Home Left

ଅନ୍ୟତ୍ର ବିବାହ ପାଇଁ ପ୍ରେମିକାର ତଣ୍ଟି ଚିପି ହତ୍ୟା: ଯୁବତୀ ଶୌଚ ପାଇଁ ଜିତିବା ବେଳେ…

ନବରଙ୍ଗପୁର,୪।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ବିଭତ୍ସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଅତିରିକ୍ତ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ…

ଆନ୍ଧ୍ର ପଥର ଖଣି ବିସ୍ଫୋରଣ ଘଟଣା : ଗାଁ ରେ ପହଞ୍ଚିଲା ଜଣଙ୍କ ପରେ ଜଣଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟିପଡ଼ୁଛି…

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) : ଆନ୍ଧ୍ରପ୍ରଦେଶ ବାପତଲା ଜିଲା ବାଲି କୁରାଭା ନିକଟରେ ଥିବା ଏକ ଘରୋଇ ଗ୍ରାନାଇଟ ଖଣିରେ ରବିବାର ପଥର ବିସ୍ଫୋରଣ ଘଟିଥିଲା। ଏଥିରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ବନମାଳୀ ବେହେରା(୩୦),…

ପାର୍କିଂରେ ଠିଆ ହୋଇଥିଲା କାର୍‌: ହଠାତ୍‌ ଲାଗିଗଲା ନିଆଁ

ସମ୍ବଲପୁର,୪।୮: ସମ୍ବଲପୁର ଚର୍ଚ୍ଚ ଛକରେ ସୋମବାର ଏକ ଅଘଟଣ ସାମ୍ନାକୁ ଆସିଛି। ପାର୍କିଂରେ ଠିଆ ହୋଇଥିବା ବେଳେ ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋର ଥିଲା ଯେ, କାର୍‌ଟି ହୁତୁ ହୁତୁ ହୋଇ ସମ୍ପୂର୍ଣ୍ଣ ଜଳି…

ବାଲିଗୁଡା ଅଭିମୁଖେ ଯାଉଥିବା କାଠ ବୋଝେଇ ମିନିଟ୍ରକକୁ ମାଡି ବସିଲେ ବନ ଅଧିକାରୀ

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ମିନି ଟ୍ରକ ସହ ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା…

ଅଗଷ୍ଟ ୭ ପରେ ଆୟୁଷ୍ମାନ କାର୍ଡରେ ହୋଇପାରିବନି ଚିକିତ୍ସା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୪।୮: ଭାଜପା ଶାସିତ ରାଜ୍ୟ ହରିୟାଣାରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଏବଂ ଗରିବ ପରିବାରଙ୍କ ପାଇଁ ଏକ ସଙ୍କଟ ଦେଖାଦେଇଛି। ହରିୟାଣାରେ, ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡଧାରୀଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ସ୍ବାସ୍ଥ୍ୟ ସେବା ବିପଦରେ ପଡ଼ିଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ…

ପୋଲିସକୁ ଧମକ ଦେଇ ଯୁବକ ଗିରଫ, ମାଉଜର ଜବତ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ।…

ବୋଇଂ ଭଳି ବିରାଟ କମ୍ପାନୀରେ କାମ ଠପ୍‌, ଧର୍ମଘଟରେ ଗଲେ ଲଢୁଆ ବିମାନ ତିଆରି କରୁଥିବା କର୍ମଚାରୀ, ଜାଣନ୍ତୁ ଏହା ପଛର ସତ୍ୟତା

ନ୍ୟୁୟର୍କ,୪।୮: ବିମାନ ଚଳାଚଳ କମ୍ପାନୀ ବୋଇଂ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରକୃତରେ, ବୋଇଂ ପ୍ରତିରକ୍ଷାର ୩୦୦୦ରୁ ଅଧିକ କର୍ମଚାରୀ ଧର୍ମଘଟ କରିଛନ୍ତି। ଏହି ଆମେରିକୀୟ କମ୍ପାନୀ F-35 ଏବଂ ଅନ୍ୟାନ୍ୟ ଅନେକ ସାମରିକ ବିମାନ ତିଆରି…

ବିଶ୍ବ ଅଭିବୃଦ୍ଧି ପାଇଁ ବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ବ ବାଣିଜ୍ୟ ଦିବସ ପାଳିତ ହେଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗରେ ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ଏବଂ ବାଣିଜ୍ୟ…

ବରିଷ୍ଠ ନାଗରିକଙ୍କ ହଜିଗଲା ଆବେଦନପତ୍ର: କ୍ଷୋଭ ପ୍ରକାଶ କଲେ କର୍ମକର୍ତ୍ତା

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ବୈଠକ ରବିବାର ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘ ପାଇଁ ଜମି ଯୋଗାଇ ଦେବାକୁ ବିଧାୟକଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ବରିଷ୍ଠ…

ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ

ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ ବିଚଳିତ…

ଯୌନ ଉତ୍ପୀଡ଼ନ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କରାଗଲା ସଚେତନ, ବାଲ୍ୟ ବିବାହଠୁ ଦୂରରେ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): ଆଜିର ଶିଶୁ କାଲିର ଭବିଷ୍ୟତ ସେମାନଙ୍କ ସାମାଜିକ ସୁରକ୍ଷା ନିହାତି ଆବଶ୍ୟକ। ବାଲ୍ୟ ବିବାହ, ବାଲ୍ୟ ଶ୍ରମିକକୁ ରୋକିବା ସହ ଯୌନ ଉତ୍ପୀଡ଼ନ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଛି। ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଉମେଶ…

ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ…କାହିଁକି ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ଶହେ ଥର ଇସ୍ତଫା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri