Home Left

ମିଡିଆ ଚ୍ୟାନେଲରେ ଶୁଭିବ ନାହିଁ ସାଇରନ ଶବ୍ଦ, ସରକାରଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ସରକାର ଶନିବାର ସମସ୍ତ ଗଣମାଧ୍ୟମ ଚ୍ୟାନେଲକୁ ସାମୁଦାୟିକ ସଚେତନତା ଅଭିଯାନ ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ନାଗରିକ ପ୍ରତିରକ୍ଷା ବିମାନ ଆକ୍ରମଣ ସାଇରନ ଶବ୍ଦ ବ୍ୟବହାର ନ କରିବାକୁ ପରାମର୍ଶ...

ଟେରିଟୋରିଆଲ ଆର୍ମି କ’ଣ? ଭାରତ-ପାକ୍‌ ସଂଘର୍ଷ ମଧ୍ୟରେ ଯାହାର ହୋଇପାରେ ଏଣ୍ଟ୍ରି, ଭାରତୀୟ ସେନାଠାରୁ…

ନୂଆଦିଲ୍ଲୀ,୧୦।୫: ପାକିସ୍ତାନକୁ ଏମିତିରେ ଆତଙ୍କବାଦୀଙ୍କ ଗଡ଼ ବୋଲି କୁହାଯାଏ ନାହିଁ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଦେଶର ବାରମ୍ବାର ଭାରତକୁ ଧମକ ଦେଉଛି। ସାଧାରଣଜନତାଙ୍କୁ ଟାର୍ଗେଟ କରି ଘୃଣ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଏଥିଲାଗି ଏହାକୁ ଉପଯୁକ୍ତ ଜବାବ...

ଦୁଇ ସନ୍ତାନଙ୍କ ସହ ମା’ ନିଖୋଜ: ସ୍ବାମୀ କହିଲେ ଲୁଚି ଲୁଚି ଗପୁଥିଲେ ଫୋନ୍‌ରେ, ପଚାରିବାରୁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ଗତ ରବିବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା...

ଜମ୍ମୁରେ ଫସି ରହିଛନ୍ତି କି ଛାତ୍ରୀଛାତ୍ର? ଏହି ନମ୍ବରେ କରୁନ୍ତୁ କଲ୍‌ 

ଭୁବନେଶ୍ୱର,୧୦।୫: ଜମ୍ମୁରେ ଫସିରହିଥିବା ୧୧୪ ଓଡ଼ିଆ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା ହୋଇଛି।  ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ରହିଛି। ଅନ୍ୟପକ୍ଷେ...

ସମାଧାନ ହେଲା ୨୩ ଫୌଜଦାରୀ, ୨ ଦେଓ୍ବାନୀ ମାମଲା

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ମାଜିଷ୍ଟ୍ରେଟ୍‌ ନୀଳିମା ଷଡ଼ଙ୍ଗୀ ୨୩ଟି ଫୌଜଦାରୀ ଏବଂ ୨ ଟି ଦେଓ୍ବାନୀ ମାମଲାର ଚୂଡ଼ାନ୍ତ ସମାଧାନ କରିଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ...

ଆତ୍ମ ସମର୍ପଣ କଲା ପାକିସ୍ତାନ! ବୈଦେଶିକ ମନ୍ତ୍ରୀ କହିଲେ ଯଦି ଭାରତ ଥମି ଯିବ ଆମେ…

ଇସଲାମାବାଦ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଯୁଦ୍ଧ ବନ୍ଦ କରେ, ଆମେ ମଧ୍ୟ ବନ୍ଦ କରିବାକୁ...

ଭାଙ୍ଗିଯିବ INDIA ମେଣ୍ଟ! ଭାଜପାରେ ଯୋଗ ଦେବେ ଅଖିଳେଶ? ବରିଷ୍ଠ ଏମପିଙ୍କ ବଡ଼ ଦାବି

ଲକ୍ଷ୍ନୌ,୧୦।୫: ଉତ୍ତରପ୍ରଦେଶ ଉନ୍ନାଓର ଭାରତୀୟ ଜନତା ପାର୍ଟି ଏମପି ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ତାଙ୍କର ଦାବି ସୂଚାଇ ଦେଉଛି ଯେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ...

SBI CBO Recruitment 2025: ଏସବିଆଇ CBOର ୩୩୨୩ ପଦବୀ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେଶନ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୦।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସର୍କଲ ବେସଡ ଅଫିସର (CBO) ନିଯୁକ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଦାଖଲର ଶେଷ ତାରିଖ ୨୯ ମେ’। ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ sbi.co.in କୁ ଯାଇ...

ଓଲଟିଲା ଯାତ୍ରୀବାହୀ ବସ୍‌: ୧୫ ଆହତ, ୭ ଗୁରୁତର

ରାଇରଙ୍ଗପୁର,୧୦ା୫: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଁଳାଯୋଡ଼ି ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଶନିବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳେରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର...

ସୀମାରେ ଉତ୍ତେଜନା: ଭାରତ ବିଜୟ ପାଇଁ ମଧ୍ୟପ୍ରଦେଶରେ ଚାଲିଛି ମହାଯଜ୍ଞ

ମଧ୍ୟପ୍ରଦେଶ, ୧୦।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି। ଭାରତ ମାତାର ବିଜୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଅପରେଶନ ସିନ୍ଦୂର ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଭାରତର...

ବାଣ ଗୋଦାମରେ ବିସ୍ଫୋରଣ ଘଟଣା: ପୂର୍ବରୁ ଯାଇଥିଲା ୨ ଜୀବନ, ଆଜି ଆଉ ୩ ଆଖି ବୁଜିଲେ

ଭଦ୍ରକ,୧୦ା୫(ସନାତନ ରାଉତ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଭଦ୍ରକ ପୌରପାଳିକା ୨୫ ନଂ ଓ୍ବାର୍ଡ ହଳଦୀ ବାଇପାସ ଠାରେ ଗତ ମଙ୍ଗଳବାର ଏକ ବାଣ ଗୋଦାମରେ ଘଟିଥିବା ବିସ୍ଫୋରଣରେ ଘଟଣା ଦିନ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଗୁରୁତର ମଧ୍ୟରୁ...

Operation Sindoor: ଅପରେଶନ ସିନ୍ଦୂରର ଆଉ ଏକ ଭିଡିଓ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୫: ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଧ୍ୱଂସ କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ୮ ଏବଂ ୯ ମଇ ୨୦୨୫ ରାତିରେ ନିଆଯାଇଥିଲା, ଯେତେବେଳେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ଅନେକ ସହରରେ ଡ୍ରୋନ ଆକ୍ରମଣ କରିବାକୁ ଘୃଣ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri