ଭାରତର ୬ସୀମାରେ ହାଇ ଆଲର୍ଟ, ବାଂଲାଦେଶ ସହ ହେବ…
ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବା ବେଳେ, ଅନ୍ୟ ଏକ ପଡ଼ୋଶୀ ଦେଶ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଉଛି। କାରଣ ହେଉଛି ଭାରତରୁ କଥିତ ’ପୁସ-ଇନ’ କାର୍ଯ୍ୟକଳାପ। ଗତ ଦୁଇ ସପ୍ତାହ ମଧ୍ୟରେ, ବାଂଲାଦେଶ ସୀମାର...
ପୁଣି କଥା ବଦଳାଇଲେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଲେ ବଡ଼କଥା…
ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ପରେ ମେ ୧୦ରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ଯୁଦ୍ଧବିରତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ପ୍ରଶାସନ ଏହାର...
ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍
ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି ବୟସ୍କ ଦମ୍ପତିଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ବୟସ୍କ ଦମ୍ପତିମାନେ ଏହାକୁ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...
ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ
କଟକ,୧୬ା୫: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣପାଡ଼ିଛି। ସୂଚନାଯୋଗ୍ୟ,...
ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା
ଦାରିଙ୍ଗବାଡି,୧୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ପାଣି ଏକାଧିକ ସ୍ଥାନରେ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଏବଂ...
କାର୍କୁ ସାଇଡ୍ ଦେବାକୁ ଯାଇ ଘାଟିରେ ଓଲଟିଲା ବୋଲେରୋ
ମୋହନା,୧୬ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର। ବୋଲେରୋଟି ଚନ୍ଦ୍ରଗିରିରୁ...
ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି
ଦୁବାଇ, ୧୬ା୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ ଅଧିକ। ୨୦୨୩ରେ ଭାରତ ବିପକ୍ଷ ଫାଇନାଲ ଜିତି ଅଷ୍ଟ୍ରେଲିଆ ୧.୬ ନିୟୁତ ଡଲାର...
ପୂର୍ବତନ ସୈନିକଙ୍କୁ ହତ୍ୟା: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ପରେ ୬ ଖଣ୍ଡ କରି ନଦୀରେ ଭସାଇଦେଲେ ସ୍ତ୍ରୀ
ନୂଆଦିଲ୍ଲୀ,୧୬।୫: ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଜଣେ ପୂର୍ବତନ ସୈନିକଙ୍କୁ ତାଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ଦ୍ୱାରା ହତ୍ୟା କରାଯାଇଛି। ପୋଲିସ ୫୦ ବର୍ଷୀୟ ଜଣେ ମହିଳା, ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି, ଯେଉଁମାନେ...
ରାଉରକେଲା ରେଳ ଷ୍ଟେସନରେ ବିଏସଏଫ ଯବାନଙ୍କ ରହସ୍ୟମୟ ମୃତ୍ୟୁ
ରାଉରକେଲା,୧୬।୫: ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅନ୍ତର୍ଗତ ରାଉରକେଲା ରେଳ ଷ୍ଟେସନରେ ଜଣେ ବିଏସଏଫ ଯବାନଙ୍କର ରହସ୍ୟମୟ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାମ ସଞ୍ଜୟ ଦାସ (୩୯), ଯିଏ ଆସାମର ବାସିନ୍ଦା ଥିଲେ। ସେ ଛତିଶଗଡ଼ ବିଏସଏଫ କ୍ୟାମ୍ପରେ କାର୍ଯ୍ୟରତ...
ଚୋରା ଚାଲାଣ କରୁଥିଲେ ଗୋରୁ, ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସାମ୍ନାକୁ ଆସିଲା…
ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬ ଗୋରୁଙ୍କୁ ପାଟଣା ପୋଲିସ ଉଦ୍ଧାର କରିଛି। ସୂଚନାନୁଯାୟୀ, ଗୁରୁବାର ରାତିରେ ଓ...
ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା: ସର୍ଭେ କର୍ମଚାରୀ ଦଳ-ଶ୍ରମିକଙ୍କୁ ବିଦା କରିଦେଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର...
ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କର୍ମଚାରୀଙ୍କୁ ଦେବେ ୨୫ ପ୍ରତିଶତ ମହଙ୍ଗା ଭତ୍ତା, ଜାଣନ୍ତୁ କାହିଁକି…
କୋଲକାତା,୧୬ା୫: ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କୁ ୨୫ ପ୍ରତିଶତ DA ଅର୍ଥାତ୍ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ...
Archives


