ପ୍ରବଳ ବର୍ଷିିବ: ଆସନ୍ତାକାଲି ପାଇଁ ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର,୨୯।୮: ଆସନ୍ତା ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ହେଲା…
ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ
ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର…
ଚାଷ ଜମିରୁ ମିଳିଲା ଆରପିଏଫ କର୍ମଚାରୀଙ୍କ ମୃତଦେହ, ନୂଆଖାଇ ପାଳନ କରି ଫେରୁଥିବାବେଳେ…
ବଲାଙ୍ଗୀର , ଟିଟିଲାଗଡ,୨୯।୮ , (ସୁନିଲ ମହାନ୍ତି, ଶରତ ମିଶ୍ର) : ଟିଟିଲାଗଡ ରେଲୱେ ପୋଲିସ କର୍ମଚାରୀଙ୍କ ମୃତଦେହ ଜଗୁଆ ଗାଁର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭକ୍ତ କର । ସେ…
ଯୌତୁକ ଦାବି ଅସହ୍ୟ ହେବାରୁ ଶେଷରେ ଜୀବନ ହାରିଲେ ଇଞ୍ଜିନିୟର ପତ୍ନୀ
ବେଙ୍ଗାଲୁରୁ,୨୯।୮: ମଙ୍ଗଳବାର ରାତିରେ କର୍ନାଟକର ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେପାଲ୍ୟାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ, ୨୭ ବର୍ଷୀୟା ଟେକ୍ନିସିଆନ ଶିଳ୍ପା ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଯୌତୁକ ପାଇଁ ନିରନ୍ତର ନିର୍ଯାତନା ଯୋଗୁ ଶିଳ୍ପା ଆତ୍ମହତ୍ୟା କରିଥିବା ତାଙ୍କ…
ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ ନା ଅଖିଳେଶ ଯାଦବ କାହାକୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି ଜନତା? ଚମକାଇ ଦେବ ସର୍ଭେ
ନୂଆଦିଲ୍ଲୀ,୨୯।୮: ଦେଶର ରାଜନୈତିକ ପରିବେଶ ଏବେ ଖୁବ ଉଷ୍ମ। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଲଗାତାର ଘେରୁଛନ୍ତି, ବିଶେଷକରି ଭୋଟ ଚୋରି ଅଭିଯୋଗକୁ ନେଇ। ଏହି ସମୟରେ, ଇଣ୍ଡିଆ ଟୁଡେ ସି ଭୋଟରଙ୍କ ମୁଡ ଅଫ ଦି ନେସନ ସର୍ଭେରେ ଅନେକ…
ପାଣ୍ଡିଆନ୍ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍ କଲେ…
ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି…
ଗଣେଶଙ୍କୁ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ଅଷ୍ଟମଶ୍ରେଣୀ ଛାତ୍ର: ବାହୁନି ବାହୁନି କାନ୍ଦୁଛି ମା’
ଭୁବନେଶ୍ୱର,୨୯।୮: କାଳ ହେଲା ଗଣେଣ ଭସାଣି। ସ୍କୁଲରେ କରିଥିଲେ ଗଣେଶ ପୂଜା । ଆଜି ଗଣେଶଙ୍କୁ ନେଇ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ପ୍ରହ୍ଲାଦ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛ ଯାଜପୁର ଜିଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ।…
ଯୁବକଙ୍କ ଉପରେ ମାଡିଯାଇ ୨ ଟି ଘରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ, ଗାଡି ଧରି ଚମ୍ପଟ ମାରୁଥିବାବେଳେ…
ଧରାକୋଟ,୨୯।୮: ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ସିରିଜ ଦୁର୍ଘଟଣା। ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ ସହ ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ…
ଓଡ଼ିଶାରେ ବଡ଼ ଘୋଷଣା କଲେ ଓମ ବିର୍ଲା! SC/ST ଜାତୀୟ ସମ୍ମିଳନୀରେ କହିଲେ…
ଭୁବନେଶ୍ୱର,୨୯।୮: ଆଜି ଓଡ଼ିଶା ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଓମ ବିର୍ଲା ଉଦ୍ବୋଧନ ଦେଇ…
SC/STଙ୍କ ଉତ୍ଥାନ ବିନା ରାଜ୍ୟର ବିକାଶ ହୋଇପାରିବ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୮: SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ।ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ। ୨୩% ଆଦିବାସୀ ଓ ୧୭ ପ୍ରତିଶତ…
ଇସ୍ତଫା ଦେଲେ ରୋଜର ବିନ୍ନି, ରାଜୀବ ଶୁକ୍ଳା ହେଲେ BCCIର କାର୍ଯ୍ୟକାରୀ ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୯।୮: ରୋଜର ବିନ୍ନି ଆଉ ବିସିସିଆଇ ସଭାପତି ନାହାନ୍ତି। ସେ ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ରାଜୀବ ଶୁକ୍ଳାଙ୍କ ହାତକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇର କାର୍ଯ୍ୟକାରୀ…
ମୋଦିଙ୍କୁ ଭେଟି ନିଜର ଅନୁଭୂତି କହିଲେ ଜାପାନୀ କଳାକାର
ଟୋକିଓ,୨୯।୮: ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜାପାନୀ ସମ୍ପ୍ରଦାୟ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ଏବଂ ଏମିତି ଏକ ଦୃଶ୍ୟ ଉପସ୍ଥାପନ କରିଥିଲେ ଯାହା…
Archives


