ଏଇ ଭାରତରେ
ବିବାହ କର୍ମ ସରିବା ପରେ ନବବଧୂକୁ ସାଙ୍ଗରେ ଧରି ଫେରିଥାଏ ବର। ନବବଧୂ ଶାଶୁ ଘରକୁ ଯାଇ ନୂଆ ସଂସାର ଆରମ୍ଭ କରେ। ହେଲେ ବରକନ୍ୟା ବିଦା ହୋଇ ଶାଶୁଘରକୁ ଫେରିବା ବାଟରେ ନବବଧୂଟି ଅପହରଣ କରାଯାଉଥିବାର ଅଭିଯୋଗ କରିବା କଥା…
ଅପବିକ୍ରୟ: ଏକ କଳଙ୍କିତ ଅଧ୍ୟାୟ
କହି ପୋଛି ଜାଣେ ଯିଏ, ପଚା ଚିଙ୍ଗୁଡ଼ି ବିକେ ସିଏ- ଏହି ଉକ୍ତିଟି ଆଜିର ବ୍ୟାଙ୍କଗୁଡ଼ିକ ପାଇଁ ପ୍ରଯୁଜ୍ୟ। ମହାକାଳ ଫଳ ଭାରି ସୁନ୍ଦର, ଭିତରଟା ଦେଖ ପୋଡ଼ା ଅଙ୍ଗାର ନ୍ୟାୟରେ ବାହାରକୁ ସୁନ୍ଦର ଲାଗୁଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ବୃଦ୍ଧି ପାଉଥିବା…
ଆବେଦନରୁ ଆଡ୍ମିଶନ
ପିଲାଏ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିବା ପରେ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ଆଦି କଲେଜରେ ଆଡ୍ମିଶନ ପାଇଁ ଚାଲେ ଆବେଦନ ପ୍ରକ୍ରିୟା। ଏହି ଆବେଦନ ପାଇଁ ରଖିଥିବା ନମ୍ବର, ରହୁଥିବା ଅଞ୍ଚଳ, ଆବେଦନ କରୁଥିବା ସ୍କୁଲ ବା କଲେଜର ପୂର୍ବ…
ଜାହ୍ନବୀଙ୍କ କାଷ୍ଟିଂ: ବର୍ଷିଲେ ପବିତ୍ରା
ଥିରୁଭାନନ୍ତପୁରମ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା।…
ସି.ପି. ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆର୍ଏସ୍ଏସ୍ ସହ ଜଡ଼ିତ
ନୂଆଦିଲ୍ଲୀ, ୧୮ା୮: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାଜପା ସଂସଦୀୟ ବୋର୍ଡ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମିତ ଚନ୍ଦ୍ରପୁରମ୍ ପୋନ୍ନୁସ୍ବାମୀ ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ କ୍ୟାରିୟର…
ଈଶାନ କିଷାନଙ୍କ ବଦଳରେ ଏହି ଦଳରେ ଓଡ଼ିଆ ଖେଳାଳି ଆଶୀର୍ବାଦ ସ୍ୱାଇଁଙ୍କୁ ମିଳିଲା ସୁଯୋଗ
ଭୁବନେଶ୍ୱର,୧୭ା୮: ଓଡ଼ିଶାର ଉଇକେଟ୍କିପର-ବ୍ୟାଟ୍ସମ୍ୟାନ୍ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲିପ ଟ୍ରଫି ୨୦୨୫-୨୬ରେ ଇଷ୍ଟ ଜୋନ୍ ଦଳରେ ଚୟନ କରାଯାଇଛି। ଇଷାନ କିଶନଙ୍କ ସ୍ଥାନରେ ତାଙ୍କୁ ଏହି ସୁଯୋଗ ମିଳିଛି। ସେ ସନ୍ଦୀପ ପଟ୍ଟନାୟକଙ୍କ ସହ ଦଳରେ ଯୋଗ ଦେଇଛନ୍ତି, ଅନ୍ୟପଟେ ସ୍ୱସ୍ତିକ ସାମାଲଙ୍କୁ…
ନବୀନଙ୍କୁ ଦେଖା କରିବାକୁ ହସ୍ପିଟାଲ୍ରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ-‘ସେ ICU’ରେ …’
ଭୁବନେଶ୍ୱର,୧୭ା୮: ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ୍ରେ ପହଞ୍ଚିଥିଲେ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଧାୟକ ବାବୁ ସିଂ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଡିହାଇଡ୍ରେସନ୍ ଯୋଗୁଁ…
କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…
ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି ନିଷ୍ପତ୍ତି…
ଚାଇନା ବୈଜ୍ଞାନିକ କଲେ କମାଲ: ମଣିଷ ପିଲା ଜନ୍ମ ଦେବ ରୋବଟ!
ନୂଆଦିଲ୍ଲୀ,୧୭ା୮: ଚାଇନା ବୈଜ୍ଞାନିକଙ୍କ ଦ୍ୱାରା ବିଶ୍ୱର ପ୍ରଥମ “ଗର୍ଭାବସ୍ଥା ରୋବଟ”ର ବିକାଶ ଚାଲିଛି, ଯାହା ଜୀବନ୍ତ ଶିଶୁ ଜନ୍ମ ଦେଇପାରିବ ବୋଲି ‘ଦ ଟେଲିଗ୍ରାଫ’ ରିପୋର୍ଟ କରିଛି। ଗ୍ୱାଙ୍ଜୌ ସହରର କାଇୱା ଟେକ୍ନୋଲୋଜି ଦ୍ୱାରା ଏହା ତିଆରି ହେଉଛି, ଯାହାର ନେତୃତ୍ୱ…
ଜିଲାପାଳଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ
କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ) : କେସିଙ୍ଗା ସିଟିଜେନ ଫୋରମ୍ ପକ୍ଷରୁ ଏକ ସାଧାରଣ ବୈଠକ ଫୋରମର ସଭାପତି ଡ଼.ହେମସାଗର ସାହାଙ୍କ ସଭାପତିତ୍ୱରେ ରବିବାର ସରକାରୀ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଭାଉଜଙ୍କୁ ଆକ୍ରମଣ କରି ଶଳା, ଭିଣୋଇ ଜେଲ ଗଲେ
ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମରେ ଘଟିଥିବା ପାରିବାରିକ ହିଂସା ମାମଲାରେ ପୋଲିସ କୃଷ୍ଣ ଗୌଡ଼(ଭିଣୋଇ) ଏବଂ ତାଙ୍କ ଶଳା ସମୀର ଗୌଡ଼ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ…
ସୁନୀଲ ଛେତ୍ରୀଙ୍କ ଲାଗି ଦ୍ୱାର ଖୋଲା ଅଛି: ମୁଖ୍ୟ କୋଚ୍
ବେଙ୍ଗାଲୁରୁ,୧୭ା୮: ଆସନ୍ତା ମାସରେ ହେବାକୁ ଥିବା କାଫା ନେଶନ୍ସ କପ୍ ନ୍ୟାଶନାଲ କ୍ୟାମ୍ପ ଲାଗି ଘୋଷିତ ୩୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରୁ ଭେଟେରାନ ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କୁ ବାଦ୍ ଦିଆଯାଇଥିଲା। ଏ ସମ୍ପର୍କରେ ନବନିଯୁକ୍ତ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ…
Archives


