ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ସମାଲୋଚନା କରିଥିବା ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନଙ୍କ ଘରେ FBI ଚଢାଉ
ଓ୍ବାଶିଂଟନ,୨୨।୮: ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନ ଟ୍ରମ୍ପଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଏଫବିଆଇ ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା। ଜନ ବୋଲ୍ଟନ ଟ୍ରମ୍ପଙ୍କ ପୂର୍ବତନ ସହାୟକ ଥିଲେ ଏବଂ ଶୁଳ୍କକୁ ନେଇ ଅନେକ ଥର ଆମେରିକୀୟ ସରକାରଙ୍କୁ…
୧୦୦ ବର୍ଷ ପରେ ଲାଗୁଛି ୨ ଟି ଗ୍ରହଣ! ପିତୃପକ୍ଷରେ ଏମିତି ରୁହନ୍ତୁ ସାବଧାନ
ନୂଆଦିଲ୍ଲୀ: ପିତୃପକ୍ଷ ହେଉଛି ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବାର ଏକ ଅବଧି। ଏହି ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବର ୨୦୨୫ ରୁ ଆରମ୍ଭ ହେଉଛି। ସେହି ସମୟରେ ଏହା ୨୧ ସେପ୍ଟେମ୍ବରରେ ଶେଷ ହେବ। ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏହି ସମୟରେ…
ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍, ପରକ୍ଷିଲା…
ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡ଼ା ଜରାଶ୍ରମରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି…
ମଦପିଇ ପିଟିପକାଇଲେ ଶିକ୍ଷକ, ଏକାବେଳକେ କଥା ଯାଇ…
ବଲାଙ୍ଗୀର,୨୨।୮(ସୁନିଲ ମହାନ୍ତି): ସଇଁତଳା ଥାନା ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୁଦ୍ରାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଦ୍ୟପ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଆହତ ହୋଇଛନ୍ତି । ଛାତ୍ରଙ୍କ ପରିବାର ପକ୍ଷରୁ ଏ ନେଇ ଟିକ୍ରାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।…
ମୁନିରଙ୍କୁ ଭେଟିଲେ ଚାଇନା ବୈଦେଶିକ ମନ୍ତ୍ରୀ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା!
ଇସଲାମାବାଦ,୨୨।୮: ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟି ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଏବଂ ପାରସ୍ପରିକ ସ୍ବାର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ୱାଙ୍ଗ ୟି ବୁଧବାର ଇସଲାମାବାଦରେ…
ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା
ଭୁବନେଶ୍ୱର,୨୨।୮: ଦୁର୍ନୀତିଖୋର କର୍ମଚାରୀଙ୍କ ପ୍ରତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ଦୁର୍ନୀତିଖୋରଙ୍କୁ ଠାବ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁର୍ନୀତିଖୋର…
ଟ୍ରକ ଡ୍ରାଇଭରଙ୍କ ଭିଜାକୁ ନେଇ ଆମେରିକା ନେଲା ଏଭଳି ନିଷ୍ପତ୍ତି, ଚିନ୍ତାରେ ଭାରତ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ପ୍ରକାରର ଶ୍ରମିକ ଭିଜା ପ୍ରଦାନକୁ ତୁରନ୍ତ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର (୨୧ ଅଗଷ୍ଟ ୨୦୨୫) ଏହା ଘୋଷଣା କରିଛନ୍ତି। ଭାରତରୁ ଅବୈଧ ଭାବରେ…
ବିରୋଧିଙ୍କୁ ଟାର୍ଗେଟ କରି ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଏମିତି କହିଲେ ଶାହା, ହେଉଛି ଆଲୋଚନା
ନୂଆଦିଲ୍ଲୀ,୨୨।୮: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଏହି ସମୟରେ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ନକ୍ସଲବାଦକୁ ସମର୍ଥନ…
ଫରେଷ୍ଟ ଗେଟ ନିକଟରେ ଦୁର୍ଘଟଣା, ୨ ଆହତ ଜଣେ ମୃତ
ଗଜପତି,୨୨।୮,(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ଶୁକ୍ରବାର ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ…
ବାପାଙ୍କୁ ଖୋଜିଖୋଜି ଗଲାବେଳେ ଦେଖିଲେ ପଡିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ
ରାୟଗଡ଼ା,୨୨।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଶେଷଖାଲ ଥାନା ଅଧୀନ କାରୁବାଇ ପଞ୍ଚାୟତ ଅନ୍ତର୍ଗତ ସାନସିଗୁରୁ ଗ୍ରାମରେ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ନାରାୟଣ ମାଣ୍ଡାଙ୍ଗି(୬୦)। ତେବେ ଗୁରୁବାର ରାତିରେ ବାପାଙ୍କୁ କାତିରେ…
ଗଜପତିରୁ ବ୍ରହ୍ମପୁର ଦେଇ ଖୋର୍ଦ୍ଧା ଚାଲାଣ ବେଳେ ୧୦୦ କେଜି ଗଞ୍ଜେଇ ଜବତ, ୪ ଗିରଫ
ବ୍ରହ୍ମପୁର, ୨୨।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ସଦର ରେଞ୍ଜ ଏସପି ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସହର ପ୍ରବେଶ ପଥ ପୃଥକ ସ୍ଥାନରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଛି। ଦୁଇଟି ମାମଲାରେ ଦୁଇଟି ଗାଡ଼ି ଜବତ କରିବା ସହ ୪ଜଣ…
୧୨ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରୀ କାର୍ଯ୍ୟ ଠପ
କେନ୍ଦୁଝର, ୨୨।୦୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ଦଶ ଦଫା ଦାବିରେ ସାମୁହିକ ଛୁଟି ଆଜି ୧୨ ଦିନରେ ପହଞ୍ଚିଛି। ହେଲେ ଅଦ୍ୟାବଧି ଏହା ସମାଧାନ ହୋଇ ପାରୁ ନ ଥିବାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ଅସୁବିଧା…
Archives


