କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ
ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର...
କୋହଲିଙ୍କ ପୋଷ୍ଟର ସମ୍ମୁଖରେ ଛେଳି ବଳି ଦେଇ ବନ୍ଧା ହେଲେ ୩, ରାହୁଲ ବୈଦ୍ୟ…
ନୂଆଦିଲ୍ଲୀ,୯।୫: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛି। ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଆରସିବିର ଏହି ମହାନ ପ୍ରଦର୍ଶନରେ ଖୁସି ହୋଇ ଏହାର ପ୍ରଶଂସକମାନେ କର୍ନାଟକରେ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପୋଷ୍ଟର...
ଓଡ଼ାସିଙ୍ଗି ଠାକୁରାଣୀ ଯାତ୍ରା: ନାଟକ ଉଦ୍ଘାଟନ କଲେ ତହସିଲଦାର
ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ଓଡ଼ାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶୁକ୍ରବାର ୬ଷ୍ଠ ଦିନରେ ପହଞ୍ଚିଛି। ଗୁରୁବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଓ ଲେଙ୍କାଖାଳି ଗ୍ରାମର ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା।...
ମୋଦି ଦେଲେ ନିର୍ଦ୍ଦେଶ, ବର୍ଡରକୁ ଓହ୍ଲାଇବେ ଧୋନି-ସଚିନ ପାଇଲଟ!
ନୂଆଦିଲ୍ଲୀ,୯।୫: ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧସ୍ଥିତି ମଧ୍ୟରେ ଭାରତ ସରକାର ଟେରିଟୋରିଆଲ ଆର୍ମିଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଅଧିସୂଚନା ଜାରି କରି ସରକାର ନିର୍ଦ୍ଦେଶ ଦେଇଛନ୍ତିି, ଭାରତୀୟ ସ୍ଥଳସେନା ପ୍ରମୁଖ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ନିୟମ...
ପାକିସ୍ତାନର ଟାର୍ଗେଟରେ ଧାର୍ମିକ ସ୍ଥଳ
ନୂଆଦିଲ୍ଲୀ,୯।୫: ସୀମାରେ ଭାରତ-ପାକ ଉତ୍ତେଜନା ମଧ୍ୟରେ, ସେନା ଏବଂ ବୈଦେଶିକ ମନ୍ତ୍ରଣାଳୟ ଆଜି ଏକ ଖବରଦାତା ସମ୍ମିଳନୀ କରି ପାକିସ୍ତାନର ଦୁଃସାହସ ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେନା ଏବଂ ବୈଦେଶିକ ସଚିବ ବିକ୍ରମ...
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ
ନୂଆଦିଲ୍ଲୀ,୯।୫: ସାମ୍ପ୍ରତିକ ଭାରତ-ପାକ୍ ଯୁଦ୍ଧ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ କରିଛି। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର୍ ଜାରି ହୋଇଛି। ମେଡିକାଲ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ବାତିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି...
ଅପରେଶନ ସିନ୍ଦୂର ଡରରେ ମୋଷ୍ଟ ଓ୍ବାଣ୍ଟେଡ, ପାକିସ୍ତାନରୁ ଲୁଚି ପଳାଇଲେ ଦାଉଦ ଇବ୍ରାହିମ
ନୂଆଦିଲ୍ଲୀ,୯।୫: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କୁୁ ନେଇ ଅପରେଶନ ସିନ୍ଦୂର ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ବାୟୁସେନାର ଆକ୍ରମଣ ପରେ ଦାଉଦ ଆତଙ୍କିତ ହୋଇ ପାକିସ୍ତାନ ଛାଡ଼ି ପଳାଇଥିବା...
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଖାଦ୍ୟ ସାମଗ୍ରୀ କଳାବଜାରୀ ନକରିବାକୁ କେନ୍ଦ୍ରର ଚେତାବନୀ
ନୂଆଦିଲ୍ଲୀ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ବ୍ୟବସାୟୀମାନଙ୍କୁ ଖାଦ୍ୟ ସାମଗ୍ରୀ କଳାବଜାରୀ ବା ଗଚ୍ଛିତ ନ କରିବାକୁ ଚେତାବନୀ ଦେଇଛନ୍ତି। ସରକାର କହିଛନ୍ତି ଯେ ଦେଶରେ ଖାଦ୍ୟ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରହିଛି,...
Operation Sindoor 2.0: ସାନ ଭାଇଙ୍କୁ ବୁଝାଇବାକୁ ଲଣ୍ଡନରୁ ପାକିସ୍ତାନ ପଳାଇ ଆସିଲେ ନଓ୍ବାଜ ସରିଫ, କହିଲେ ଆମେ ଏମିତି ପୋଜିଶନରେ…
ଇସଲାମାବାଦ,୯।୫: ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁରକୁ ଦେଖି ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଲଣ୍ଡନରୁ ପାକିସ୍ତାନ ଫେରି ଆସି ବଢୁଥିବା...
ଯୁଦ୍ଧ ଭିତରେ ବଡ଼ ଖବର: ଆତ୍ମସମର୍ପଣ କରିବ ପାକିସ୍ତାନ! ଆଊ ମାତ୍ର ୪ଦିନ…
ନୂଆଦିଲ୍ଲୀ,୯।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଆକ୍ରମଣାତ୍ମକ ଆକ୍ରମଣ କରୁଛନ୍ତି। କିନ୍ତୁ ଏହି...
‘ଅପରେଶନ ସିନ୍ଦୂର’ଖବରର ଶିରୋନାମାରେ ଥିବା ସୋଫିଆ କୁରେଶୀଙ୍କ ଦରମା କେତେ ଜାଣନ୍ତି କି?
‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କୁରେଶୀ।ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ବୁଧବାର...
Atom Bomb War: ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ କିଏ ଜିତିବ? ଚମକାଇଲା AIର ଭବିଷ୍ୟବାଣୀ
ନୂଆଦିଲ୍ଲୀ, ୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଆଲୋଚନା ସାମ୍ନାକୁ ଆସିଛି ଯେ, ଯଦି ଏହି ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କିଏ ଜିତିବ? ଏକ ସମ୍ପ୍ରତି...
Archives


