Home Left

ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ: ଅମଳ କରି ପ୍ରସ୍ତୁତି ଅପେକ୍ଷାରେ ଚାଷୀ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ...

ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ: କୌଣସି ଅପ୍ରୀତିକର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଲେ କଥା ବହୁତ ଆଗକୁ ଯିବ

ଶ୍ରୀଗନର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ରାଜନାଥ ସେନା କର୍ମଚାରୀଙ୍କୁ ଭେଟିବା ପରେ କହିଛନ୍ତି, ପାକିସ୍ତାନର ପରମାଣୁ ବୋମାକୁ IAEA(ଅନ୍ତର୍ଜାତୀୟ ଆଣିବକ ଶକ୍ତି...

ପାକିସ୍ତାନର ପରମାଣୁ ଠିକଣା ପାଇଗଲା ଆମେରିକା! ଦେଲା ସାଂଘାତିକ ବୟାନ, ବିଶ୍ୱରେ ଚହଳ…

ଓ୍ବାଶିଂଟନ୍‌,୧୫।୫: ପାକିସ୍ତାନର କିରାନା ହିଲ୍ସରେ ଥିବା ପରମାଣୁ ପ୍ରତିଷ୍ଠାନ ଉପରେ ଭାରତୀୟ ବୋମାମାଡ଼ ହୋଇଥିବା ଏବଂ ରେଡିଓଆକ୍ଟିଭ ଲିକେଜ ଆରମ୍ଭ ହେବା ପରେ ସାରା ବିଶ୍ୱରେ ଚହଳ ପଡିଛି। ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ଆମେରିକୀୟ...

ପାକ୍‌ ପରେ ବାଂଲାଦେଶକୁ ମିଳିଲା ୧.୩ ବିଲିୟନ ଡଲାରର ଋଣ, ଆମେରିକାର ବଡ଼ ପ୍ଲାନ!

ଢାକା,୧୫।୫: ଜୁନ ମାସରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ବାଂଲାଦେଶକୁ 1.3 ବିଲିୟନ ଡଲାରର ବେଲଆଉଟ ଦେବାକୁ ଯାଉଛି। ମୁଦ୍ରା ବିନିମୟ ହାରରେ ଉନ୍ନତି ପାଇଁ ସର୍ବସମ୍ମତି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିମାଣ ବାଂଲାଦେଶକୁ IMFର...

କର୍ଣ୍ଣେଲ ସୋଫିଆଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା: ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ଭୋପାଳ,୧୫ା୫: ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାନି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ନୂତନ ମୁଖ୍ୟ ବିଚାରପତି...

ବୟଫ୍ରେଣ୍ଡଙ୍କ ଆଗରେ ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ ହେବାପରେ ଘଟିଲା…

ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶର ବିଜନୌର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜିଲାର କିରତପୁର ଥାନା ଅଞ୍ଚଳର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଯୁବତୀ ସେହି ଗାଁର...

ରାଜନୀତି କରିବେ ହିଟ୍‌ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ...

ମନ୍ଦିର ଦର୍ଶନବେଳେ ଘେରିଗଲେ ବାଘୁଆ ମହୁମାଛି: ୪ ଭକ୍ତ ଗୁରୁତର

ଗଜପତି,୧୫।୫:ବାଘୁଆ ମହୁ ମାଛି ଆକ୍ରମଣରେ ଚାରି ଭକ୍ତ ଗୁରୁତର। ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିବାବେଳେ ଘଟିଛି ଏପରି ଅଘଟଣ। ପୂର୍ବରୁ ମଧ୍ୟ ହନୁମାନ ଜୟନ୍ତୀ ଦିନ ମନ୍ଦିରରେ ହୋଇଥିଲା ମହୁମାଛି ଆକ୍ରମଣ। ଗଜପତି ଜିଲା ମୋହନା...

IMFରୁ ମିଳିଥିବା ଟଙ୍କାରୁ ଋଷିଆଠାରୁ S-400 କିଣିବ ପାକିସ୍ତାନ? ଭାରତର ବଢିଲା ଟେନଶନ!

ଇସଲାମବାଦ,୧୫।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଧ୍ୱଂସ କରିଦେଇଥିଲା। ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, IMF ପାକିସ୍ତାନକୁ 2.4 ବିଲିୟନ ଡଲାର ଦେଇ ସାହାଯ୍ୟ କରିଛି। ଏହି...

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍‌, ଜଣାପଡିଲା ବଡ଼ କାରଣ…

ଭୁବନେଶ୍ୱର,୧୫।୫: ଇସ୍ତଫା ଦେଲେ ମୁନା ଖାନ୍‌! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍‌। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ...

ମନସୁର-ଶିଶିରଙ୍କୁ ସଫଳତା: କନିଷ୍ଠ ଯନ୍ତ୍ରୀ ପାଇଁ ଯୋଗ୍ୟ ବିବେଚିତ

କର୍ଲାମୁଣ୍ଡା/ରିଷିଡା:୧୫।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ସଦ୍ୟ ପ୍ରକାଶିତ ଜୁନିୟର ଇଂଜିନିୟର ସିଭିଲ ବିଭାଗରେ ଏହି ବ୍ଲକର ପୌରକେଲା ପଂଚାୟତ କୁନ୍ଦେଇପାଲି ଗ୍ରାମ...

ପାକିସ୍ତାନୀ ସେନାଙ୍କୁ ଭେଟିବାକୁ ପହଞ୍ଚିଲେ ଶେହବାଜ, ଯୁଦ୍ଧ ଟ୍ୟାଙ୍କ୍‌ ଉପରେ ଚଢି କଲେ ବଡ଼ ଘୋଷଣା

ଇସଲାମବାଦ,୧୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କୁ ଭେଟିବା ପାଇଁ ଆଦମପୁର ଏୟାରବେସରେ ପହଞ୍ଚିଥିଲେ। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ତାଙ୍କ ସେନାକୁ ଭେଟିବାକୁ ଆସିଥିଲେ। ସେ ପସରୁର ସେନା ଛାଉଣୀ ପରିଦର୍ଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri