ରୋଗୀକୁ ନେବା ଆସିଥିଲା ୧୦୮ ଆମ୍ବୁଲାନ୍ସ, ହଠାତ୍ ରାସ୍ତାରେ ଲାଗିଲା ନିଆଁ
ବାଣପୁର,୧୨।୮ ( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଥିବା କାଁହୁ ପ୍ରଧାନଙ୍କ କୁକୁଡ଼ା ଫାର୍ମ ହାଉସଠାରେ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ…
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: କମୁନି ଗୁଳୁଗୁଳି
ଭୁବନେଶ୍ୱର,୧୨ା୮ (ଅନୁରାଧା ମହାରଣା):ରାଜ୍ୟରେ ଏବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ସୋମବାର କେନ୍ଦୁଝର, ବାଲେଶ୍ୱର ଓ କନ୍ଧମାଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହୋଇଛି। ୧୫…
୨୦୨୪ ନିର୍ବାଚନରେ ଭୋଟ ଚୋରି ଅଭିଯୋଗରେ ହାଇକୋର୍ଟ ଯିବ ବିଜେଡି
ଭୁବନେଶ୍ୱର,୧୨ା୮: ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ସୋମବାର ଘୋଷଣା କରିଛି ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଭୋଟରେ ଅସଙ୍ଗତି ଅଭିଯୋଗ ଉପରେ ସେମାନେ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର କରିବେ। ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା…
ବିଧବା ବୋହୂଙ୍କ ଗାଲ କାମୁଡ଼ିଲେ ଶ୍ୱଶୁର: ପରେ ଶାଶୁ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ, ୧୩ା୮ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜନୈକ ଶ୍ୱଶୁର ନିଜର ବିଧବା ବୋହୂଙ୍କ ଗାଲ କାମୁଡି ଦେଇଥିବା ଜୁଲାଇ ୩୧ ରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବୋହୂ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୁ ପାଲଟା…
ରାତି ୧ଟାରେ ପ୍ରେମିକାଙ୍କ ଘରେ ପଶିଲେ ପ୍ରେମିକ: ସକାଳୁ ଘଟିଲା ଏମିତି…
ମହାକାଳପଡ଼ା, ୧୨ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନାରେ ରବିବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ଘରକୁ ଆସି ପ୍ରେମିକ ଫସିଛନ୍ତି। ଏହା ଜଣାପଡ଼ିବା ପରେ ଉଭୟ ପରିବାରର ସହମତିରେ ଥାନାରେ ହାତଗଣ୍ଠି ସୋମବାର ପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
ଭୟଭୀତ ହୋଇ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ଟଳିଲା ଉତ୍ତେଜନା
ଓ୍ବାଶିଟନ୍,୧୧।୮: ଟାରିଫ୍ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ଚାଇନା ଉପରେ ଟାରିଫ ସ୍ଥଗିତକୁ ଆହୁରି ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ଟାରିଫ୍ ସ୍ଥଗିତ ରଖିବାର ନିଷ୍ପତ୍ତିକୁ ୯୦ ଦିନ ପାଇଁ…
ଧନୁଷଙ୍କୁ ଡେଟ୍ କରୁଛନ୍ତି ମୃଣାଲ? ନିଜେ ଏହି ରାଜ୍ ଖୋଲିଲେ ଅଭିନେତ୍ରୀ
ମୁମ୍ବାଇ: ନିକଟରେ ଦକ୍ଷିଣ ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଲିଙ୍କଅପ ବିଷୟରେ ଅନେକ ପ୍ରକାରର ଖବର ଆସିଥିଲା। ଧନୁଷଙ୍କୁ ମୃଣାଳଙ୍କ ଜନ୍ମଦିନ ପାର୍ଟିରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେମାନେ ପରସ୍ପରର ହାତ ଧରିଥିବାର ଦେଖାଯାଇଥିଲା। ଏବେ ମୃଣାଳ…
ଆମେରିକାର ମଣ୍ଟାନା ବିମାନବନ୍ଦରରେ ବିମାନ ଦୁର୍ଘଟଣା, ପାର୍କ କରାଯାଇଥିବା ବିମାନ ସହ ହେଲା ଧକ୍କା
ନୂଆଦିଲ୍ଲୀ,୧୨ା୮: ଆମେରିକାର ମଣ୍ଟାନା ରାଜ୍ୟର କାଲିସ୍ପେଲ ସିଟି ବିମାନବନ୍ଦରରେ ସୋମବାର ଏକ ଛୋଟ ବିମାନ ଅବତରଣ ସମୟରେ ପାର୍କ କରାଯାଇଥିବା ଅନ୍ୟ ଏକ ବିମାନ ସହ ଧକ୍କା ହେବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିନ୍ତୁ ଏହି ଘଟଣାରେ କୌଣସି…
ଭାସମାନ ଗ୍ରାମ
ପୋର୍ଟୋ-ନୋଭୋ: ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍ରେ ଏପରି ଏକ ଗ୍ରାମ ରହିଛି, ଯାହା ନିଜର ଅନନ୍ୟ ଗଠନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଦକ୍ଷିଣ ବେନିନ୍ର ବନ୍ଦର ସହର କୋଟୋନୁ ନିକଟରେ ଥିବା ନୋକୋଉ ହ୍ରଦର ମଧ୍ୟଭାଗରେ ଏହି ଗ୍ରାମ ଅବସ୍ଥିତ।…
ବାଲୋଚିସ୍ତାନ ଲିବରେସନ ଆର୍ମୀକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା
ନୂଆଦିଲ୍ଲୀ,୧୨ା୮: ଆମେରିକା ସୋମବାର ବାଲୋଚିସ୍ତାନ ଲିବରେସନ ଆର୍ମୀ (ବିଏଲଏ) ଏବଂ ଏହାର ସହଯୋଗୀ ମଜିଦ ବ୍ରିଗେଡ଼କୁ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ) ଭାବେ ଘୋଷଣା କରିଛି। ମଜିଦ ବ୍ରିଗେଡ଼କୁ ମଧ୍ୟ ବିଏଲଏର ପୂର୍ବ ନିର୍ଦ୍ଦିଷ୍ଟ ବିଶ୍ୱବ୍ୟାପୀ ଆତଙ୍କବାଦୀ (ଏସଡିଜିଟି) ସଂଗଠନ ଘୋଷଣା…
ଏସିଆ କପର ପ୍ରକୃତ ବାଦଶାହା କିଏ, କୋହଲି ନା ବାବର ଆଜମ? ରେକର୍ଡ ଦେଖିଲେ ଆଶ୍ଚର୍ଯ୍ୟ ହେବେ
ନୂଆଦିଲ୍ଲୀ,୧୨।୮: ଏସିଆ କପ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ UAEରେ ଆରମ୍ଭ ହେବ ଏବଂ ୧୪ ସେପ୍ଟେମ୍ବରରେ କ୍ରିକେଟ ପ୍ରଶଂସକମାନେ ସବୁଠାରୁ ବଡ଼ ରୋମାଞ୍ଚକର ମ୍ୟାଚ, ଭାରତ ବନାମ ପାକିସ୍ତାନ ଦେଖିବାକୁ ପାଇବେ। ଏଥର…
ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍.ଏମ୍ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି କଟକଣା ସଠିକ୍ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର ବରଗଡ଼…
Archives


