Home Left

ଏଣିକି ଗୋଟିଏ ଛାତ ତଳୁ ଚାଲିବ ଦେଶର ସରକାର, ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୬ା୮: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ କର୍ତ୍ତବ୍ୟ ଭବନ-୩ ଉଦଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏହାକୁ ଉଦଘାଟନ କରିଛନ୍ତି। ଏହି କୋଠାର ଉଦ୍ଦେଶ୍ୟ ହେଉଛି ଅନେକ ମନ୍ତ୍ରଣାଳୟ ଏବଂ ବିଭାଗକୁ ଗୋଟିଏ ଛାତ ତଳେ ଆଣିବା। ଦିଲ୍ଲୀର ବିଭିନ୍ନ…

ରିସେପସନ ଦେଲେ ପିନାକୀ-ମହୁଆ: ଯୋଗ ଦେଲେ ବଡ଼ ବିଜେଡି ନେତା

ନୂଆଦିଲ୍ଲୀ, ୬।୮: ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ। ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା ମଙ୍ଗଳବାର ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି ।…

ଟ୍ରମ୍ପଙ୍କୁ ନେଇ ଏମିତି କହିଦେଲେ ରାହୁଲ, ସମସ୍ତେ କାବା!

ନୂଆଦିଲ୍ଲୀ,୬।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ Xରେ ଲେଖିଛନ୍ତି ଯେ, ଦୟାକରି ଭାରତକୁ ବୁଝିବାକୁ ଚେଷ୍ଟା କରିବା ଉଚିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍‌ ଅଫିସର, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ, ଜାଣନ୍ତୁ କେଉଁଠି…

ସମ୍ବଲପୁର,୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍‌ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ…

ଶିକ୍ଷକ ବଦଳି ପ୍ରତିବାଦରେ ପୃଥକ୍‌ ଆନ୍ଦୋଳନ ଜିଲାପାଳଙ୍କ ଅଫିସ, ସ୍କୁଲ ଆଗରେ ଧାରଣା

ନୂଆପଡ଼ା,୬।୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଶିକ୍ଷକ ବଦଳି ନେଇ ମଙ୍ଗଳବାର ୨ ପୃଥକ୍‌ ସ୍ଥାନରେ ଛାତ୍ରୀଛାତ୍ର, ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନୂଆପଡ଼ା ସଦର ବ୍ଲକ ଜାମପାଣି ପଞ୍ଚାୟତ ଚିଚିରିପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ସମସ୍ୟା ନେଇ ଅଭିଭାବକମାନେ ଜିଲାପାଳ…

ମୋ ସ୍ତ୍ରୀଙ୍କୁ ବଞ୍ଚାଅ…ବନ୍ୟାରେ ଫସିଥିବା ଦମ୍ପତ୍ତିଙ୍କ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ଚାଇନାରେ ଭୟଙ୍କର ବନ୍ୟା ମଧ୍ୟରେ ଇଣ୍ଟରନେଟରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ବନ୍ୟାରେ ଫସି ରହିଥିବା ଜଣେ ବ୍ୟକ୍ତି ନିଜ ଜୀବନର ଚିନ୍ତା ନ କରି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳକୁ ଅନୁରୋଧ କରୁଥିବାର…

ବାଇକ୍‌ରେ ମା-ବାପାଙ୍କ ସହ ଆସୁଥିଲେ ଝିଅ, କଣ୍ଟେନର ଧକ୍କା ଦେବାରୁ ରାସ୍ତା ଉପରେ ଛିଟିକି ପଡ଼ିଲେ, ଆଉ ତା’ ପରେ…

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସକାଳେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାଇକ୍‌ରେ କେନ୍ଦୁଝର ଆଡ଼କୁ ଆସୁଥିବା…

ଶୋଇଥିବାବେଳେ ଶିଶୁକୁ ଦଂଶନ କଲା ବିଷାକ୍ତ ସାପ, ଚାଲିଗଲା ଜୀବନ

ଖଡ଼ିଆଳ,୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ବୋଡ଼େନ ବ୍ଲକ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ, ମା ଗିନତି ମାଝୀଙ୍କ ସାଢ଼େ ୪ ବର୍ଷର ପୁଅ ଦେବାଶିଷକୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ଘଟିଛି। ମା’ ଗିନତିଙ୍କ ସହ ତଳେ ଶୋଇଥିବା…

ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେଲା RBI: ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌କୁ ୫.୫%ରେ ଅପରିବର୍ତ୍ତିତ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ ଯୋଗୁ ଟଙ୍କା ଚାପରେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ଭାରତୀୟ…

ଦଳ ଭର୍ତ୍ତି ପୋଖରୀରୁ ମିଳିଲା ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ

ତିହିଡ଼ି,୬ା୮(ସଞ୍ଜିତ ବଳ): ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମରେ…

ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ କରାଗଲା ସଚେତନ

ଭଞ୍ଜନଗର,୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଗ୍ନିଶମବାହିନୀ ପକ୍ଷରୁ ବୁଧବାର ପ୍ରାକୃତିକ ଦୁର୍ବିପାକକୁ କିଭଳି ମୁକାବିଲା କରାଯିବ ସେନେଇ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଅଧକ୍ଷ ପ୍ରଦୀପ କମାନୁଙ୍କ ଉପସ୍ଥିତିରେ ଦମକଳ ବାହିନୀ କର୍ମଚାରୀ ତାଲିମ…

ଜନମନ ଯୋଜନାରେ ସାମିଲ କରାଯାଉ ଜିଲାପାଳଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଲୋକେ

ନୂଆପଡ଼ା,୬।୮ (ମକାରୁ ବେମାଲ): ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକେ ନୂଆପଡ଼ା ଜିଲାର ବିଭିନ୍ନ ବ୍ଲକର ୨୧ ଗାଁରେ ବସବାସ କରନ୍ତି। ସେମାନଙ୍କ ପାଇଁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆରି କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri