ଦିନକରେ ନିବେଶକ ଯୋଡ଼ିଲେ ୧୬ଲକ୍ଷ କୋଟି
ମୁମ୍ବାଇ,୧୩।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି। ଗୋଟିଏପଟେ ଭାରତ-ପାକ୍ ଯୁଦ୍ଧର ବିରତି ଘୋଷଣା ଏବଂ ଅନ୍ୟପଟରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କା...
କରାଚୀ, ଲାହୋର ସାମରିକ ସ୍ଥଳକୁ ଟାର୍ଗେଟ୍ ହୋଇଥିଲା
ନୂଆଦିଲ୍ଲୀ,୧୩ା୫: ପାକିସ୍ତାନୀ ସେନା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା କରାଚୀ ଓ ଲାହୋରରେ ଥିବା ସାମରିକ ସ୍ଥଳକୁ ଟାର୍ଗେଟ୍ କରିଥିଲା। ଏକ ଗଣମାଧ୍ୟମ ସମ୍ମିଳନୀରେ ବାୟୁସେନାର ଅପରେଶନ୍ସ ଡିଜି ଏୟାର ମାର୍ଶାଲ ଏ.କେ. ଭାରତୀ ଏହି ସୂଚନା ଦେଇଛନ୍ତି।...
ମେଡିକାଲ କଲେଜ ଦାବି, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ସହ ବରଗଡ଼ ନାଗରିକ ମଞ୍ଚ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ବରଗଡ଼ ଗସ୍ତରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା...
ହତାଶ ପାକିସ୍ତାନ ବିଶ୍ୱ ସମୁଦାୟଙ୍କୁ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ ପରେ ତିନି ଦିନିଆ ସଂଘର୍ଷ ସମୟରେ ଭାରତୀୟ ସେନା ପାକିସ୍ତାନର ଅନେକ ସାମରିକ ସ୍ଥାନ ଏବଂ ବାୟୁସେନା ଘାଟିକୁ କ୍ଷତିଗ୍ରସ୍ତ କରିବା ପରେ ପାକିସ୍ତାନ ହତାଶ ହୋଇ...
୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ
ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି,...
ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା…
ଖଜୁରିପଡ଼ା,୧୨ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମର ୨ଟି ପ୍ରହଲ୍ଲାଦ ନାଟକ ଚାଲିଥିବା ବେଳେ ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ...
ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ
ଲାଠୋର,୧୨।୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଞ୍ଚଳରେ ୩ ମହିଳାଙ୍କୁ ଟଣା ଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଛି। ସେ ହେଲେ ରାଜକୁମାର...
ପ୍ରସୂତିୱାର୍ଡ ଡଷ୍ଟବିନରେ ମୃତ ନବଜାତ ଶିଶୁପୁତ୍ର: ଅନ୍ୟତ୍ର ପୋତିବା ପୂର୍ବରୁ ଭାଇରାଲ ହୋଇଗଲା….
ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପ୍ରସୂତି ୱାର୍ଡ ଡଷ୍ଟବିନରେ ଏକ ମୃତ ନବଜାତ ଶିଶୁପୁତ୍ର ପଡ଼ିଥିବାସୋମବାର ଦେଖିବାକୁ ମିଳିଛି। ତେବେ ମୃତ ନବଜାତ ଶିଶୁପୁତ୍ରଟି କାହାର ତାହା ସଠିକ୍ ଭାବେ ଜଣାପଡ଼ିନାହିଁ। ଅପରପକ୍ଷେ ମେଡିକାଲ ରେକର୍ଡରେ...
ଦୋକାନୀଙ୍କୁ ହଟାଇଲା ପ୍ରଶାସନ
ସେମିଳିଗୁଡା/ସୁନାବେଡା,୧୨ା୫(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ)-ସୁନାବେଡା ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧୀନ ସେମିଳିଗୁଡା ସହର ଦେଇ ଯାଇଥିବା ରାଜ ରାସ୍ତା ଓ ନନ୍ଦପୁର ରାସ୍ତା କଡ଼ର ସମସ୍ତ ବ୍ୟବସାୟୀଙ୍କୁ ହଟାଯାଇଛି। ଉଭୟ ରାସ୍ତା କଡ଼ରେ ଉଠା ଦୋକାନୀମାନେ ବ୍ୟବସାୟ କରିବା ଦ୍ୱାରା...
ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ: ଆଶ୍ଚର୍ଯ୍ୟ କରିବ ସମ୍ପୂର୍ଣ୍ଣ ..
‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା...
ବାପା ଲଗାଇଥିବା ଲିଚୁ, ଆମ୍ବ ଏବେ…
ଖଜୁରିପଡ଼ା,୧୨ା୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଉଛି। ଲିଚୁ ଓ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି...
ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ଗିରଫ
ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍ ନୋଟ୍ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ...
Archives


