ଆଇପିଏଲ୍ ସସ୍ପେଣ୍ଡ ପରେ ସ୍ବଦେଶ ଫେରିଗଲେ ଖେଳାଳି
ନୂଆଦିଲ୍ଲୀ,୧୦ା୫: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ହାଇ-ପ୍ରୋଫାଇଲ ଟି୨୦ ଲିଗ୍ ଆଇପିଏଲ୍କୁ ଏକ ସପ୍ତାହ ପାଇଁ ସସ୍ପେଣ୍ଡ କରାଯିବା ପରେ ବିଭିନ୍ନ ଫ୍ରାଞ୍ଚାଇଜରୁ ପ୍ରତିନିଧିତ୍ୱ କରୁଥିବା ବିଦେଶୀ ଖେଳାଳିମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଛନ୍ତି। ପଡ଼ୋଶୀ ଜମ୍ମୁ ଓ ପଠାନ୍କୋଟ...
ରାସ୍ତାରେ ଜଳିଗଲା କାର୍
ପଦ୍ମପୁର,୧୦ା୫(ପ୍ରଦୀପ୍ତ ଦାଶ)- ପଦ୍ମପୁର ଭେଉରିଆ ଛକ ପାଇକମାଲ ରାସ୍ତାରେ ଶନିବାର ଏକ କାର୍ ଜଳିଯାଇଛି। ଏଥିରେ କାର୍ ଚାଳକଙ୍କ ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପଦ୍ମପୁର ଅନ୍ତର୍ଗତ ବରିକେଲର ନରେଶ ଷଡ଼ଙ୍ଗୀ ଯାତ୍ରୀମାନଙ୍କୁ ନେଇ ପଦ୍ମପୁର ଆସୁଥିବା ବେଳେ...
ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
ନୂଆପଡ଼ା,୧୦ା୫(ମକାରୁ ବେମାଲ): ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ କୋମାଖାନ ଥାନା ଅଞ୍ଚଳରୁ ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ, ନୂଆପଡା ଜିଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ସିରତୋଲ ଗ୍ରାମର ମାନସ ତ୍ରିପାଠୀ (୩୦)...
ରାତି ଅଧରେ ଭାରତୀୟ ସେନାର ବଡ଼ ଘୋଷଣା, ଅପରେଶନ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଶନିବାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଯୁଦ୍ଧବିରତି ଉଲଘଂନ କରି ଅନେକ ସ୍ଥାନରେ ପ୍ରବଳ ଗୁଳିବର୍ଷା କରିଛି।...
ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା!
ବେଜିଂ/ଇସଲାମାବାଦ, ୧୦।୫: ଚାଇନା ତା’ର ନିକଟତମ ବନ୍ଧୁ ପାକିସ୍ତାନକୁ ସମର୍ଥନ ଜାରି ରଖିବାକୁ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇୟୀ ଶନିବାର କହିଛନ୍ତି ଯେ, ଚାଇନା ପାକିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସ୍ବାଧୀନତା ରକ୍ଷା...
LoCରେ ଅସ୍ତ୍ରବିରତି ଉଲ୍ଲଘଂନ, ଏପଟେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣଇଲେ ଶେହବାଜ
ଇସଲାମବାଦ,୧୦।୫: ଭାରତକୁ ଅସ୍ତ୍ରବିରତି ପାଇଁ ନିବେଦନ କରିବା ପରେ, ପ୍ରାୟ ତିନି ଘଣ୍ଟା ପରେ ପାକିସ୍ତାନ ନିଜେ ଏହାକୁ ଉଲଘଂନ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ...
ରୋହିତଙ୍କ ସ୍ଥାନ ନେଇପାରନ୍ତି ଗିଲ୍
ନୂଆଦିଲ୍ଲୀ,୧୦ା୫: ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ ପୂରଣ କରିପାରନ୍ତି ପ୍ରତିଭାସମ୍ପନ୍ନ ବ୍ୟାଟର ଶୁବମନ ଗିଲ୍। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ...
କଚ୍ଛ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ: ବ୍ଲାକ ଆଉଟ୍ ହେଲା ସହର
କଚ୍ଛ,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଥିବା ବେଳେ ଗୁଜରାଟର କଚ୍ଛ ଆକାଶରେ ମଧ୍ୟ ଉଡ଼ିଛି ପାକିସ୍ତାନୀ ଡ୍ରୋନ। ଏନେଇ ଗୁଜରାଟ...
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ…
କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଛି। ଯୁଦ୍ଧବିରତି ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଜାତୀୟ...
ଅସ୍ତ୍ରବିରତି ପରେ ବି ରକ୍ଷା ପାଇବନି ପାକିସ୍ତାନ, ହେବ ବଡ଼ ଆକ୍ସନ!
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ମେ ୧୦ ସଂଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନିଶ୍ଚିତ କରିଛି। ଭାରତ ଏବଂ...
କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ
ନିଶ୍ଚିନ୍ତକୋଇଲି,୧୦।୫(ଅଶୋକ କୁମାର ମହାପାତ୍ର ): ଶନିବାର ପଡିଥାନ୍ତା ଚତୁର୍ଥୀ କାର୍ଯ୍ୟ। ଦୁଇଟି ହୃଦୟ ଏକାଠି ହୋଇ ଗାଡିଥାନ୍ତେ ନୂଆ ସଂସାର। ହେଲେ ଆଶା ଆଶାରେ ରହିଗଲା। ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା...
ଯଦି ଅସ୍ତ୍ରବିରତି ପରେ ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଦେବ କି କଡ଼ା ଜବାବ? ଜାଣନ୍ତୁ…
ନୂଆଦିଲ୍ଲୀ,୧୦।୫: ଅପରେଶନ ସିନ୍ଦୂର ଅଧୀନରେ ଭାରତର ଦ୍ରୁତ ଆକ୍ରମଣ ଯୋଗୁଁ, ପାକିସ୍ତାନକୁ 86 ଘଣ୍ଟା ମଧ୍ୟରେ ପଛକୁ ହଟାଇ ଦିଆଯାଇଛି। ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ,...
Archives


