଲା ଭାଜପା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧।୮: ଉତ୍ତରାଖଣ୍ଡରେ ଜିଲା ପଞ୍ଚାୟତ ସଦସ୍ୟ ପାଇଁ ୩୫୮ ଆସନ ପାଇଁ କଂଗ୍ରେସ, ଭାଜପା ଏବଂ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ଏବଂ ୧୦ଟି ଆସନରେ ବିପୁଳ ବ୍ୟବଧାନରେ…

ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ଏହା ଲାଗୁ କରାଗଲେ ଶିକ୍ଷକ ସମାଜ…

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଦାରିଙ୍ଗବାଡ଼ି ଶାଖା ପକ୍ଷରୁ  ସରକାରଙ୍କ ୟୁଏଏସ (ୟୁନିଫାଇଡ୍‌ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେଶନର ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri