ଦେଶର କେଉଁ ରାଜ୍ୟରେ ଅଛନ୍ତି ସବୁଠାରୁ ଅଧିକ ଲକ୍ଷପତି? ଲିଷ୍ଟରେ ଦେଖନ୍ତୁ ଓଡ଼ିଶା କେଉଁଠି!
ଯେତେବେଳେ ଆମେ ଭାରତରେ ସବୁଠାରୁ ଧନୀ କିଏ କିମ୍ବା କେଉଁଠାରେ ଲୋକମାନେ ସର୍ବାଧିକ ରୋଜଗାର କରନ୍ତି ସେ ବିଷୟରେ ଚିନ୍ତା କରୁ, ସେତେବେଳେ ଦିଲ୍ଲୀ, ମୁମ୍ବାଇ କିମ୍ବା ଗୁଜରାଟ ଭଳି ରାଜ୍ୟର ନାମ ପ୍ରାୟତଃ ଆମ ମନକୁ ଆସେ। କିନ୍ତୁ ସଦ୍ୟ…
କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ: ଏବେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୨ା୮(ପି.ଟି.):ସାମ୍ବିଧାନିକ ପଦାଧିକାରୀମାନେ ଯଦି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ମନା କରନ୍ତି କିମ୍ବା ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ରାଜ୍ୟପାଳ କୌଣସି ପଦକ୍ଷେପ ନ ନେଇ ବସିରହନ୍ତି, ତେବେ ସାମ୍ବିଧାନିକ ଅଦାଲତ ହାତବାନ୍ଧି ବସିପାରିବେ କି ବୋଲି ସୁପ୍ରିମକୋର୍ଟ ଗୁରୁବାର…
ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ, ଆଉ ତା’ ପରେ…
ବଲାଙ୍ଗୀର,୨୨ା୮(ସୁନୀଲ ମହାନ୍ତି): ପାଟଣାଗଡ଼ର ମାୟାବର୍ହା ଗାଁରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବାବେଳେ ସେ…
ଭୟଙ୍କର ଭୂକମ୍ପ: ସ୍ଥଳଭାଗକୁ ମାଡ଼ି ଆସୁଛି ସୁନାମି! ଆସିଲା ବଡ଼ ଅପଡେଟ୍
ଓ୍ବାଶିଂଟନ୍,୨୨।୮: ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଚିଲି ଉପକୂଳରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା। ଡ୍ରେକ ପାସେଜ ହେଉଛି ଦକ୍ଷିଣ ଆମେରିକାର…
ଚାଷୀଙ୍କ ପାଇଁ ଗୁଡ୍ନ୍ୟୁଜ ! ଏହି କୃଷକଙ୍କ ଖାତାକୁ ଆସିବ ୧୮ ହଜାର ଟଙ୍କା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ୍ ପିଏମ-କିଷାନ ଅଧୀନରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ସେହି ଚାଷୀଙ୍କ ମଧ୍ୟରୁ ଜଣେ ଯେଉଁମାନେ ୧୧ତମ କିସ୍ତି ପରେ ଯୋଜନାର ଟଙ୍କା ପାଇ ନାହାଁନ୍ତି,…
NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍: ଅଞ୍ଚଳରେ ଖେଳିଗଲା ଖୁସି
ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪ ରାଙ୍କ ରଖିଛନ୍ତି। ସେ ହେଉଛନ୍ତି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ମୁଖ୍ୟ…
ଜିଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସରକାରୀ ଅଫିସରଙ୍କଠାରୁ….
ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି ଭୂଷଣ ନାୟକ ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ ଜିଲାପାଳ…
ବଦଳିଯିବ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନାମ! ୭୦୦ କୋଟିର ଡିଲ୍ ପରେ ନିଆଯାଇଛି ନିଷ୍ପତ୍ତି?
ମୁମ୍ବାଇ,୨୨।୮: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ବିଦେଶରେ ମଧ୍ୟ ବହୁତ ଟଙ୍କା ନିବେଶ କରୁଛି। କିଛି ସପ୍ତାହ ପୂର୍ବରୁ, MI ଫ୍ରାଞ୍ଚାଇଜ ଦି ହଣ୍ଡ୍ରେଡ ଲିଗର ଓଭାଲ ଇନଭିନ୍ସିବଲ୍ସ ଦଳରେ ୪୯ ପ୍ରତିଶତ ଅଂଶଧନ କିଣିଛି। ଏବେ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ…
ପ୍ରେମିକାଙ୍କୁ ୭ ଖଣ୍ଡ କରି କୂଅରେ ଫିଙ୍ଗିଦେଲେ ପୂର୍ବତନ ଗାଁ ମୁଖିଆ
ନୂଆଦିଲ୍ଲୀ,୨୨।୮: ଉତ୍ତରପ୍ରଦେଶର ଝାନ୍ସି ଜିଲାର କିଶୋରପୁରା ଗାଁରେ ଜଣେ ମହିଳାଙ୍କ ଖଣ୍ଡିତ ଶରୀର କୂଅରୁ ଉଦ୍ଧାର ହୋଇଛି। ପୋଲିସ ଏହି ହତ୍ୟା ମାମଲାରେ ପୂର୍ବତନ ଗାଁ ମୁଖିଆ ସଞ୍ଜୟ ପଟେଲ ଓ ତାଙ୍କ ଭାଇ ସନ୍ଦୀପ ପଟେଲଙ୍କୁ ଗିରଫ କରିଛି। ତୃତୀୟ…
ଆଜିଠୁ ରଥଭଙ୍ଗା କାମ ଆରମ୍ଭ, ରଥ ଭଙ୍ଗାଯିବା ପରେ ଏହି କାଠ କ’ଣ ହୁଏ ଜାଣନ୍ତୁ…
ପୁରୀ,୨୨ା୮: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ…
ବିପଦକୁ ଆମନ୍ତ୍ରଣ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱରେ ଏକ ବାଣିଜି୍ୟକ ଯୁଦ୍ଧ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାକୁ ବ୍ରାଜିଲ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ସେ ୫୦% ଟାରିଫ୍ ଲାଗୁ କରିଛନ୍ତି। ଟ୍ରମ୍ପ୍ ସ୍ପଷ୍ଟ ଭାବେ କହିଛନ୍ତି, ବ୍ରାଜିଲର ନ୍ୟାୟିକ ବ୍ୟବସ୍ଥାକୁ…
ସମସ୍ତେ ପାଇଲେ ଦୁଇଟି ଲଡୁ, ମୋତେ ମିଳିଲା ଗୋଟିଏ: ସିଧା ମୁଖ୍ୟମନ୍ତ୍ରୀ ହେଲପଲାଇନରେ ଅଭିଯୋଗ କଲେ ବ୍ୟକ୍ତି
ନୂଆଦିଲ୍ଲୀ,୨୨।୮: ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜଣେ ବ୍ୟକ୍ତି କମଲେଶ ଖୁଶୱାହା ଏକ ଅଜବ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରିଛନ୍ତି। ସ୍ୱାଧୀନତା ଦିବସ ଉତ୍ସବରେ ଗ୍ରାମ ପଞ୍ଚାୟତ ଭବନରେ ତାଙ୍କୁ ଦୁଇଟି ଲଡୁ ବଦଳରେ ଗୋଟିଏ ମାତ୍ର ଲଡୁ ଦିଆଯାଇଥିଲା।…
Archives


