Home Left

ପଞ୍ଜୀକରଣ ନୂଆନୀତିକୁ ବିରୋଧ: ୧୨ରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ସମତା ଭବନରେ ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁରେ ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ…

ଆଜିଠୁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୪ା୮(ସୁଚିସ୍ମିତା ସାହୁ):ତିନିବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି. ଏଡ୍‌ ଏବଂ ଏମ୍‌.ଏଡ୍‌ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହେବ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରେଗୁଲାର ମୋଡ୍‌ରେ ପାଠପଢ଼ା ସୁବିଧା ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ…

୩ ଜିଲାରେ ପ୍ରବଳ ବର୍ଷିବ, ୧୭ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର,୪ା୮ (ଅନୁରାଧା ମହାରଣା):ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ରବିବାର ଚାନ୍ଦବାଲିରେ ସର୍ବାଧିକ ୫୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱରରେ ୧୪.୦ ମିମି, ଭଦ୍ରକରେ ୧୦.୦ ମିମି, କେନ୍ଦ୍ରପଡ଼ାରେ ୬.୪ ମିମି, ରାଉରକେଲାରେ ୩.୧ ମିମି, ଯାଜପୁରରେ ୧.୫ ମିମି,…

ଓଡ଼ିଶା ଆସୁଛି ବଳଙ୍ଗା ପୀଡ଼ିତାଙ୍କ ମୃତଦେହ

ଭୁବନେଶ୍ୱର,୩।୮: ଓଡ଼ିଶା ଆସୁଛି ବଳଙ୍ଗା ପୀଡ଼ିତାଙ୍କ ମୃତଦେହ। ଦିଲ୍ଲୀରୁ ବିମାନ ଯୋଗେ ଓଡ଼ିଶା ଅଣାଯାଉଛି ମୃତଦେହ। ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏପରିକି ବିମାନ ବନ୍ଦର…

ମୟୂରଭଞ୍ଜରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଧମକ: ୨ ବର୍ଷ ହେଲା ପରୀକ୍ଷା ଅନୁଷ୍ଠିତ ହେଉନି

ମୟୂରଭଞ୍ଜ,୩ା୮: ମୟୂରଭଞ୍ଜ ଜିଲାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ (MSCBU) ଅଧୀନରେ ନର୍ସିଂ ଟେକ୍ନୋଲୋଜି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରୀମାନେ ଦୁଇ ବର୍ଷ ଧରି ପରୀକ୍ଷା ଅନୁଷ୍ଠିତ ନହେବାରୁ ଗଭୀର ମାନସିକ ସଙ୍କଟରେ ଅଛନ୍ତି। ପରୀକ୍ଷା ଓ ସାର୍ଟିଫିକେଟ ନ…

ଭ୍ରମଣ ପାଇଁ ଯାଇଥିଲେ ଆମେରିକା: କାର ଦୁର୍ଘଟଣାରେ ଚାଲିଗଲା ୪ ଭାରତୀୟ ବଂଶୋଦ୍ଭବଙ୍କ ଜୀବନ

ନୂଆଦିଲ୍ଲୀ,୩ା୮: ଆମେରିକାରେ ଭ୍ରମଣ ପାଇଁ ଯାଇ ନିଖୋଜ ଥିବା ୪ ଜଣ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ନାଗରିକଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ରାତି ୯ଟା ୩୦ ମିନିଟ୍‌ ସମୟରେ ଓ୍ବେଷ୍ଟ ଭର୍ଜିନିଆର ମାର୍ଶାଲ କାଉଣ୍ଟି ଅନ୍ତର୍ଗତ ବିଗ୍‌ ହ୍ବିଲିଂ…

ପିସିବିର ବଡ଼ କଟକଣା: ଡବ୍ଲ୍ୟୁସିଏଲ୍‌ରେ ଭାଗ ନେବେ ନାହିଁ ପାକିସ୍ତାନ ଖେଳାଳି

ଲାହୋର,୩ା୮: ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍‌)ର ପରବର୍ତ୍ତୀ ସଂସ୍କରଣରେ ପାକିସ୍ତାନ ଖେଳାଳିଙ୍କ ଭାଗନେବା ଉପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ରବିବାର କଟକଣା ଜାରି କରିଛି। ଶନିବାର ଶେଷ ହୋଇଥିବା ଡବ୍ଲ୍ୟୁସିଏଲ୍‌ର ଦ୍ୱିତୀୟ ସଂସ୍କରଣରେ ପହଲଗାମ୍‌ ଆତଙ୍କବାଦ୍‌ ଆକ୍ରମଣ କାରଣରୁ…

ଚାଞ୍ଚଲ୍ୟ! ଅଧରାତିରେ ଭଡାଟିଆ ଛାତ୍ରୀଙ୍କୁ ବଳାତ୍କାର କଲେ ଘର ମାଲିକ

ବେଙ୍ଗାଲୁରୁ,୩।୮: ବେଙ୍ଗାଲୁରୁରେ ଜଣେ କଲେଜ ଛାତ୍ରୀ ତାଙ୍କ ଟଙ୍କା ଦିଆ ବନ୍ଧୁ/ପେୟିଂ ଗେଷ୍ଟ(ପିଜି) ମାଲିକ ଆଶରଫଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଥାନାରେ ଏଫଆଇଆର ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଆଶରଫଙ୍କୁ ପୋଲିସ…

କାଉଡ଼ିଆଙ୍କ ପାଦ ସେବା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର,୩।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆରଡ଼ି ଆଖଣ୍ଡଳମଣି ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। କାଉଡ଼ିଆମାନେ ସୋମବାର ବାବାମଣିଙ୍କୁ ଜଳଲାଗି କରିବେ। ରବିବାର ଅପରାହ୍ନରୁ ସା…

ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଚାଷୀ ନିଜ ଫସଲକୁ ଜଗିବାକୁ ଯାଇ ଜୀବନ ହାରୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଭୂୟାଁ…

ମହିଳାଙ୍କଠାରେ ୟୁରିନ୍‌ ଇନ୍‌ଫେକ୍ସନ କ’ଣ? ଜାଣନ୍ତୁ କାରଣ, ଲକ୍ଷଣ ଏବଂ ଉପଚାର ନେଇ ସବିଶେଷ…

ମୂତ୍ରନଳୀ ସଂକ୍ରମଣ (Urinary Tract Infection – UTI) ଏକ ଏପରି ସଂକ୍ରମଣ, ଯାହା ମୂତ୍ରନଳୀ, ମୂତ୍ରାଶୟ କିମ୍ବା ବୃକକ୍‌ରେ ବ୍ୟାକ୍ଟେରିଆର ପ୍ରବେଶ ଓ ବୃଦ୍ଧି ଯୋଗୁଁ ହୁଏ। ଏହି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅଧିକ ଦେଖାଯାଏ। ଏହା…

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସିଡିଓ, ବିଡିଓ, ଏମ୍‌ଜିଏନ୍‌ଆର୍‌ଇିଜିଏସ୍‌ ଶ୍ରମିକ ନିୟୋଜିତ ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ସିଡିଓ (ମୁଖ୍ୟ ଉନ୍ନୟନ ଅଧିକାରୀ)ଶମ୍ଭୁନାଥ ନନ୍ଦୀ ଶନିବାର ଦାରିଙ୍ଗବାଡ଼ିର ସର୍ବ ବୃହତ ପଞ୍ଚାୟତ ପର୍ତ୍ତମାହାର ଦୁର୍ଗମ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri