Home Left

ଜେଲନସ୍କିଙ୍କ ଗସ୍ତ ପୂର୍ବରୁ ପୁଟିନଙ୍କୁ ଅଲଟିମେଟମ ଦେଲା ଫ୍ରାନ୍ସ

ପ୍ୟାରିସ,୩୦।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଉଭୟ ସାକ୍ଷାତ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଭବନ...

ବିଗ୍‌ ବସ୍‌ ସେଟ୍‌ରେ ଭାବପ୍ରବଣ ହେଲେ ସଲମାନ, କହିଲେ ଏ ସପ୍ତାହରେ ମୁଁ…

ମୁମ୍ବାଇ: ବିଗ୍‌ବସ୍‌-୧୯ ସେଟ୍‌ରେ ଭାଇଜାନ ସଲମାନ ଖାନ୍‌ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ କି ମୁଁ କାମନା କରୁଥିଲି ମୋତେ ଏହି ସପ୍ତାହର ଏପିସୋଡ୍‌ କରିବାକୁ ନ ପଡ଼ନ୍ତା କି। କାରଣ ୨୪ ନଭେମ୍ବରରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା, ଯାହା...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଦେଖି ଭୟ କରୁଛି ପାକିସ୍ତାନ, କାହିଁକି ଏମିତି କହିଲେ ପିଟିଆଇ ସାଂସଦ? ଜାଣନ୍ତୁ ଏହାର କାରଣ…

ଇସଲାମାବାଦ,୩୦।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ସମୟରେ, ତାଙ୍କ ଦଳର ଜଣେ ସଦସ୍ୟ ଦାବି କରିଛନ୍ତି ଯେ ଇମ୍ରାନ ଖାନ ଏବେ ବି ଜୀବିତ ଏବଂ ବର୍ତ୍ତମାନ...

‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୩୦।୧୧: ରବିବାର (୩୦ ନଭେମ୍ବର) ‘ମନ କି ବାତ’ କାର୍ଯ୍ୟକ୍ରମର ୧୨୮ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନଭେମ୍ବର ମାସ ଭାରତ ପାଇଁ ଅନେକ ଐତିହାସିକ ଏବଂ ପ୍ରେରଣାଦାୟକ ସଫଳତାରେ ପରିପୂର୍ଣ୍ଣ ଥିଲା।...

ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା,୩୦ା୧୧ (ମକାରୁ ବେମାଲ): ନୂଆପଡ଼ା ଥାନା ଅନ୍ତର୍ଗତ ସିରତୋଲ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ଅଟକାଇଛି। ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲା ସଂଯୋଜକ ରଞ୍ଜନ ସାହୁଙ୍କଠାରୁ ଖବର ପାଇ ଜିଲା ଆଇନସେବା ପ୍ରାଧିକରଣ...

ଗୌତମ ଗମ୍ଭୀରଙ୍କୁ ନେଇ ହୋଇଯାଇଛି ନିଷ୍ପତ୍ତି, ବିସିସିଆଇ ନେଇଛି ଏମିତି ଆକ୍ସନ, ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୩୦।୧୧: ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ଭାରତର ଅପମାନଜନକ କ୍ଲିନ ସୁଇପ ପରେ କୋଚ ଗୌତମ ଗମ୍ଭୀର ନିରନ୍ତର ଆଲୋଚନାର ବିଷୟ ହୋଇଛନ୍ତି। ପ୍ରଶଂସକମାନେ ଏତେ କ୍ରୋଧିତ ଯେ ସେମାନେ ପଡ଼ିଆରେ ତାଙ୍କ ବିରୁଦ୍ଧରେ ସ୍ଲୋଗାନ...

ରାଜ୍ୟ ସରକାରଙ୍କୁ ତେଲ ଚିନ୍ତା, ସମସ୍ତ ଜିଲାପାଳଙ୍କୁ ଚିଠି କରି ଏମିତି ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୧୧: ରାଜ୍ୟ ସରକାରକୁ ଜଙ୍କ ଫୁଡ୍‌ ଓ ତେଲ ଚିନ୍ତା ଏବେ ଘାରିଛି। ଏନେଇ ସମସ୍ତ ଜିଲାର ଜିଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହିତ ସବୁ ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ...

ଅଶାନ୍ତ କାଲିଫର୍ନିଆ: ଭିଷଣ ଗୁଳିକାଣ୍ଡରେ ୪ ମୃତ ୧୦ ଆହତ

କାଲିଫର୍ନିଆ,୩୦।୧୧: ଆମେରିକାର କାଲିଫର୍ନିଆରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଷ୍ଟକଟନର ଏକ ବ୍ୟାଙ୍କେଟ ହଲରେ ହୋଇଥିବା ଅଚାନକ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି...

ଏମିତି ରାସ୍ତା, ଯାହା କେବଳ ମଣିଷଙ୍କ ହାଡ଼ରେ ତିଆରି, ଏହାର ଇତିହାସ ଶୁଣିଲେ…

ଆପଣ ହୁଏତ ବିଶ୍ୱର ବିଭିନ୍ନ ରାସ୍ତା ବିଷୟରେ ଶୁଣିଥିବେ। କିଛି ରାସ୍ତା ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ଆଉ କିଛି ରାସ୍ତା ଅତ୍ୟନ୍ତ ଭୟଙ୍କର ପାଇଁ ବି ଜଣାଶୁଣା। ମାତ୍ର କେବେ ଶୁଣିଛନ୍ତି କି ଲକ୍ଷ ଲକ୍ଷ ଲୋକଙ୍କ ହାଡ଼...

ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟ୍‌ଓ୍ବା: ଆଜି ସନ୍ଧ୍ୟାରେ ଲାଣ୍ଡଫଲ

ପୁଡୁଚେରୀ,୩୦।୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କାରେ ପ୍ରଳୟ ରଚିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ରୋହିତ, ବିରାଟ ଉପରେ ସଭିଙ୍କ ନଜର

ରାଞ୍ଚି,୩୦ା୧୧: ସ୍ଥାନୀୟ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନିୟମିତ ଅଧିନାୟକ ଶୁବମନ ଗିଲ ଓ ଉପଅଧିନାୟକ ଶ୍ରେୟସ ଆୟାରଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ସିରିଜ୍‌ରେ ଦଳର ନେତୃତ୍ୱ...

ଭୋଜି ଖାଇବାକୁ ଯାଇଥିଲେ ଯୁବକ, ଗୋଡାଇ ଗୋଡାଇ ହାଣିଲେ…

ଦିଗପହଣ୍ଡି,୩୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମ ନୂଆ ସାହି ଛକ ନିକଟରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ପାଟପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri